ଆମ ଦେଶ ସବୁ ଧର୍ମର ଲୋକଙ୍କୁ ସମ୍ମାନ ଦେଇଥାଏ। ଏଠାରେ ସମସ୍ତଙ୍କର ଅଧ୍ୟାତ୍ମିକ ମନଭାବ ରହିଛି।ସଂସାରର ମୁଖ୍ୟ ହେଲେ ଭଗବାନ। ପ୍ରତ୍ୟେକ ମନ୍ୟୁଷ ଭଗବାନ ଭଗବାନ ଙ୍କୁ ବିଶ୍ୱାସ କରିଥାନ୍ତି।ତେଣୁ ଭଗବାନ ଙ୍କ କଥା ଶୁଣିଲେ ସମୟରେ ସମସ୍ତେ ଧ୍ୟାନ ଦେଇ ଦେଖିଥାନ୍ତି।ଅନେକ ଲୋକ ମଧ୍ୟ ମନ୍ଦିର ଦର୍ଶନ କରିବାକୁ ଭଲ ପଇଥାନ୍ତି ଏବଂ ନିଜର ମନସ୍କାମନା ତାଙ୍କ ପାଖରେ ପ୍ରକାଶ କରିଥାନ୍ତି। ଭଗବାନ ଙ୍କ ଦର୍ଶନ ଲାଗି ସମସ୍ତେ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି।କିଛି ଲୋକ ଅଛନ୍ତି ଭଗବାନ ଙ୍କ ରହସ୍ୟ ବିଷୟରେ ଜାଣିବାକୁ ଇଚ୍ଛା କରିଥାନ୍ତି ଏବଂ ଅନେକ ଅଛନ୍ତି ପୁରାଣ, ଭାଗବତ,ଗୀତ ଆଦିର ପାଠ ମଧ୍ୟ କରିଥାନ୍ତି।
ଭଗବାନ ସମସ୍ତଙ୍କୁ ଦେଖା ଦେଇ ନଥାନ୍ତି ଏବଂ ଭାଗ୍ୟରେ ଥିଲେ ତାଙ୍କୁ ଦେଖିବାକୁ ମିଳେ। ଭଗବାନ ଶିବଙ୍କର ଅନେକ ମହିମା ରହିଛି ଯାହାକୁ ବର୍ତମାନ ଦେଖିବାକୁ ମିଳିଛି। ଭଗବାନ ମଧ୍ୟ ଭକ୍ତ ମାନଙ୍କୁ ଦେଖିବାକୁ ବେଳେ ବେଳେ ଆସି ଥାଆନ୍ତି। ଭଗବାନ ଶିବଙ୍କର ଚାରିଆଡେ ଭକ୍ତ ଦେଖିବାକୁ ମିଳି ଥାଏ।
ଆମେ ସମସ୍ତେ ଜାଣିଛେ ଭଗବାନ ବ୍ରହ୍ମା ହେଲେ ସୃଷ୍ଟି କର୍ତ୍ତା,ଭଗବାନ ବିଷ୍ଣୁ ହେଲେ ପାଳନ କର୍ତ୍ତା, ସମସ୍ତଙ୍କ ପ୍ରିୟ ଭଗବାନ ଭୋଳା ଶଙ୍କର ନାଶ କର୍ତ୍ତା। ଭଗବାନ ଶିବଙ୍କର ହାହାର ହଜାର ଅବତାର ରହିଛି। ତାଙ୍କ ଭକ୍ତ ମାନେ ସଂସାରର ଚାରିଆଡେ ରହିଛନ୍ତି ଏବଂ ମହିମା ବହୁତ ମଧ୍ୟ। କଥାରେ ଅଛି ,“ରଖିଲେ ଶିବ ମାରିବ କିଏ”।ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା।
ଏହି ଭିଡିଓ ଟିରେ ଭଗବାନ ଙ୍କର ବାହାନ ନାଗ ଦେବତା ବା ସାପ ସେ ତାଙ୍କ ଭଗବାନ ଙ୍କ ପାଖକୁ ଯାଉ ଅଛି। ସତେ ଯେପରି ବହୁତ ଦୂରରୁ ଖୋଜି ଖୋଜି ଏଠାରେ ପହଂଚିଛି। ସେ ସର୍ବଦା ତାଙ୍କ ପାଖରେ ରହି ଥାଏ। ଭଗବାନ ଙ୍କର ମହିମା କହିଲେ ସରିବ ନାହିଁ। ସେ ଭଗବାନଙ୍କ ସହିତ ମଧ୍ୟ ପୂଜା ପାଇଁ ଥାଅନ୍ତି।
ଆମେ ମାନେ ସମସ୍ତେ ଭଗବାନ ଙ୍କର ବାହାନ ଙ୍କୁ ବାହାରେ ବେଳେବେଳେ ଦେଖି ଥାଉ। ଆଉ ତାଙ୍କୁ ମଧ୍ୟ ପୂଜା କରି ଥାଉ। ତାଙ୍କୁ ମଧ୍ୟ ଭକ୍ତି କରି ଥାଉ ଏବଂ ତାଙ୍କୁ ଯଦି ବାହାରେ ଦେଖିଲା ପରେ କ୍ଷୀର କି ପୂଜାର୍ଚନ କରିବା ତେବେ ସେ ସଂଗେ ସଂଗେ ପଳେଇ ଥାଆନ୍ତି। ସେ ଅଯଥା କାହା ଉପରେ ରାଗନ୍ତି ନାହିଁ କିନ୍ତୁ ତାଙ୍କୁ ଯଦି କେହି ଆଘାତ କରନ୍ତି ତେବେ ସେ ତାଙ୍କର ପ୍ରତିକ୍ରିୟା କରି ଥାଆନ୍ତି। ସେ ଭଗବାନ ସର୍ବଦା ତାଙ୍କ ଭକ୍ତ ମାନଙ୍କର ଡାକ ଶୁଣି ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।