ଚେହେରା କୁ କେବେ ବୁଢା ହେବାକୁ ଦେବନି ଏହାର 2ଟି ପତ୍ର, 50ରେ ଭି ଦେଖାଯିବେ 20 ଭଳି ଯବାନ- Dr Manoj Das

ଆଜିର ଏହି ବ୍ୟସ୍ତ ବହୁଳ ସମାଜରେ ଲୋକମାନେ ସର୍ବଦା ବ୍ୟସ୍ତ ରହିଥାନ୍ତି ବିଶେଷ କରି କହିବାକୁ ଗଲେ ଆଜିର ଯୁବପିଢି ମାନେ ପାଠ ଚିନ୍ତା , କ୍ୟାରିୟରକୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି ଯାହା ଦ୍ୱାରା ସେମାନେ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇପାରିନଥାନ୍ତି ଯେଉଁଥିପାଇଁ ଅନେକ ସମୟେ ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ରୋଗ ସହିତ ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଖାଦିଏ

ଅନେକ ସମୟରେ ସେମାନଙ୍କ ଶରୀର କୁଞ୍ଚ କୁଞ୍ଚିଆ ଲାଗିବ ସହିତ କେଶ ଝଡ଼ିବା ସମସ୍ୟା ଦେଖାଦିଏ ଯେଉଁଥିପାଇଁ ସେମାନେ ଅନେକ ଚିନ୍ତିତ ରହିଥାନ୍ତି ଏପରିକି ବିଭିନ୍ନ ପଦ୍ଧତି ମଧ୍ୟ ଆପଣେଇଥାନ୍ତି ମାତ୍ର ସେଥିରୁ କିଛି ଲାଭ ପାଇନଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପେଣେଇବା ଦ୍ୱାରା ଆପଣଙ୍କର କେଶ ସମସ୍ୟା ସହିତ ଶରୀର ମଧ୍ୟ ସୁନ୍ଦର ଏବଂ ଚିକ୍କଣ ଦେଖାଯିବ ଏହା ସହିତ ମୁହଁରେ ମଧ୍ୟ ଅନେକ ଚିକ୍କଣତା ଆସିବା ସହିତ ବ୍ରଣ ସମସ୍ୟ ମଧ୍ୟ ଦୂରେଇଯିବ । ଆମେ ଯେଉଁ ଉପଚାର ବିଷୟରେ ଆପଣ ମାନଙ୍କୁ କହୁଛୁ ତାହା ଆପଣଙ୍କର ଘରେ ନିଶ୍ଚିତ ରୂପେ ଥିବ କାରଣ ତାହାକୁ ପୂଜା କରିବା ସହିତ ଔଷଧ ରୂପେ ବ୍ୟବହାର ମଧ୍ୟ କରାଯାଏ । ସେହି ପତ୍ରର ବହୁତ ଔଷଧୀୟ ଗୁଣ ରହିଛି ଯାହାକୁ ଅନେକ ସମୟରେ ଆମେ ମନେ ଔଷଦ ରୂପେ ବ୍ୟବହାର କରିଥାଉ ଏବଂ ଏହା ଆମ ଶରୀର ପାଇଁ ବହୁତ ଲାଭଦୟକ ଅଟେ ।

ଆମେ ଆପଣ ମାନଙ୍କୁ ତୁଳସୀ ପତ୍ର ବିଷରେ କହୁଛୁ ଯାହା େବନ ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହିତ ଆମେ ପୂଜା ମଧ୍ୟ କରିଥାଉ । ତେବେ ଆସନ୍ତୁ ଜାଣିବା କିପରି ଏହି ତୁଳସୀ ପତ୍ର ଆର ଏହି ମସ୍ୟାକୁ ଦୂର କରିପାରିବ ।

ପ୍ରଣାଳୀ –

ଆପ ମାନେ ତୁଳସୀ ପତ୍ରକୁ ଆଣି ସିଧା ସଳଖ ଶୁଖେଇଦେଇ ତାହା ପାଉଡର କରି ତାହାକୁ ବ୍ୟବହାର କରିପାରିବେ । ଏହା ସହିତ ଅନ୍ୟ ପ୍ରକାରରେ ତୁଳସୀ ପତ୍ରକୁ ବାଟି ତାହର ପେଷ୍ଟ କରି ତିଆରି କରିଥିବା ଗୁଣ୍ଡ ତୁଳସୀ ପତ୍ର ସହିତ ମିଶାଇ ତାହାକୁ ମୁହଁରେ ଲଗେଇପାବେ । ଏହା ଦ୍ୱାରା ମୁହଁ ଚିକ୍କଣ ଲଗିବ ହିତ ବ୍ରଣ ମଧ୍ୟ ଭଲ ହୋଇଥାଏ ।

2–ରତିରେ ଶୋଇ ବା ପୂର୍ବରୁ ଆପଣ ମାନେ ଏହି ତୁଳସୀ ପତ୍ରର ପେଷ୍ଟ ଶରୀରରେ ଲଗାଇଲେ ଆପଣଙ୍କର ଚର୍ମ କୁ଼୍ଞ୍ଚକୁ଼ଞ୍ଚିଆ ହେବ ନାହିଁ ଏହା ସହିତ ଚିକ୍କଣ ଦେଖାଯିବ ।
3–ତୁଳସୀ ପତ୍ରର ପେଷ୍ଟ ସପ୍ତାହକୁ 2 ଥର କେଶରେ ଲଗାଇଲେ କେଶ ଝଡିବ ସମସ୍ୟା ଦୂର ହେବା ସହ କେଶ ପାଚିବା ମଧ୍ୟ ବନ୍ଦ ହୋଇଥାଏ ।

ଆପଣ ମାନେ ଏହି ତୁଲସୀ ପତ୍ରକୁ ନିଶ୍ଚିତ ରୂପେ ବ୍ୟବହାର କରନ୍ତୁ , ଏହା ସହିତ ଏହା କ୍ୟାନସର ପରି ମାରାତ୍ମକ ରୋଗ ମଧ୍ୟ ଭଲ କରିଥାଏ ତେଣୁ ଏହାର ସେବନ ମଧ୍ୟ କରନ୍ତୁ । ଔଷଧ ତିଆର କରିବରେ ତୁଲସୀ ପତ୍ର ବହୁତ ସାହର୍ଯ୍ୟ କରିଥାଏ । ଏହା ସହିତ ଆଲକୋହଲ ସେବନ କରୁଥିବା ବ୍ୟକ୍ତି ମାନେ ମଧ୍ୟ ତୁଳସୀ ପତ୍ରର ବ୍ୟବହାର କରିବ ନିତାନ୍ତ ଆବଶ୍ୟକ ଏହା ଦ୍ୱାରା ସେମାନଙ୍କୁ ବହୁତ ଭଲ ଫଳ ମିଳିଥାଏ ଏବଂ ସେଥିରୁ ଦୂରେଇ ଦେବାରେ ସାହାର୍ଯ୍ୟ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave a Comment