ଦେଖନ୍ତୁ LIVE ଭି଼ଡିଓ ! କ୍ୟାମେରା ରେ ରେକର୍ଡ ହେଲା ନାଗ ନାଗୁଣୀ ମିଳନର ବିରଳ ଦୃଶ୍ୟ, ଆରେ ବାପ ରେ …..

ଆଜି ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମିତି ଏକ ଭିଡିଓ ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ପୂରା ଆଶ୍ଚର୍ଯ୍ୟ ଚକିତ୍ ହୋଇଯିବେ । ଏହା ଛଡା ଆଜିର ସମାଜ ରେ କେତେବେଳେ କଣ ଘଟୁଛି ତାହା କହିବା ସମ୍ଭବପର ହୋଇ ପାରୁ ନାହିଁ । ତେବେ କିଛି ଘଟଣା ଆମ ଦୃଷ୍ଟି ଗୋଚର ହେଉ ଥିବା ବେଳେ ଆଉ କିଛି ଘଟଣା ଆମ ଦୃଷ୍ଟି ଆକର୍ଷଣ କରି ପାରି ନ ଥାଏ । ଆଉ ଏହି ସମସ୍ତ ଘଟଣା କେବଳ ଆଜିର ସୋସିଆଲ ମିଡିଆ ବା ଇଣ୍ଟରନେଟ୍ ଯୋଗୁ ଆମେ ଜାଣି ପାରି ଥାଉ ।

ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ଥିବେ । ଆଉ ସୋସିଆଲ ମିଡିଆ ରେ ପ୍ରତିଦିନ କିଛି ନାଁ କିଛି ଆଶ୍ଚର୍ଯ୍ୟକର ଫୋଟ, ଭିଡିଓ ସବୁ ଆସି ଥାଏ ।


ଏହା ସହିତ ପ୍ରତିଦିନ ଅନେକ ପଶୁ, ପକ୍ଷୀ ଏବଂ ଅନ୍ୟାୟ ଆଶ୍ଚର୍ଯ୍ୟକର ଜୀବ ମାନଙ୍କର ଚିତ୍ର ତଥା ଭିଡିଓ ମାନ ଦଖିବାକୁ ପାଉଥିବେ । କିଛି ଫୋଟ ତଥା ଭିଡିଓ କେଉଁ ସ୍ଥାନ ର ତାହା ଜାଣି ହେଉ ଥିବା ବେଳେ ଆଉ କିଛି ତାହା କେଉଁ ସ୍ଥାନ ର ତାହା ସ୍ପଷ୍ଟ ହୋଇ ପାରି ନ ଥାଏ । ଆଉ ଠିକ୍ ସେହିପରି ଗୋଟିଏ ଭିଡିଓ ବିଷୟରେ ଆମେ ଆପଣ ଙ୍କୁ ଜଣାଇବୁ ।

ତେବେ ଆଜି ଆମେ ମଧ୍ୟ ଆପଣଙ୍କୁ ସେମିତି ଏକ ଆଶ୍ଚର୍ଯ୍ୟକର ଭିଡିଓ ବିଷୟରେ ଏହି ଲେଖା ମାଧ୍ୟମ ରେ ଜଣାଇବୁ । ଭାଇରାଲ ହେଉଥିବା ଭିଡିଓ ରେ ଦୁଇଟି ସାପର ମିଳନ ହେଉଥିବା ଦେଖିବାକୁ ମିଳିଛି । ତେବେ ଭିଡିଓଟିର ସେହି ଦୃଶ୍ୟ କୌଣସି ଜଙ୍ଗଲ ଭିତରର ଦୃଶ୍ୟ ପରି ମନେ ହେଉଛି । ଯାହା ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି ।


ତେବେ ନାଗ ନାଗୁଣି ଙ୍କ ର ମିଳନ ର ଦୃଶ୍ୟ ଦେଖିବାକୁ ମିଳିଛି ସେହି ଭିଡିଓ ରେ । ଆପଣ ମାନେ ହୁଏତ ଆଗରୁ ମଧ୍ୟ ନାଗ ନାଗୁଣୀ ଙ୍କ ର ମିଳିନ ର ଦୃଶ୍ୟ ଦେଖି ଥିବେ ନିଶ୍ଚୟ । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଯେଉଂ ଦୃଶ୍ୟ ରହିଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ପରି ମନେ ହେଉଛି ।

ତେବେ ମାନ୍ୟତା ରହିଛି କି ନାଗ ନାଗୁଣୀଙ୍କର ମିଳନ ଦୃଶ୍ୟ ପଛରେ ଲୋକଙ୍କର ଆସ୍ଥା ଓ ଅଜବ ବିଶ୍ବାସ ରହିଥାଏ । ଆଉ ଏଭଳି ଦୃଶ୍ୟ ଦେଖୁ ଥିବା ଆଖି ଭାଗ୍ୟବାନ ବୋଲି ମାନ୍ୟତା ରହିଛି । କିନ୍ତୁ ଏହି ଭାଇରାଲ ହେଉ ଥିବା ଭିଡିଓ ଟି କେଉଂ ସ୍ଥାନ ବା ଜଙ୍ଗଲ ର ତାହା ସ୍ପଷ୍ଟ ହୋଇ ନାହିଁ ବା ଜଣା ପଡି ନାହିଁ । ହେଲେ ତାହା ସୋସିଆଲ ମିଡିଆ ରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

Leave a Comment