ମହିଳା ମାନଙ୍କର କେଉଁ ଅଙ୍ଗରେ ବାଳ ଥିଲେ – ଅଶୁଭ ହୋଇଥାଏ ଜାଣି ରଖନ୍ତୁ, ନଚେତ ହୋଇପାରେ ଅଘଟଣ

ହସ୍ତରେଖା ବିଜ୍ଞାନରେ ଏହି କଥା ଉଲ୍ଲେଖ ରହିଛି ଯେ ଯେଉଁ ମହିଳା ମାନଙ୍କର ଲମ୍ୱା ଏବଂ ଘନ ବାଳ ରହିଥାଏ , ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ନିଜ ଭାଗ୍ୟ ବଳରେ ହିଁ ଘର ପରିବାରକୁ ଉନ୍ନତି ପ୍ରଦାନ କରିଥାନ୍ତି , ଏହା ସହିତ ସେହି କାରଣରୁ ପ୍ରେମର ବାତାବରଣ ଲାଗି ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ସ୍ତ୍ରୀ ଲୋକମାନଙ୍କର କେଉଁ ଅଙ୍ଗରେ ବାଳ ଥିଲେ ବହୁତ ଅଶୁଭ ହୋଇଥାଏ ।

1. ଛୋଟ ଛୋଟ କଳା ବାଳ ପଲକ ଥିବା ମହିଳା :-

ଯେଉଁ ମହିଳା ମାନଙ୍କର ଛୋଟ ଛୋଟ କଳା ବାଳ ପଲକ ରହିଥାଏ , ସେମାନେ ମଧ୍ୟ ସୌଭାଗ୍ୟଶାଳୀ ବୋଲି କୁହାଯାଇଥାଏ । ସେମାନଙ୍କର ହୃଦୟ ବହୁତ ସରଳ ଓ ନିର୍ଦୟ ହୋଇଥାଏ , ସେମାନଙ୍କର ବ୍ୟବହାର କାରଣରୁ ନିଜ ସ୍ୱାମୀଙ୍କର ରାଣୀ ହୋଇ ରହିଥାନ୍ତି ।

2. ଆଇବ୍ରର ବାଳ ପରସ୍ପର ଯୋଡିହୋଇ ରହିଥିବା ମହିଳା :-

ଯେଉଁ ମହିଳାଙ୍କ ର ଆଇବ୍ରର ବାଳ ଯୋଡି ହୋଇ ରହିଥାଏ ,ଏହିପରି ଝିଅ ମାନଙ୍କୁ କେବେହେଲେ ଧନର ଅଭାବ ହୋଇନଥାଏ । ନିଜର କାର୍ଯ୍ୟ ଏବଂ ଦକ୍ଷତା ବଳରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଶାଶୁ ଶ୍ୱଶୁରଙ୍କର ପ୍ରିୟ ମଧ୍ୟ ହୋଇଥାନ୍ତି ।

3. ଛାତିରେ ବାଳ ରହିଥିବା ମହିଳା :-

ଯେଉଁ ମହିଳା ମାନଙ୍କର ଛାତିରେ ବାଳ ରହିଥାଏ , ସେହିପରି ଝିଅ ବା ମହିଳାମାନେ ସ୍ୱାର୍ଥୀ ହୋଇଥାନ୍ତି । ଅନ୍ୟ ଅପେକ୍ଷା ନିଜର ସ୍ୱାର୍ଥ ଚିନ୍ତା କରନ୍ତି , ଯେଉଁ ଘରକୁ ବିବାହକରି ଯାଇଥାନ୍ତି ସେହି ଘରର ସ୍ୱାସ୍ଥ୍ୟ ସମସ୍ୟା ବିଗିଡି ଯାଇଥାଏ । ଆର୍ଥିକ ସମସ୍ୟା ଦେଖାଦେଇଥାଏ ଏବଂ ଘର ମଧ୍ୟରେ ଅଶାନ୍ତି , ଅଭାବ ସବୁବେଳେ ଲାଗି ରହିଥାଏ ।

4. ନିଶ ବା ନାକତଳେ ବାଳ ଥିବା ମହିଳା :-

ଯେଉଁ ଝିଅ ମାନଙ୍କର ନିଶ ବା ନାକତଳେ ବାଳ ରହିଥାଏ ଏହିପରି ଝିଅ ମାନେ ମୁଖ୍ୟତଃ ଉଚ୍ଚ ଅଭିଳାଶୀ ହୋଇଥାନ୍ତି କିନ୍ତୁ ଏପରି ତାଙ୍କ ନାକ ତଳେ ଚୁଟି ରହିବା ତାଙ୍କ ସ୍ୱାମୀ ପାଇଁ ଅଶୁଭ ହୋଇଥାଏ ।

5. ପେଟରେ ବାଳ ଥିବା ମହିଳା :-

 

ଯେଉଁ ଝିଅ ମାନଙ୍କର ପେଟରେ ବାଳ ରହିଥାଏ , ଏହିପରି ଝିଅ ମାନେ ମୁଖ୍ୟତଃ ନିଜ ସ୍ୱାମୀ ଅପେକ୍ଷା ଅନ୍ୟ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରେ କଳାହଳ ଲାଗି ରହିଥାଏ ।

6. ହାତ ବା ଗୋଡରେ ଅଧିକ ବାଳ ଥିବା ମହିଳା :-

ଯେଉଁ ମହିଳା ମାନଙ୍କ ହାତ ବା ଗୋଡ ରେ ପୁରୁଷଙ୍କ ଭଳି ବହୁତ ବାଳ ରହିଥାଏ ଏବଂ ସେମାନେ ଏହି ବାଳ କୁ ଲୁଚାଇବା ପାଇଁ ଅନେକ ଉପାୟ ମଧ୍ୟ ଆପଣେଇଥାନ୍ତି । ସେହି ବାଳକୁ ସଫା ମଧ୍ୟ କରିଥାନ୍ତି , ତେବେ ଏଭଳି ବାଳ ହେବା ଅଶୁଭ କୁହାଯାଏ । ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର ହାତରେ ଏପରି ବାଳ ରହିଥାଏ , ସେମାନେ ଉଗ୍ର ସ୍ୱଭାବର ହୋଇଥାନ୍ତି ଏବଂ ଛୋଟ ଛୋଟ କଥାରେ ଅନ୍ୟ ମାନଙ୍କ ଉପରେ ରାଗିଯାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment