ମାଳିକା ଦେଲା ବଡ ଭବିଷ୍ୟତବାଣୀ ! 7ଦିନ ହୋଇବ ଅନ୍ଧାର ବୁଲିବ ସୁଦର୍ଶନ ଚକ୍ର , ମାଳିକା କଲା ସଚେତନ …..ମନରେ ଭକ୍ତିଥିଲେ ଏହି ପୋଷ୍ଟଟି ନିଶ୍ଚିତ ପଢନ୍ତୁ ଏବଂ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ..

ପ୍ରତ୍ୟେକ ଥର ଭଳି ପୁଣି ଥରେ ମାଳିକା ବିଶାରଦ ବାବା ସାରଦା ପ୍ରସାଙ୍କର ମାଳିକାର ବର୍ଣ୍ଣନାକୁ ଆମେ ଉପସ୍ଥାପନ କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ , ଯାହା ଛଅ ଶହ ବର୍ଷ ତଳରେ ମାଳିକା ବିଚାର ଅଟେ । ଯାହା ଜାଣିଲେ , ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାଆନ୍ତି । ଆଗତ ଭବିଷ୍ୟତକୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ ।

ବର୍ତ୍ତମାନ ସମୟରେ ମନୁଷ୍ୟ ଉପରେ କ ଣ ସବୁ ଘଟିବାକୁ ଯାଉଛି ଏବଂ ବର୍ତ୍ତମାନର ସମସ୍ତ ଘଟଣ ାତଥା ସ୍ଥାନ ବିଷୟରେ ପୂର୍ବରୁ କ ଣ ସବୁ ମାଳିକାରେ ବର୍ଣ୍ଣିତ ହୋଇ ରହିଛି ତାହା ଆମେ ଆଲୋଚନା କରିବା ଓ ଦୃଷ୍ଟି ପକାଇବା । ତେବେ ଆଜି ଆମେ ସାତ ଦିନ ଅନ୍ଧାର ବିଷୟରେ ମହାପୁରୁଷ କ ଣ କଲମ କରିଛନ୍ତି ସେ ବିଷୟରେ ଜାଣିବା ।

ତେବେ ଏହି ସାତ ଦିନ ଅନ୍ଧାର କେବଳ କଳି ଯୁଗରେ ହେବା ନା ଅନ୍ୟ ଯୁଗ ମାନଙ୍କରେ ହୋଇଛି । ଏ ବିଷୟରେ ମହାପୁରୁଷ ଅରକ୍ଷିତ ଦାସ କଲମ କରିଛନ୍ତି –

ସପତେ ଦିବସ ଅନ୍ଧାର ଯୁଦ୍ଧଗୋଳ ହୋଇବ ,

ସୁଦର୍ସନ ଚକ୍ର ରହିଣ ଶୂନ୍ୟ ଭ୍ରମୁଣେ ଥିବ ।

 

ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ସାତ ଦିନ ଅନ୍ଧାର ବିଷୟରେ କଲମ କରିଛନ୍ତି –

ବାଣ ଋତୁରେବ ବିଂଶ ଅଙ୍କଯେ ପ୍ରମାଣ,
ଦିନକୃଷ୍ଣ ଚତୁଃ ମାନକୃଷ୍ଣଚତୁର୍ଦଶୀ ଶୁକ୍ର ୟେ ବାସରେ ।

 

ଅନ୍ଧାକାର ଘଟିଯିବ ମର୍ତ୍ତ୍ୟ ମଣ୍ଡଳରେ । ଅର୍ଥାତ୍ ବାଣ ଅର୍ଥ୍ ପାଞ୍ଚ , ଋତୁ ଅର୍ଥ ଛଅ , ମାନରାଶିରେ କୃଷ୍ଣ ପକ୍ଷରେ ସୂର୍ଯ୍ୟ ଥିବେ ।ତେବେ ଏହି ଅନ୍ଧାକର ବିଷୟରେ ମାଳିକାରେ ବାରମ୍ବାର ବର୍ଣ୍ଣନା କରାଯାଇଛି ଏବଂ ସେହି ସାତ ଦିନ ଅନ୍ଧକାରରୁ କେମିତି ଭକ୍ତମାନେ ମୁକ୍ତି ପାଇବେ ସେ ବିଷୟରେ ଅଚ୍ୟୁତାନନ୍ଦ ପରମଗୁପ୍ତ ଗୀତରେ କଲମ କରିଛନ୍ତି –

କହନ୍ତି ଶ୍ରୀକୃଷ୍ଣ୍ଣ ଶୁଣ ଗୋ ସହି, ଅଚ୍ୟୁତାନନ୍ଦ ରାମ ଶୁଣଇ ।
ଶ୍ୱେତଅରଖ ପୂର୍ବଭାଗୁ ଯାଇ ମୂଳ ଖଣ୍ଡିଏ ଉପାଡିବୁ ତୁହି , ଶ୍ୱେତଅଙ୍କରାନ୍ତି ଗୋର୍ଚନାରୀ , କୁକୁମ କର୍ପୂର ଆଣିବୁ ପୁଣି । ସମଭାଗ କରି ଦୋଳିବକୁ ସବୁ , ଆପଣା କପାଳେ ଚିତା ଘେନିବୁ । ଆବରକତାଏ କହୁଛି ରାମ ହେବୁ କରିଥା ଆମ୍ଭ ବଚନ ।

ଅର୍ଥାତ୍ ଶ୍ୱେତ ଅରଖ ଗଛର ମୂଳ ଖଣ୍ଡିକୁ ପୂର୍ବ ଭାଗରୁ ଉପାଡି ଆଣି ସେଥିରେ ଶ୍ୱେତ ଅଙ୍କରାନ୍ତି ଗଛ , ଗାଈର ମୁଣ୍ଡରେ ଥିବା ଗୋରଚନା , କୁଙ୍କୁମ ମ଼ଞ୍ଜି , କର୍ପୂର କୁ ସମାନ ଭାଗରେ ମିଶାଇ ନିଜ କପାଳରେ ଟିକିଏ ଚାତି ଲଗାଇଦେବେ । ଆଉ ଏହି ଚିତାକୁ ଯିଏ ସେହି ସମୟରେ ମୁଣ୍ଡରେ ଲଗାଇବ ସାତ ଦିନ ଅନ୍ଧକାର ଭିତରେ କହିଲେ ଯେତେବେଳେ ବୈଜ୍ଞାନିକ ଯନ୍ତ୍ରମାନ ହୋଇବ ଅଚଳ , ହରିଙ୍କର ସୁଦର୍ଶନ ଚକ୍ର ଭ୍ରମଣ ନ ଥିବ । ସେତେବେଳେ ଯିଏ ମୁଣ୍ଡରେ ଏହି ଚିତା ଲଗେଇଥିବ ସିଏ ରାତିର ଅନ୍ଧାକାର ଭିତରେ ମଧ୍ୟ ଦିନ ଭଳି ଦେଖିପାରିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ କଲମ କରିଛନ୍ତି ।

Leave a Comment