ଏବେକାର ସମୟ ହେଉଛି ସୋସିଆଲ ମିଡିଆର ସମୟ , ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ସହିତ ଜଡିତ ରହିଥାନ୍ତି । ଏହି ସୋସିଆଲ ମିଡିଆରୁ ଆମେ ମାନେ ଅନେକ କଥା ଶିଖିବାକୁ ପାଇଥାଉ ଏହା ସହିତ ଏହା ଦ୍ୱାରା ଆମର ଅନେକ କ୍ଷତି ମଧ୍ୟ ହୋଇଥାଏ । କାରଣ ଯେଉଁ ଜିନିଷ ମନୁଷ୍ୟ ପାଇଁ ଯେତେ ଲାଭ ଦାୟକ ତାହାର ବହୁଳ ବ୍ୟବହାର ମନୁଷ୍ୟ ପାଇଁ ସେତେ କ୍ଷତିକାରକ । ତେଣୁ ଆମେ ମାନେ ଲିମିଟ ଅନୁସାରେ ସୋସିଆଲ ମିଡିଆର ବ୍ୟବହାର କରିବା ଉଚିତ ।
ଆଜିର ଯୁବପିଢି ମାନେ ନିଜର ଲାଇଫର କିଛି କଥା , ଭିଭିନ୍ନ ପ୍ରକାର ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ସେଥିରୁ କାହାକୁ ଲାଇକ ମିଳିଥାଏ ତ କାହାକୁ ପୁଣି ବିଭିନ୍ନ ପ୍ରକାର କମେଣ୍ଟ ମିଳିଥାଏ । ଏହି ସୋସିଆଲ ମିଡିଆ ମାଧ୍ୟମରେ ଅନେକ ବ୍ୟକ୍ତି ଫେମସ ମଧ୍ୟ ହୋଇଛନ୍ତି ଏବଂ ଏବେ ଦେଶର ବହୁତ ଲୋକଙ୍କ ହୃଦୟରେ ସେମାନେ ରାଜ କରୁଛନ୍ତି । ବିଭିନ୍ନ ପ୍ରକାର ଭିଡିଓ କରି ସେମାନେ ଦେଶରେ ନିଜର ବହୁତ ଫଲୋଲର କରିବା ସହିତ ବହୁତଙ୍କର ପ୍ରିୟ ହୋଇପାରିଛନ୍ତି ।
କହିବାକୁ ଗଲେ ସୋସିଆଲ ମିଡିଆର ବ୍ୟବହାର କରି ଲୋକମାନେ ରୋଜଗାରର ପନ୍ଥା ମଧ୍ୟ ବାହାର କରି ପାରୁଛନ୍ତି ଏବଂ ଏହା ଦ୍ୱାରା ସେମାନେ ଅନ୍ୟ ଉପରେ କମ ନିର୍ଭର ଶୀଳ ହୋଇପାରୁଛନ୍ତି । ମାତ୍ର ଆଜିର ସମୟରେ ନିଜକୁ ଫେମସ ବା ନିଜର କଳାର ବିସ୍ତାର କରିବାପାଇଁ ଲୋକମାନେ ଏପରି ଭିଡିଓ ବା କାମ କରୁଛନ୍ତି ଯାହା ସମାଜକୁ ବହୁତ ନିନ୍ଦିତ କରୁଛି । କାରଣ ଏବେକା ସମୟରେ ସେହିପରିଏକ ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଛି , ୟେଉଁଟାରେ ଜଣେ ମା ନିଜ ପୁଅ ସହିତ ଏପରି ଭିଡିଓ କରିଛନ୍ତି ଯାହା ସମାଜ ପାଇଁ ବହୁତ ନିନ୍ଦନୀୟ ଅଟେ ।
ଯେଉଁ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହୁଛୁ ତାହା ଦିଲ୍ଲୀ ସହରର ଅଟେ । ଯେଉଁଠାରେ ଜଣେ ମହିଳା ନିଜ 12 ପୁଅ ସହିତ ଅଶ୍ଲୀଳ ଭାବେ ଡ୍ୟାନ୍ସ କରି ତାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁ ସମୟରେ ସେ ନିଜ ପିଲାକୁ ଭଲ ଶିକ୍ଷା ପ୍ରଦାନ କରିବା କଥା ସେହି ସମୟରେ ଏପରି ନୀଚ କାମ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତେବେ ସୂଚନା ମୁତାବକ ସେହି ମହିଳାଙ୍କର ଇନଷ୍ଟାଗ୍ରାମରେ 1 ଲକ୍ଷ 60 ହଜାର ଫଲୋୱର ଅଛନ୍ତି । ମାତ୍ର ମହିଳାଙ୍କର ଏପରି ଏକ ଭି଼ଡିଓ ବନିବା ପରେ ତାହାକୁ ସମସ୍ତେ ବହୁତ ଆଲୋଚନା କରିଛନ୍ତି ଏବଂ ମହିଳା ଜଣକ ବହୁତ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି ।
सोशल मीडिया पर अपने नाबालिग बेटे के साथ अश्लील वीडियो बनाकर डालने वाली महिला के खिलाफ दिल्ली महिला आयोग की अध्यक्षा @SwatiJaiHind ने भेजा पुलिस को नोटिस। वायरल वीडियो में बच्चे से मां द्वारा अश्लील एक्टिंग व डांस करवाया जा। pic.twitter.com/GrxeurabwJ
— Delhi Commission for Women – DCW (@DCWDelhi) July 19, 2021
ଏପରି ଏକ ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ନାମରେ ଦିଲ୍ଲୀ କମିଶନରେଟ ପୋଲିସ ଏଫାଇଆର ଜାରି କରିଛନ୍ତି । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାର କହିଛନ୍ତି କି ସୋସିଆଲ ମିଡିଆ ମାଧ୍ୟମରେ ଆମେ ମାନେ ବିଭିନ୍ନ ପ୍ରକାର କଥା ସଂପର୍କରେ ଆବଗତ ହୋଇଥାଉ ମାତ୍ର ଏହିପରି କ ନୀଚ କାର୍ଯ୍ୟ ଆଜିର ଯୁବପିଢି ମାନଙ୍କ ଉପରେ ବହୁତ ଖରାପ ପ୍ରଭବା ପକାଇବ ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।