Ajira anuchinta – କନ୍ୟାର ସ୍ତନ ମଝିରେ ବାଳ ଥିଲେ ଜାଣନ୍ତୁ ସେମାନଙ୍କ ଚରିତ୍ର କିପରି ହୋଇଥାଏ

ଆଜି ଆମେ ଆପଣ ମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ସଂପର୍କରେ କହିବୁ ଯାହାକୁ ଆପଣ ମାନେ ନିଜର ନିତିଦିନ ଜୀବନରେ ଜାଣିରଖିବା ନିତାନ୍ତ ଆବଶ୍ୟକ କାରଣ ଏହା ଆପଣଙ୍କର ଜୀବନଶୈଳୀରେ ବହୁତ କାମ କରିଥାଏ । ତେବେ ଆସନ୍ତୁ ଜାଣିବା କିଛି ବିଶେଷ ଅନୁଚିନ୍ତା ବିଷୟରେ ।

1–ପିଲାଙ୍କୁ ପଢିବା ସମୟରେ ଘରେ ଶୁଦ୍ଧ ଘିଅଦୀପ ଲଗାଇବେ ଏବଂ ସ୍ୱରସ୍ୱତୀ ଯନ୍ତ୍ର ରଖିଲେ ପିଲାକୁ ପାଠ ପଢିବାରେ ମନ ଲାଗିଥାଏ ।
2–ଘରର ଛାତ ଉପରେ ଦକ୍ଷିଣ ପୂର୍ବ କୋଣରେ ପକ୍ଷୀମାନଙ୍କ ପାଇଁ ପିଇବା ପାଣି ରଖିଲେ ପରିବାରର ଆୟ ବୃଦ୍ଧି ହୁଏ ।

3–ସକାଳୁ ଉଠି ଗଣେଶଙ୍କର ଉପରେ ନାଲି ରଙ୍ଗର ଫୁଲ ଚଢାଇଲେ ଘର କରିବା ମନସ୍କାମନା ପୂରଣ ହୁଏ ।
4–ଯଦି ପୁତ୍ର ଏବଂ କନ୍ୟାୟ ବିବାହ ହୋଇପାରୁନାହିଁ କେବେ ତେର ଦିନ ପର୍ଯ୍ୟନ୍ତ ଅଶ୍ୱସ୍ତ ଗଛ ମୂଳରେ ପାଣି ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ ।
5–ଯେଉଁ କନ୍ୟାର ଛାତିରେ କେଶ ରହିଥାଏ ସେହି କନ୍ୟା ସ୍ୱାର୍ଥପର ଓ ଲଜ୍ୟାହୀନ ହୋଇଥାଏ ।

6–ଉଷୁମ ପାଣିରେ ମହୁ ଏବଂ ଲେମ୍ବୁ ମିଶାଇ ପିଇଲେ କାଶ ଓ ଛିଙ୍କରୁ ମୁକ୍ତି ମିଲିଥାଏ ।
7–ଯେଉଁ ବ୍ୟକ୍ତିର ମୁହଁର ବାମ ପାଶ୍ୱରେ କଳାଜଇ ଥାଏ ତାଙ୍କୁ ଜୀବନ ସାରା ସୁଖ ଶାନ୍ତି ଭୋଗ ହୋଇଥାଏ ।
8–ଯେଉଁ ଲୋକଙ୍କ ବାମହାତ କହୁଣୀ ତଳେ କଳାଜାଇ ରହିଥାଏ ସେ ବହୁଭାଷୀ ହୁଏ ଓ ସୁଖ ଭୋଗ କରେ ।
9–ଗର୍ଭବସ୍ଥା ସମୟରେ ଚାଉଳରେ ହଳଦୀ ମିଶାଇ ଘର ଭିତରେ ପକାଇଲେ ସମସ୍ତ ଅଶୁଭ ଶକ୍ତି ଦୂରହୁଏ ।
10–ଯଦି କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ତେବେ ଗୋଟିଏ ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ସାଙ୍ଗରେ ନେଇକରି ଗଲେ ଶୁଭ ହୋଇଥାଏ ।

11–ଯେଉଁ ମହିଳା ମାନଙ୍କ ର କାଖରେ କେଶ ରହିଥାଏ ସେମାନେ ସମୃଦ୍ଧଶାଳୀ ଏବଂ ପରିଶ୍ରମୀ ହୋଇଥାନ୍ତି। ଏମାନେ ସାମଜରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି।

12–ରାତିରେ ଶୋଇବାକୁ ଗଲେ ପାଣିରେ ଲୁଣ ପକାଇ ଗୋଡ ହାତ ଧୋଇଲେ ଭଲନିଦ ହୋଇଥାଏ ।

13- ଯଦି ଆପଣଙ୍କ ଘରେ କୌଣସି କାର୍ଯ୍ୟ ହୋଇପାରୁନାହିଁ କିମ୍ବା ଘରେ ସର୍ବଦା ଅଶାନ୍ତି ଲାଗି ରହୁଛି ତେବେ ନିଜ ପାଇଖାନାରେ ଗୋଟିଏ ମୁଠା ଲୁଣ ପକାଇ ଦିଅନ୍ତୁ ।
ଯଦ ଆପଣଙ୍କର ନିତିଦିନ ଜୀବନର ଏହିଭଳି କିଛି ସମସ୍ୟା ଲାଗି ରହୁଛି ତେବେ ଏହି ପ୍ରକାର ନିୟମକୁ ଆପଣ ମାନେ ଥରେ କରି ଦେଖନ୍ତି ଏବଂ ତାର ଫଳ ନିଶ୍ଚିତ ରୂପରେ ଆପଣ ମାନଙ୍କୁ ଲାଭ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।