Ajira anuchinta – କନ୍ୟାର କେଉଁ ଅଙ୍ଗ ଗୋଲ୍ ହୋଇଥିଲେ ସେ ଭାଗ୍ୟଶାଳୀ ହୋଇଥାଏ

ବନ୍ଧୁମାନେ ଆମ ସମସ୍ତଙ୍କ ଜୀବନ କିଛି ନୀତି ନିୟମ ଅନୁଯାୟୀ ପରିଚାଳିତ ହେଇଥାଏ ।ଠିକ ସେହିପରି କିଛି ଏମିତି ଶାସ୍ତ୍ର ବା ଗ୍ରନ୍ଥ ରହିଛି ଯାହା ମଣିଷ ର ଗଠନରୁ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ସବୁକିଛି ବତାଇ ଦେଇଥାଏ ।ତେବେ କଥା କୁହାଯାଏ କି ନାରୀ ଦୁଇ କୁଳକୁ ହିତା, ହେଲେ କେଉଁ ନାରୀ ସବୁବେଳେ ହିଟ ହେଇଥାନ୍ତି ତାହା କିପରି ଜାଣିବା ।ସେଥିପାଇଁ ଆଣେ ଆଜି ଆପଣଙ୍କ ପାଇଁ କିଛି ଏମିତି ଶାରୀରିକ ଗଠନ ଗୁଡିକ ବିଷୟରେ କହିବୁ ସେହି ସବୁ ଗଠନ ଥିବା ନାରୀ କେମିତି କଣ ଆପଣ ଭଲ ଭାବରେ ଜାଣି ପାରିବେ ।

1-ଯେଉଁ ମହିଳା ମାନଙ୍କର କଣ୍ଠ କୋମଳ ଓ ସେମାନେ କଥାବାର୍ତ୍ତା ଧରେ ହେଇଥାନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ।

2-ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶୀଳ,ଦାନଶୀଳ,ବୁଦ୍ଧିମାନ ଓ କର୍ତ୍ତବ୍ୟ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ଵରୂପ ଅଟନ୍ତି ।
3-ଯେଉଁ ମହିଳାମାନେ ଘରକୁ ଆସୁଥିବା ଅତିଥି ଙ୍କୁ ଆଦରର ସହିତ ସତ୍କାର କରିଥାନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଆଟନ୍ତି ।
4-ଯେଉଁ ମହିଳାମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଥିବା ଦେବି ଦେଵତାଙ୍କୁ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥାନ୍ତି ସେମାନେ ଭାଗ୍ୟବତୀ ହେଇଥାନ୍ତି ଓ ଘରର ସମସ୍ତଙ୍କ ର ସବୁବେଳେ ଉନ୍ନତି ହେଇଥାଏ ।
5-ଯେଉଁ ମହିଳାଙ୍କ ର ଗାଲ ଗୋଲ ଆଉ ସେଥରେ ଶିର ଦେଖା ଯାଇ ନଥାଏ ସେମାନେ ଦେବୀଗୁଣ ଯୁକ୍ତ ମହିଳା ହେଇଥାନ୍ତି ।ଏମାନେ ଯେଉଁ ଘରକୁ ବି ଯାଇଥାନ୍ତି ସେହି ଘରର ମାଁ ସମ୍ମାନ ବୃଦ୍ଧି ହେଇଥାଏ ।

6-ଯେଉଁ ମହିଳାଙ୍କ ର ବେକ ଚାରି ଆଙ୍ଗୁଳି ଭଳି ସୁଡ଼ଲ ଓ ସୁନ୍ଦର ସେମାନେ ଲକ୍ଷ୍ମୀଯୁକ୍ତ ମହିଳା ଅଟନ୍ତି ।
7-ଯେଉଁ ମହିଳାଙ୍କର ଓଠ ଦୁଇ ଆଙ୍ଗୁଳି, ସୁନ୍ଦର ଓ ମାଂସାଳ, ସେମାନେ ସୌଭାଗ୍ୟଶାଳୀ ଅଟନ୍ତି ।
8-ଯେଉଁ ମହିଳାଙ୍କ ର ବେକରେ ତିନୋଟି ରେଖା ପଡିଥାଏ ସେମାନଙ୍କ ସ୍ୱାମୀ ଐଶ୍ୱରୀୟ ହେଇଥାନ୍ତି ।
9-ଯେଉଁ ମହିଳା ମାନଙ୍କର ନାକର ଅଗ୍ରଭାଗ ଅଳ୍ପ ଲମ୍ବିଥାଏ ସେମାନଙ୍କୁ ଜୀବନରେ ବହୁତ ଖୁସି ଓ ସୌଭାଗ୍ୟ ମିଳିଥାଏ ।
10-ଶରୀର ବିଜ୍ଞାନ ଅନୁସାରେ ଯଦି ମହିଳାର ମୁହଁ ଛୋଟ ହେଇଥାଏ ସେମାନଙ୍କ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ଅଟନ୍ତି ।

11-ଯେଉଁ ମହିଳାଙ୍କ ର ପାଟିରେ 32 ଦାନ୍ତ ପୁରା କ୍ଷୀର ପ୍ରି ଚମକୁ ଥିବ ସେମାନେ ସ୍ୱାମୀଙ୍କର ପ୍ରିୟ ହେଇଥାନ୍ତି ।
12-ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ ଓ ହାତରେ ପଦ୍ମ ପତଳା,ମାଛ ଓ ଶଙ୍ଖ ଚିହ୍ନଥାଏ, ସେମାନଙ୍କ ସ୍ୱାମୀ ଧନବାନ ହେଇଥାନ୍ତି ।
13-ଯେଉଁ ମହିଳାଙ୍କ ପଦର ଆଙ୍ଗୁଳି ମଝିରେ ଅଧିକ ଫାଙ୍କ ଥାଏ ସେମାନେ ଧ୍ୱଂ ସଞ୍ଚୟ କରିପାରନ୍ତି ନାହିଁ ।
14-ମହିଳା ମାନେ ନିଜର ଅଳଙ୍କାର ସବୁବେଳେ ଘରର ଦଖିଣ ପଶ୍ଚିମ ଦିଗରେ ରଖିବା ଉଚିତ ।ଏହା ଅତ୍ୟନ୍ତ ମଙ୍ଗଳକାରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।