ଗୁପ୍ତ ଜ୍ଞାନ- ସ୍ତନ ବୃଦ୍ଧି ପାଇଁ କ’ଣ କରିବେ ଜାଣନ୍ତୁ ? ୧୦୦% ଗ୍ୟାରେଣ୍ଟି ମାତ୍ର 7 ଦିନରେ ଦେଖନ୍ତୁ ଚମତ୍କାର 100% ଗ୍ୟାରେଣ୍ଟି

ନାରୀଟିଏ ନିଜ ସୁନ୍ଦରତା ପ୍ରତି ଖୁବ ଜତ୍ନଶୀଳ ଅଟେ,ତେବେ ବହୁତ ସମୟରେ ଶାରୀରିକ ଗଠନ ଠିକ ନହେଲେ ଆପଣ ଅସୁନ୍ଦର ଦେଖା ଯାଆନ୍ତି ।ତେବେ ଯଦି ନାରୀଟିର ସ୍ତନ ଠିକ ଆକୃତି ର ନହେଇ ଥାଏ ତେବେ ତାହା ମଧ୍ୟ ଜାରୀକୁ ଅସୁନ୍ଦର କରାଇଥାଏ ।

ତେବେ ଆଜିର ସମୟରେ ଏମିତି ବହୁତ ନାରୀ ଅଛନ୍ତି ଯେଉଁ ଦେଖିବାକୁ ଖୁବ ସୁନ୍ଦର କିନ୍ତୁ ତାଙ୍କର ଚେଷ୍ଟ ନଥାଏ ଯାହାକୁ ଆମେ ଫ୍ଲାଟ ବଡି ବୋଲି ବି କହିଥାଉ ।ତେବେ ସେହି ନାରୀ ମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ଅଟେ କାରଣ ସେମାନେ ଯୋଉ ବି ପ୍ରକାରର ଡ୍ରେସ ପିନ୍ଧିଲେ ତାଙ୍କୁ ଭଲ ଲାଗି ନଥାଏ ।

ବହୁତ ସମୟରେ ନିଜ ସାଙ୍ଗ ସାଥି ମାନଙ୍କ ଆଗରେ ଖୁବ ଲଜ୍ଜିତ ହେବାକୁ ପଡିଥାଏ ।ତେବେ ଆପଣଙ୍କ ର ଏହି ସମସ୍ୟା ର ଅନେକ ସମାଧାନ ରହିଛି ତେବେ ଆମେ ଆପଣଂକୁ ଏକ ଘରୋଇ ଉପାୟ ବିଷୟରେ ଜଣାଇବୁ ।ଯାହା ଆପଣ ନିଜ ଘରେ ଖୁବ ସହଜରେ କରି ପାରିବେ ।ତେବେ ଆସନ୍ତୁ ଜାଣିବା ସେହି ଘରୋଇ ରିମେଡି ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

-ମେଥି
-ପାଣି
-ମହୁ
-ନଡ଼ିଆ ତେଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ତେବେ ଏହି ରେମିଡ଼ି ତିଆରି କରିବା ପାଇଁ ଆପଣ ପ୍ରଥମେ ଏକ ଗ୍ଲାସ ପାଣି ନିଅନ୍ତୁ ।ତେବେ ପାଣିକୁ ଗୋଟିଏ କଡେଇରେ ରଖି ତାକୁ ଗ୍ୟାସ ଉପରେ ରଖନ୍ତୁ ।ତାପରେ ସେହି ପାଣିରେ 2 ରୁ 3 ଚାମୁଚ ମେଥି ପକାଇ 4 ରୁ 5 ମିନିଟ ଯାଏ ସେହି ପାଣିକୁ ଫୁଟାନ୍ତୁ ଦେଖିବେ ଧୀରେ ଧୀରେ ପାଣିର ରଙ୍ଗ ପରିବର୍ତ୍ତନ ହେଇ ହଳଦିଆ ହେଇ ଆସିବ ।ଆଉ ସେତେବେଳେ ପାଣି କୁ ଗୋଟିଏ ପାତ୍ରକୁ ଛାଣି ଦେବେ ଓ ଛାଣି ହେଇଥିବା ମେଥିକୁ ଅଲଗା ରଖିବେ ।ଏବେ ସେହି ଛାଣିଥିବା ମେଥିକୁ ଭଲରେ ଗ୍ରାଣ୍ଡିଂ କରି ନିଅନ୍ତୁ ।

-ତେବେ ଛାଣି ଥିବା ମେଥି ପାଣି କୁ ଆପଣ ସକାଳେ ଖାଲି ପେଟରେ ଓ ରାତିରେ ଖାଇବା ଆଗରୁ ପିଅନ୍ତୁ ।ତେବେ ଯେଉଁ ମାନଙ୍କୁ ଏହାକୁ ପିଇ ପାରୁ ନାହାଁନ୍ତି ସେମାନେ ଏକ ଚାମୁଚ ମହୁ ସେହି ପାଣିରେ ମିଶାଇ ପିଇ ପାରିବେ ।ତେବେ ଏହି ପାଣି ଗର୍ଭବତୀ ମହିଳା ମାନେ ବି ପିଇଲେ କିଛି ଅସୁବିଧା ନାହିଁ ।

-ଏବେ ଗ୍ରାଣ୍ଡିଂ କରିଥିବା ମେଥିରୁ ଏକ ଚାମୁଚ ନେଇ ସେଥିରେ 2 ରୁ3 ବୁନ୍ଦା ନଡ଼ିଆ ତେଲ ମିଶାନ୍ତୁ ।ଆଉ ତାକୁ ନିଜ ଚେଷ୍ଟ ର ଚାରିପଟେ ଓ ତଳୁ ଉପରକୁ କରି 4ରୁ 5 ମିନିଟ ମାଲିସ କରନ୍ତୁ ।ତେବେ ଏହି ଦୁଇଟି ଉପାୟ ଆପଣ ମାତ୍ର 6 ରୁ 7 ଦିନ କରି ଦେଖନ୍ତୁ କେତେ ଜଲଦି ଗ୍ରୋଥ କରିବ ଆପଣଙ୍କ ଚେଷ୍ଟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।