ଶୁଣନ୍ତୁ ଭାଇରାଲ Audio Call : ମୃତ୍ୟୁ ପୂର୍ବରୁ ଆଜେକ୍ସ ଙ୍କର ଶେଷ କଥା….ନିଜ ପ୍ରେମିକା ଙ୍କୁ ଶେଷ ଥର କଣ ଓଡ଼ିଓ ରେକର୍ଡ ରେ ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ..

ବନ୍ଧୁମାନେ ଡିଜେ ଆଜେକ୍ସ ଙ୍କ ମୃତ୍ୟୁ ଘଟିବା ପରେ ଗୋଟିଏ ପରେ ଗୋଟିଏ ନୂଆ ଘଟଣା ସମ୍ନାକୁ ଆସିବାରେ ଲାଗିଛି ।କେମିତି ପ୍ରେମିକା ଠାରୁ ଧୋକା ମିଳିବା ପରେ ଭାଙ୍ଗି ପଡ଼ିଥିଲେ ପ୍ରେମିକ ଆଜେକ୍ସ ତାହା ବିଷୟରେ ସାଙ୍ଗସାଥି ଯେତେ କହୁଥିଲେ ବି ବର୍ତ୍ତମାନ ଆଜେକ୍ସ ମନର କଥା ଶୁଣିବାକୁ ମିଳିଛି ।ତେବେ ହଁ ଦର୍ଶକ ବନ୍ଧୁ ଡିଜେ ଆଜେକ୍ସ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମନର ସବୁ କଥାକୁ ଓଡ଼ିଓ ରେକର୍ଡ କରିଥିଲେ ।ଆଉ ବର୍ତ୍ତମାନ … Read more

ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କ ସହିତ ଶେଷ କଥାବାର୍ତ୍ତା …କଥାବାର୍ତ୍ତା ର Call ରେକର୍ଡ଼ ଭାଇରାଲ ହେବାରେ ଲାଗିଛି…କଣ କହିଥିଲେ ପିଣ୍ଟୁ ନନ୍ଦ, ଦେଖନ୍ତୁ Video

ବନ୍ଧୁଗଣ ମୃତ୍ୟୁ ଏହିପରି ଏକ ସତ୍ୟ ଯାହା କିଛି ବି ଦେଖେ ନାହଁ ଆଉ ଜଣେ ବ୍ୟକ୍ତି ଙ୍କୁ ସବୁଦିନ ପାଇଁ ଏ ଦୁନିଆଁ ରୁ ଅନ୍ୟ ଦୁନିଆଁ କୁ ନେଇଯାଏ ଯିଏ କେବେ ବି ଫେରେ ନାହିଁ। ତେବେ ଠିକ ସେହିପରି ଅନେକ ସ୍ୱପ୍ନ ଦେଖିଥିଲେ ପିଣ୍ଟୁ ତାଙ୍କର ପରିବାର କୁ ନେଇ। ମାତ୍ର ଭାଗ୍ୟ ର ଖେଳ ଦେଖନ୍ତୁ ନିଜେ ସେହି ପରିବାର କୁ ଛାଡି ଆରପାରି କୁ ଚାଲିଗଲେ। ତେବେ ବର୍ତ୍ତମାନ ସୋସିଆଲ … Read more

ଚର୍ଚ୍ଚା ରେ ନବବିବାହିତ ଙ୍କର ଧମାଲ ଡ୍ୟାନ୍ସ ଭିଡ଼ିଓ….. ଦେଖନ୍ତୁ ବିବାହ ପରେ କିପରି ଡ୍ୟାନ୍ସ ମାଧ୍ୟମ ରେ ନିଜ ପତ୍ନୀ ଙ୍କୁ ସରପ୍ରାଇଜ କଲେ ଯୁବକ ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବନି…

ବନ୍ଧୁଗଣ ସମସ୍ତ ଙ୍କର ଜୀବନ ରେ ବିବାହ ଟି ଏକ ଅତ୍ୟନ୍ତ ଖୁସି ଓ ଆନନ୍ଦ ର ଦିନ ହୋଇଥାଏ। ଏହି ବିବାହ ରେ ଦୁଇ ଜଣ ଙ୍କ ଭିତରେ ଏକ ପବିତ୍ର ବନ୍ଧନ ହୋଇଥାଏ , ଯାହାକୁ ସମସ୍ତେ ସବୁଦିନ ପାଇଁ ମେମ୍ରେବୁଲ କରିବା ପାଇଁ ଚାହିଁଥାନ୍ତି। ତେବେ ନିଜ ନିଜ ବିବାହ କୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି। ଯେମିତି କି ଆପଣ ଦେଖୁଥିବେ କି ବିବାହ କୁ ସ୍ମରଣୀୟ … Read more

ଗୋଟିଏ ରାତି ଏମିତି କରି ଲଗେଇ ଦିଅ ଦେଖିବେ ସଖାଳୁ ଆପଣଙ୍କୁ ନିଜ ଘର ଲୋକ ଦେଖି ଚକିତ ହେଇଯିବେ…

ଆଜିର ସମୟରେ ସମସ୍ତେ ନିଜ ନିଜ ସୌନ୍ଦର୍ଯ୍ୟ ଉପରେ ବହୁତ ଅର୍ଥ ବ୍ୟୟ କରିବାରେ ଲାଗିଛନ୍ତି।ଦିନକୁ ଦିନ କସମେଟିକ ସାମଗ୍ରୀ ଗୁଡିକର ଚାହିଦା ବି ବଡିବାରେ ଲାଗିଛି ।ତେବେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି କି ନାରୀ କି ପୁରୁଷ ହୁଅନ୍ତୁ ସମସ୍ତେ ଗୋରା ବା ତ୍ୱଚାରେ ଉଜ୍ଜ୍ୱଳତା ଆଣିବା ପାଇଁ ବହୁତ ପ୍ରୟାସ କରିଥାନ୍ତି ।ତେବେ ଆପଣ ବହୁତ ପ୍ରକାରର ପସାଦନ ସାମଗ୍ରୀ ବ୍ୟବହାର କରୁଥିବେ ଏଥିପାଇଁ କିନ୍ତୁ ଆମେ ଆଜି ଆମେ ଏମତି ଏକ … Read more

ଚନ୍ଦ୍ରହାସିନୀ ମାଁ !!ମାଆ ଚନ୍ଦ୍ରହାସିନୀ ଙ୍କର ମାହାତ୍ମ୍ୟ….. ନଦୀ ଭିତରୂ ଶିଶୁ ଫିଙ୍ଗିବା ଜାଣିଲେ ଛାତିଥରି ଉଠିବ

ବନ୍ଧୁମାନେ ଆମ ଭାରତ ବର୍ଷରେ ଅନେକ ଦେବାଦେବୀ ପୀଠ ରହିଛି ଆଉ ସେହି ପୀଠ ଗୁଡିକରେ ପୂଜା ପାଉଥିବା ଦେବାଦେବୀ ମାନଙ୍କର ବିଶେଷ କୃପା ପାଇଁ ଆଜି ସେହି ପୀଠ ଗୁଡିକର ଅନେକ ମାହାତ୍ମ୍ୟ ରହିଛି ।ତେବେ ଆଜି ଆମେ ଛତିଶଗଡ଼ ରେ ଥିବା ମାଆ ଚନ୍ଦ୍ରହାସିନୀ ଙ୍କର ମନ୍ଦିର ଓ ସେହି ଦେବୀ ଙ୍କର ଆବିର୍ଭାବ ବିଷୟରେ ଜାଣିବା । ତେବେ ଛତିଶଗଡ଼ ରାଜ୍ୟରେ ଯାଜଙ୍ଗୀର ଓ ଚମ୍ପା ଜିଲ୍ଲାର ଡ଼ଙ୍ଗରା ତହସିଲ ନିକଟରେ ଥିବା … Read more

Mantra – ଆଜି ସୋମବାର ମହାଦେବଙ୍କ ଅତିପ୍ରିୟ ମନ୍ତ୍ର ଜପିଲେ ଆପଣଙ୍କର କିଏ କିଛି କରିପାରିବ ନାହିଁ

ବନ୍ଧୁମାନେ ଆମ ଜୀବନରେ ଅନେକ ସମସ୍ୟା, ଅସୁବିଧା ଲାଗି ରହିଥାଏ,ଆଉ ଅନେକ ସମୟରେ ସେହି ସବୁ କଷ୍ଟ ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ଦେବାଦେବୀ ଙ୍କୁ ଆରାଧନା କରିଥାଉ ।ହେଲେ ଏମିତି ଦେବାଦେବୀ ଅଛନ୍ତି ଯେଉଁ ମାନଙ୍କୁ ପ୍ରସନ୍ନ କରିବା ବହୁତ କଷ୍ଟ, ଆଉ ସେମିତି ଦେବ ଅଟନ୍ତି ଦେବ ଦେବ ମହାଦେବ । ତେବେ ମହାଦେବ ଭୋଳା ଶଙ୍କର ଅଟନ୍ତି, ତାଙ୍କର ପ୍ରିୟ ବାର ସୋମବାର ହେଇଥିବା ବେକେ ତାଙ୍କୁ ଯଦି କେହି … Read more

Breaking News – ଏହି Femous କମ୍ ବୟଷ୍କ ଅଭିନେତ୍ରୀ ରୁମ୍ ରେ କରିଲେ ସୁଇସାଇଡ …ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

ବନ୍ଧୁଗଣ ଆମେ ବଲିଉଡ ଇନ୍ଦ୍ରଷ୍ଟ୍ରି ଉପରେ ବଧେ କାହାର ନଜର ଲାଗିଯାଇଛି। ଜଣ ଙ୍କ ପରେ ଜଣେ କଳାକାର ଆମ କୁ ଏହିପରି ଆକସ୍ମିକ ଭାବରେ ସମସ୍ତ ଙ୍କୁ ଛାଡି ଚାଲି ଯାଉଛନ୍ତି। ତେବେ କିଛି ଦିନ ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ହୋଇଥିଲା ଆଉ ତା ପରେ ପରେ ଅଭିନେତା ସୋମଦତ ଙ୍କ ର ମୃତ୍ୟୁ ଆଉ ବର୍ତ୍ତମାନ ପୁଣି ଜଣେ ଆଲବମ ଅଭିନେତ୍ରୀ ତଥା ଗାୟିକ ଙ୍କ ର ମୃତ ଦେହ ପୋଲିସ ଉଦ୍ଧାର … Read more

“Vaseline ” ଭେସଲିନ ମାଧ୍ୟମ ରେ କରନ୍ତୁ ଏହି ଘୋରଇ ଉପାୟ…..ମାତ୍ର ଗୋଟିଏ ସପ୍ତାହ ରେ କେଶ ଝଡ଼ିବା ବନ୍ଦ ହୋଇଯିବ 100% ଗ୍ୟାରେଣ୍ଟି

ତେବେ ବର୍ତ୍ତମାନ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି ଲୋକଙ୍କ ପାଇଁ ।ଏବଂ ଏହି କେଶ ଝଡ଼ିବା କୁ ରୋକିବା ପାଇଁ ବହୁତ ପ୍ରକାରର କସମେଟିକ ଜିନିଷ ବ୍ୟବହାର କରିଥାଉ ଏବଂ ଫେସନ ପଲର ର ସାହାଯ୍ୟ ମଧ୍ୟ ନେଇଥାଉ ।କିନ୍ତୁ ଏହିପରି ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ ।କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ … Read more

ପୋଷ୍ଟ ଅଫିସ୍‌ର ଦମ୍‌ଦାର ସ୍କିମ୍‌ ! ଦିନକୁ ୩୩୩ ଟଙ୍କା ରଖନ୍ତୁ, ୧୬ ଲକ୍ଷ ଟଙ୍କା ପାଆନ୍ତୁ…ସେୟାର କରାନ୍ତୁ ସମସ୍ତଙ୍କୁ ଜଣାନ୍ତୁ

ଯଦି ଆମେ ଆମ ଭାରତ ସରକାର ଙ୍କର ତୁଳନା ଅନ୍ୟ ଦେଶର ସରକାର ଙ୍କ ସହ କରିବା ତେବେ ଆପଣ ନିଶ୍ଚିତ ଭାବରେ ଜାଣିପାରିବେ କି ଆମ ସରକାର ଲୋକଙ୍କ ପାଇଁ ସବୁବେଳେ ନୁଆ ନୁଆ ଯୋଜନା କାର୍ଯ୍ୟକାରୀ କରିଥାନ୍ତି ଆଉ ଏହା ଦ୍ବାରା ଦେଶର ଲକ୍ଷ ଲକ୍ଷ ଅଭାବୀ ଏବଂ ଗରିବ ସୀମା ରେଖା ତଳେ ରହୁଥିବା ଲୋକମାନେ ଉପକୃତ ହୋଇଥାନ୍ତି।ତେବେ ଆପଣ ଜାଣିଲେ ଖୁସି ହୋଇଯିବେ କି ପୋଷ୍ଟ ଅଫିସ ତରଫରୁ ଏକ ବହୁତ … Read more

ଆକାଶରେ ଦେଖାଗଲା ବିରଳ ଦୃଶ୍ୟ; ଜହ୍ନ ତଳେ ରହିଛି ଉଜ୍ଜ୍ୱଳ ନକ୍ଷତ୍ର …ଚନ୍ଦ୍ର ତଳେ ତାରା ଫୁଟିଛି ଦେଖିଲା ପୁରା ଓଡ଼ିଶା

“ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ”।ବନ୍ଧୁଗଣ ଆମ କବି ଗୋପବନ୍ଧୁ ଦାସ ଙ୍କ ର ଏହି କବିତା ଟି ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ। ପ୍ରକୃତି ର ସୌନ୍ଦର୍ଯ୍ୟ ଏବଂ ତାର ରୂପ କୁ ବର୍ଣ୍ଣନା କରିବା ପାଇଁ କାହିଁ କେତେ ବର୍ଷ ତଳେ କବି ଗୋପବନ୍ଧୁ ଦାସ ଲେଖିଥିଲେ ।ଆଉ ଆଜି ଯେତେବେଳେ ସନ୍ଧ୍ୟା ରେ ଆପଣ ଆକାଶ କୁ ଦେଖିଥିବେ ଏହି କବିତା ଟି ଆପଣ ଙ୍କ … Read more