ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରି ଯାଏ।ସେ କିଏ? କେବଳ ବୁଦ୍ଧିମାନ ଲୋକହିଁ ଏହାର ଉତ୍ତର ଦେଇ ପାରିବେ
ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା … Read more