Breaking News – ଏହି Femous କମ୍ ବୟଷ୍କ ଅଭିନେତ୍ରୀ ରୁମ୍ ରେ କରିଲେ ସୁଇସାଇଡ …ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

ବନ୍ଧୁଗଣ ଆମେ ବଲିଉଡ ଇନ୍ଦ୍ରଷ୍ଟ୍ରି ଉପରେ ବଧେ କାହାର ନଜର ଲାଗିଯାଇଛି। ଜଣ ଙ୍କ ପରେ ଜଣେ କଳାକାର ଆମ କୁ ଏହିପରି ଆକସ୍ମିକ ଭାବରେ ସମସ୍ତ ଙ୍କୁ ଛାଡି ଚାଲି ଯାଉଛନ୍ତି। ତେବେ କିଛି ଦିନ ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ହୋଇଥିଲା ଆଉ ତା ପରେ ପରେ ଅଭିନେତା ସୋମଦତ ଙ୍କ ର ମୃତ୍ୟୁ ଆଉ ବର୍ତ୍ତମାନ ପୁଣି ଜଣେ ଆଲବମ ଅଭିନେତ୍ରୀ ତଥା ଗାୟିକ ଙ୍କ ର ମୃତ ଦେହ ପୋଲିସ ଉଦ୍ଧାର କରିଛି ଯାହାକୁ ନେଇ ପୁଣି ଦୁଖଃ ମାଡି ଆସିଛି ବଲିଉଡ ଇନ୍ଦ୍ରଷ୍ଟ୍ରି ରେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।

ତେବେ ସୂଚନାଯୋଗ୍ୟ ଯେ, ଆଜି ସକାଳେ ଜଣେ ଆଲବମ ଅଭିନେତ୍ରୀ ତଥା ଭଜପୁରୀ ଗାୟିକା ରୁଚିସ୍ମିତା ଗୁରୁ ଙ୍କ ର ମୃତ ଦେହ କୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ତେବେ ଏହି ଅଭିନେତ୍ରୀ ଜଣଙ୍କ ଖୁବ ଜଣା ଶୁଣା ଅଟନ୍ତି ଆମ ବଲିଉଡ ଇନ୍ଦ୍ରଷ୍ଟ୍ରି ରେ , ମାତ୍ର ପୋଲିସ ରୁଚିସ୍ମିତା ଙ୍କ ର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ତେବେ ଆଜି ରିସ୍ମି ଙ୍କ ର ମୃତ୍ୟୁ ଦେହ ବଲାଙ୍ଗୀର ର ସମପଦା ତାଙ୍କର ମାମୁଁ ଙ୍କ ଘରେ ରୁମ ଭିତରେ ବେକ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ଏହା ତାଙ୍କର ଆତ୍ମହତ୍ୟା କିମ୍ବା ହତ୍ୟା ତାହା ଠିକ ଭାବରେ ଆମେ କହି ପାରିବୁ ନାହିଁ।

ତେବେ ରୁଚିସ୍ମିତା ଙ୍କ ଘର ବଲାଙ୍ଗୀର ର ତୋଳପଡା ଅଞ୍ଚଳ ରେ ଅଟେ ଆଉ ସେ ଜଣେ ଭଜପୁରୀ ଗାୟିକା ଅଟନ୍ତି। ତେବେ ସେ ଅନେକ ଆଲବମ ମଧ୍ୟ କରିଛନ୍ତି ଏବଂ ଜଣେ ଆଲବମ ଅଭିନେତ୍ରୀ ଅଟନ୍ତି ମଧ୍ୟ। ତେବେ କିନ୍ତୁ ବର୍ତ୍ତମାନ ସନ୍ଦେହ ଜନକ କି ସେ ନିଜ ଘର ଛାଡ଼ି ମାମୁଁ ଘରେ କାହିଁକି ଆତ୍ମହତ୍ୟା କଲେ ବୋଲି। ତେବେ ପୋଲିସ ରୁଚିସ୍ମିତା ଙ୍କ ମୃତ୍ୟୁ ଦେହ କୁ ତାଙ୍କର ମାମୁଁ ଙ୍କ ଘରେ ଏକ ରୁମ ରେ ବେକ ରେ ଫାଶୀ ଲଗାଇ ଥିବା ତାଙ୍କର ମୃତ୍ୟୁ ଦେହ କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିଥିଲେ।

ତେବେ ବର୍ତ୍ତମାନ କିନ୍ତୁ ତାଙ୍କର ମୃତ୍ୟୁ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ,ଏହା ତାଙ୍କର ଆତ୍ମହତ୍ୟା ନା ତାଙ୍କୁ ଯୋଜନା କରି ହତ୍ୟା କରାଯାଇଛି। ଆଉ ଯଦି ଏହା ଆତ୍ମହତ୍ୟା ତେବେ ସେ ନିଜ ଘରେ ଆତ୍ମହତ୍ୟା ନକରି ମାମୁଁ ଙ୍କ ଘରେ କାହିଁକି ଆତ୍ମହତ୍ୟା କଲେ ଆଉ ତାଙ୍କ ଏହିପରି ଆକସ୍ମିକ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି ବୋଲି। ତେବେ ବର୍ତ୍ତମାନ ବଲାଙ୍ଗୀର ପୋଲିସ ତାଙ୍କ ଶବ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇବା ସହ ତାଙ୍କର ମୃତ୍ୟୁ ପଛ ରେ କଣ କାରଣ ରହିଛି ତାହାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଘଟଣା ଟି ପୁଣି ଏକ ଛଟକା ଲାଗିଛି ବଲିଉଡ ସିନେ ଜଗତ କୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।