ଆଖି ତଳେ କଳା ଦାଗ ( Prevent Dark Circles under Eyes ) କେମିତି କରିବେ ଦୂର ଜାଣନ୍ତୁ ? Dr. Anuradha
ବର୍ତ୍ତମାନ ଆମେ ଯେଉଁ ପରି ଜୀବନ ବିତାଉଛୁ ସେଥିପାଇଁ ଧୀରେ ଧୀରେ ଛୋଟ ବଡ଼ ଶାରୀରିକ ସମସ୍ୟା ଦେଖାଯାଉଛି ।ତେବେ ବର୍ତ୍ତମାନ ଆପଣ ଦେଖୁଥିବେ ବହୁତ ଲୋମ ମାନଙ୍କର ଆଖି ତଳେ କଳା ପଡ଼ି ଯାଉଛି । ଆଉ ଆଖି ତଳେ କଳା ଦେଖାଯିବା ଯୋଗୁ ଆପଣଙ୍କ ଫେସ ଖୁବ ଅସୁନ୍ଦର ଦେଖାଯାଏ ।ଅନେକ ସମୟରେ ଆପଣ ଏହି ଦାଗ ଲୁଚାଇବାକୁ ଯାଇ ଅନେକ କିଛି ମେକଅପ ଆଦିର ସାହାରା ନେଇଥାନ୍ତି ।ତେବେ ଏହି ଆଖି ତଳ … Read more