ଚ୍ୟାଲେଞ୍ଜ ! ମାତ୍ର ଗୋଟିଏ ଦିନରେ ମୁହଁର ସବୁ ଦାଗ ହୋଇଯିବ ଗାଏବ ମୁହଁ ହୀରା ଭଳି ଚମକିବ – Beauty Tips

ବନ୍ଧୁମାନେ ଶୀତ ଦିନେ ସମସ୍ତଙ୍କ ସ୍କିନ ରେ ସମସ୍ୟା ଦେଖାଯିବା ସାଧାରଣ କଥା କିନ୍ତୁ ଅନେକ ଙ୍କ କ୍ଷେତ୍ରରେ ଅଧିକ ସ୍କିନ ରୁକ୍ଷ ଦେଖାଯିବା, ଫେସରେ କଳା ଦାଗ ଆସିବା ଆଦି ଫେସ କୁ ଖୁବ ଅସୁନ୍ଦର କରିଥାଏ ।

ତେବେ ଏସବୁ କୁ ଆପଣ କେମିତି ରୋକିବେ ବା ଭଲ କରିବେ ତାହା ବହୁତ ବଡ଼ ସମସ୍ୟା ଅଟେ ।ତେବେ ଶୀତ ଦିନେ ଭିଟାମିନ ଇ ଓ ଭିଟାମିନ ସି ଅଭାବରେ ଏହି ଅସୁବିଧା ଦେଖାଯାଏ ସ୍କିନ ରେ ।ତେବେ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣ ଏହି ରିମେଡି କୁ ବ୍ୟବହାର କରନ୍ତୁ ଯାହା ସବୁ ସମସ୍ୟା ଦୂର କରିବ ।

ଆପଣ ଯଦି ଏହି ରିମେଡି କୁ ବ୍ୟବହାର କରୁଛନ୍ତି ତେବେ ସପ୍ତାହ ଭିତରେ ଦେଖିବେ ଫେସରେ କଳା ଦାଗ ଦୂର ହେବା ସହିତ ସ୍କିନ ର ଶୁଖିଲା ପଣ ବି ଦୂର ହେବ ।ତେବେ ଏବେ ସେହି ରିମେଡି କଣ ଆସନ୍ତୁ ସେ ବିଷୟରେ ଜାଣିବା ।

ଆବଶ୍ୟକ ସାମଗ୍ରୀ:-

-ଟମାଟୋ ରସ
-ଲେମ୍ବୁ
-ଏଲୋଭେରା
-ଗ୍ଲେସେରିନ
-ଗୋଲାପ ଜଳ
-ଭିଟାମିନ ଇ କ୍ୟାପିସୁଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ତିଆରି କରିବା ପାଇ ଆପଣ ଗୋଟିଏ ପାତ୍ର ରେ ଗୋଟିଏ ବିଲାତି ନେଇ ତାହାର ରସ ବାହାର କରିନିଅନ୍ତୁ ।ତେବେ ବିଲାତିରେ ଥିବା ସାଇଟ୍ରିକ ଏସିଡ ଯାହା ଫେସ ପାଇଁ ଖୁବ ଗୁଣକାରୀ ଅଟେ ।ଏବେ ସେହି ପାତ୍ରରେ ଫାଳେ ଲେମ୍ବୁ ରସ ପକାନ୍ତୁ, କିଛି ଏଲୋଭେରା ଜେଲ ମଧ୍ୟ ସେହି ପାତ୍ର ରେ ପକାନ୍ତୁ ।ତାପରେ ଅଧା ଚାମୁଚ ଗ୍ଲେସେରିନ ଓ ଦେଡ଼ ଚାମୁଚ ଗୋଲାପ ଜଳ ମିଶାଇବା ପରେ, ଏବେ ଦୁଇଟି ଭିଟାମିନ ଇ କ୍ୟାପିସୁଲ କ୍ୟାପସୁଲ ନିଅନ୍ତୁ ଆଉ ତାହାର ଲିକୁଇଡ଼ କୁ ସେହି ପାତ୍ର ରେ ପକାନ୍ତୁ ।

-ତେବେ ସେହି ସବୁ ଲିକୁଇଡ଼ କୁ ଭଲ ଭାବରେ ଗୋଳାଇ ନିଅନ୍ତୁ ତାପରେ ଆପଣଙ୍କ ର ରିମେଡି ପ୍ରସ୍ତୁତି ହେଇଯିବ ।

ରିମେଡି ର ବ୍ୟବହାର:-

-ତେବେ ଏହି ରିମେଡି ବ୍ୟବହାର କରିବା ଆଗରୁ ଆପଣ କେତୋଟି କାମ ନିହାତି କରିବେ, ଯେପରି ଫେସ କୁ ସ୍କର୍ଵ କରିନିଅନ୍ତୁ ବା ଫେସ କୁ ଗୋଲାପ ଜଳରେ ପୋଛି ଦିଅନ୍ତୁ ।ତେବେ ଆପଣ ଯଦି ସ୍କର୍ଵ କ୍ତି ନେଉଛନ୍ତି ତେବେ ଆପଣଙ୍କ ଫେସ ରେ ଥିବା ଡେଡ଼ ସେଲ ବହାରିଯିବା ଶି ସ୍କିନ୍ର କୋଶିକା ଖୋଲି ଯାଏ ।ଆଉ ଯଦି ଆପଣ ସ୍କର୍ଵ କରିପାରିବ ନାହିଁ ତେବେ ଗୋଲାପ ଜଳରେ ପୋଛି ଦେଲେ ବି ମୁହଁ କ୍ଲିନ ହେଇଯାଏ ।

-ତେବେ ମୁହଁ କ୍ଲିନ କରିବା ପରେ ଆପଣ ଏହି ରିମେଡି କୁ ଭଲ ଭାବରେ ମୁହଁରେ ଲଗାଇବା ସହିତ ହାତରେ ବି ଲଗାଇ ପାରିବେ ।ତେବେ ଥରେ ତିଆରି କରିଥିବା ରିମେଡି କୁ ଆପଣ 4 ରୁ 5 ଦୀନ ଯାଏ ରଖି ବ୍ୟବହାର କରିପାରିବେ ।ତେବେ ଏହି ରିମେଡି ବ୍ୟବହାର ଯଦି ରାତିରେ କରୁଛନ୍ତି ତେବେ ଖୁବ ଭଲ କାମ କରିଥାଏ ଫେସରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।