ଚର୍ଚ୍ଚା ରେ ନବବିବାହିତ ଙ୍କର ଧମାଲ ଡ୍ୟାନ୍ସ ଭିଡ଼ିଓ….. ଦେଖନ୍ତୁ ବିବାହ ପରେ କିପରି ଡ୍ୟାନ୍ସ ମାଧ୍ୟମ ରେ ନିଜ ପତ୍ନୀ ଙ୍କୁ ସରପ୍ରାଇଜ କଲେ ଯୁବକ ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବନି…

ବନ୍ଧୁଗଣ ସମସ୍ତ ଙ୍କର ଜୀବନ ରେ ବିବାହ ଟି ଏକ ଅତ୍ୟନ୍ତ ଖୁସି ଓ ଆନନ୍ଦ ର ଦିନ ହୋଇଥାଏ। ଏହି ବିବାହ ରେ ଦୁଇ ଜଣ ଙ୍କ ଭିତରେ ଏକ ପବିତ୍ର ବନ୍ଧନ ହୋଇଥାଏ , ଯାହାକୁ ସମସ୍ତେ ସବୁଦିନ ପାଇଁ ମେମ୍ରେବୁଲ କରିବା ପାଇଁ ଚାହିଁଥାନ୍ତି। ତେବେ ନିଜ ନିଜ ବିବାହ କୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି।

ଯେମିତି କି ଆପଣ ଦେଖୁଥିବେ କି ବିବାହ କୁ ସ୍ମରଣୀୟ କରିବା ପାଇଁ କେହି କେହି ଭିନ୍ନ ଭିନ୍ନ ଷ୍ଟାଇଲ ରେ ବର ଙ୍କର ଜବରଦସ୍ତ ଏଣ୍ଟ୍ରି କରିଥାନ୍ତି ତ , କେହି କେହି ଡ୍ୟାନ୍ସ ଏବଂ ଅଭିନୟ ଆଦି କରିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ନବବିବାହିତ ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥାନ୍ତି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ବିଷୟରେ। ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଏହିପରି ରହିଛି କି ବିବାହ ପରେ ଡ୍ୟାନ୍ସ ମାଧ୍ୟମ ରେ ସମସ୍ତ ଙ୍କୁ ଆବାକ କରିଛନ୍ତି। ତେବେ ଏହି ବର ଓ କନ୍ୟା ଡ୍ୟାନ୍ସ ବିଷୟ ରେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଭିଡ଼ିଓ ଟି ହେଉଛି ଏକ ବିବାହ ର ରିସେପସନ ଭିଡ଼ିଓ ଅଟେ , ଏହି ଭିଡ଼ିଓ ଟିରେ ରିସେପସନ ପାର୍ଟି ରେ ବର ଜଣଙ୍କ ତାଙ୍କର ନବବିବାହିତ ସ୍ତ୍ରୀ ଙ୍କୁ କେତେକ ହିନ୍ଦୀ ଗୀତରେ ବହୁତ ସୁନ୍ଦର ଓ ଆକର୍ଷଣୀୟ ଡ୍ୟାନ୍ସ ମାଧ୍ୟମ ରେ ସରପ୍ରାଇଜ କରିଛନ୍ତି। ତେବେ ସମସ୍ତ ଙ୍କ ଆଗ ରେ ସେ ବହୁତ ସୁନ୍ଦର ଏକ୍ସପ୍ରେସନ ଦେଇ ନିଜ ପତ୍ନୀ ପାଖକୁ ଆସିଛନ୍ତି ଆଉ ନିଜ ସ୍ତ୍ରୀ ଙ୍କ ପାଖ କୁ ଆସିଛନ୍ତି ଏବଂ ତାଙ୍କ ହାତ ଧରି ତାଙ୍କୁ ଷ୍ଟେଜ ଉପର କୁ ନେଇ ଯାଇଛନ୍ତି। ଆଉ ତା ପରେ ଯେଉଁ ଭଳି ଭାବରେ ଦୁହେଁ ସମସ୍ତ ଙ୍କର ଏଣ୍ଟଟେନମେଣ୍ଟ କରିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ।

ତେବେ ଏହା ପରେ କନ୍ୟା ଜଣଙ୍କ ମଧ୍ୟ ତାଙ୍କର ସ୍ୱାମୀ ତଥା ନୂଆ ଜୀବନ ସାଥି ଙ୍କର ପାଇଁ ଡ୍ୟାନ୍ସ କରିବା ଆରମ୍ଭ କରିଦେଲେ। ତେବେ କନ୍ୟା ଜଣଙ୍କ ନିଜ କମର ହଲାଇ ଖୁବ ସୁନ୍ଦର ଭାବରେ ଡ୍ୟାନ୍ସ କରିଛନ୍ତି। ତେବେ କିଛି ସମୟ କନ୍ୟା ଜଣଙ୍କ ଏକା ଡ୍ୟାନ୍ସ କରିବା ପରେ ଉଭୟ ବର ଓ କନ୍ୟା ଙ୍କର ଯୋଡ଼ି ବହୁତ ରୋମାଣ୍ଟିକ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ।ତେବେ ଉଭୟ ନବବିବାହିତ ଙ୍କର ଡ୍ୟାନ୍ସ ଦେଖିବା ପରେ ପାର୍ଟି ରେ ଉପସ୍ଥିତ ଥିବା ସମସ୍ତ ଗେଷ୍ଟ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ତେବେ ଏହି ଦୁଲହା ଓ ଦୁଲହନ ଙ୍କର ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ଖୁସି ଲାଗିବ ଆପଣ ଙ୍କୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।