ବନ୍ଧୁଗଣ ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର ରୁ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ତେବେ ସୂଚନା ଅନୁସାରେ ଭୁବନେଶ୍ୱର ର ରେଳ ଷ୍ଟେସନ ରେ ଆତଙ୍କବାଦୀ ଙ୍କ ଆକ୍ରମଣ କରିଛନ୍ତି।
ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ପୁରା ରାଜ୍ୟ ରେ ଚହଳ ସୃଷ୍ଟି କରିଛି ମାତ୍ର କୁହାଯାଏ କି ଯେତେବେଳେ ବି ଆମ ଦେଶ ବା ରାଜ୍ୟ ଉପର କୁ କିଛି ବାହାରିଆ ବିପଦ ମାଡି ଆସିଛି ସେତେବେଳେ ଆମ ବୀର ଯବାନ ତଥା ସୌନି ମାନେ ନିଜ ଜୀବନ କୁ ବାଜି ରେ ଲଗାଇ ରାଜ୍ୟ ଓ ଲୋକ ଙ୍କୁ ରକ୍ଷା କରିଛନ୍ତି।ତେବେ ଆସନ୍ତୁ ଜାଣିବା ଏହି ଘଟଣା ଟିରେ କଣ ହୋଇଛି ବୋଲି।
ବର୍ତ୍ତମାନ ର ଯୁଗ ଯେମିତି ହେଲାଣି ଯେ କାହାକୁ ବିଶ୍ୱାସ କରିବା କଷ୍ଟ, କାରଣ ଏହି ସାଧାରଣ ଲୋକଙ୍କ ମଧ୍ୟରେ ଘୁରି ବୁଲୁଛନ୍ତି ଆତଙ୍କବାଦୀ ।ଆଉ ଆଖି ପିଛୁଳାକେ ତାଙ୍କର ଉଦେଶ୍ୟ ପୁରା କରିବାକୁ ଯାଇ ହଜାର ହଜାର ଲୋକଙ୍କ ଜୀବନ ଏହିପରି ନେଇଯାଉଛନ୍ତି ଏମାନେ। ଆଉ ଏମାନେ ସାଧାରଣ ଲୋକଙ୍କ ବେଶ ରେ ଜନ ଗହଳି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରନ୍ତି ତ କଣ ହେବ ।ତେବେ ଏହିଭଳି ଏକ ଘଟଣା ଦେଖା ଦେଇଥିଲା ଭୁବନେଶ୍ୱର ରେଳ ଷ୍ଟେସନ ର ୬ ନମ୍ବର ପ୍ଲାଟଫର୍ମ ରେ।
ତେବେ ସୂଚନା ଅନୁସାରେ ଏକ ବର୍ଷ ପୂର୍ବରୁ ନଭେମ୍ବର ୧୮ ତାରିଖ ରେ ଭୁବନେଶ୍ୱର ର ରେଳ ଷ୍ଟେସନ ରେ କିଛି ଅଘଟଣ ଘଟିଥିଲା ଆଉ ୬ ନମ୍ବର ପ୍ଲାଟଫର୍ମ ରେ ଏକ ଯାତ୍ରୀବାହୀ ଟ୍ରେନ ଉପରେ ଆକ୍ରମଣ କରିଥିଲେ କିଛି ଆତଙ୍କବାଦୀ। ତେବେ ପୁରା ଟ୍ରେନ ଟି ଭିତରେ ପଶି ଯାଇ ସେମାନେ ଲୋକଙ୍କୁ ବନ୍ଧୁକ ମୁଁନ ରେ ରଖିଥିଲେ ଆଉ ହିଂସାତ୍ମକ ହେଉଥିବା ର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ହଠାତ ଉପରେ ଆତଙ୍କବାଦୀ ଙ୍କ ଆକ୍ରମଣ ବିଷୟ ରେ ଜାଣିବା ପରେ ତାଙ୍କ ବିରୋଧରେ ଫାଇଟ କରିବା କୁ ପହଁଚି ଯାଇଥିଲେ ପିଆରଏଫ ଯବାନ ମାନେ।
ତେବେ ସେହି ପରିସ୍ଥିତି ରେ ସେମାନେ ନିଜ ଜୀବନ କୁ ବାଜି ରେ ଲଗାଇ ଖୁବ କୌଶଳ ର ସହ ଆତଙ୍କବାଦୀ ଙ୍କୁ ନିୟନ୍ତ୍ରଣ ରେ ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ତା ମଧ୍ୟରେ ଆତଙ୍କବାଦି ମାନେ କେତେ ଜନ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ନେଇ ସାରିଥିଲେ।ତେବେ କିନ୍ତୁ ପରେ କୌଶଳ ଓ ଦେଶ ପ୍ରେମର ବଳରେ ଆମ ବିର ଯବାନ ମାନେ ଆତଙ୍କବାଦୀ ଙ୍କୁ ନିଜ ଔକାତ ଦେଖାଇ ଦେଇଥିଲେ। ତେବେ କିନ୍ତୁ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ପ୍ରକୃତ ରେ ସମ୍ପୂର୍ଣ୍ଣ ଘଟଣା ଏକ କାହାଣୀ ଥିଲା ଏଥିରେ କୌଣସି ସତ୍ୟତା ନାହିଁ। ଭବିଷ୍ୟତ ରେ ଯାଦି ଆତଙ୍କବାଦୀ ମାନେ କେବେ ଓଡିଶା ଉପରେ ଆକ୍ରମଣ କରନ୍ତି ତାଙ୍କୁ କିଭଳି ଜବାବ ଦିଆଯିବ ତାହା ନେଇ ଏକ ଡେ଼ମ ଦେଖା ଯାଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।