ବନ୍ଧୁମାନେ ସୋସିଆଲ ମେଡିଆରେ କୌଣସି ଛୋଟ ଘଟଣା ହେଉ କି ବଡ଼ ଘଟଣା ହେଉ ସେ ନେଇ ସବୁ ଖବର ଏଥିରେ ଦେଖିବାକୁ ମିଳିଯାଏ ।ତେବେ ନିକଟରେ ସୋସିଆଲ ମେଡିଆରେ ଏକ ଖବର ଦେଖିବାକୁ ମିଳିଛି ଯେଉଁଥିରେ ଲୋକମାନେ କିଛି ଏମିତି ଦୃଶ୍ୟକୁ ଆଲୋଚନା କରୁଛନ୍ତି ଯାହାକୁ ଦେଖିଲା ପରେ ସମସ୍ତେ ଡରରେ ସିହଁରି ଯାଇଛନ୍ତି ।ତେବେ ଏହି ଘଟଣା କଣ ଆଉ ଏହି ଘଟଣା ପଛରେ କଣ ସତ ରହିଛି ଆସନ୍ତୁ ସେ ଉପରେଞ୍ଜର ପକାଇବା ।
ଆଜିର ସମୟରେ ଆପଣ ଦେଖି ପାରୁଥିବେ ନୀତିଦିନ ସୋସିଆଲ ମେଡିଆରେ କେତେ କଣ ଖବର ଦେଖିବାକୁ ମିଳୁଛି ।ତେବେ ବେଳେବେଳେ କିଛି ଏମିତି ଘଟଣା ବି ଆଖି ଆଗକୁ ଆସି ଯାଉଛି ଯାହାକୁ ଦେଖିଲେ କି ଶୁଣିଲେ ସହଜରେ ଏଡାଇ ହୁଏ ନାହିଁ ।ଯେମିତି କି ନିକଟରେ ଓଡ଼ିଶାର ଆକାଶରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଆଗରୁ କେହି ଦେଖି ନଥିଲେ ।ଆଉ ଏହି ଦୃଶ୍ୟ ଦେଖିବା ପରେ ଲୋକଙ୍କ ମନରେ ଅହେତୁକ ପ୍ରଶ୍ନ ଜାତ ହେବା ସହିତ ଅନେକଙ୍କୁ ଡ଼ରେଇ ଦେଇଛି ।
ତେବେ ସୂଚନା ଅନୁଯାୟୀ କୁହାଯାଉଛି କି ଗତକାଲି ରାତିରେ କିଛି ଲୋକ ହଠାତ ଆକାଶରେ ଏକ ବିରଳ ଲାଇଟ ଦେଖିବାକୁ ପାଇଥିଲେ,ଯାହାକୁ ଦେଖି କେହି କିଛି ବୁଝିପାରି ନଥିଲେ ।ତେବେ କେହି କେହି ଏହାକୁ ଉଲ୍କା ପିଣ୍ଡ କହୁଥିବା ବେଳେ କେହି କେହି ଏହାକୁ କୋଉ ଶତ୍ରୁ ଦେଶର ଷଡ଼ଯନ୍ତ୍ର ବୋଲି କହିଥିଲେ ।ତେବେ ପୁରା ଓଡ଼ିଶାରେ ଅନେକ ଲୋକ ଏହି ଦୃଶ୍ୟ ଦେଖିଛନ୍ତି, ଆଉ ଜହଃକୁ ନେଇ ଅନେକ ଆଜି ନିଜ ନିଜର ଅନୁଭୂତି ବି ସେଆର କରିଛନ୍ତି ଗଣମାଧ୍ୟମରେ ।
ତେବେ ବନ୍ଧୁମାନେ ଏମିତି ଏକ ଦୃଢ଼ୟ ହଠାତ ଦେଖାଯିବା ପଛରେ କଣ କାରଣ ରହିଛି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଏନେଇ କେହିବି ଏବେ କୌଣସି ସୂଚନା ଦେଇ ପାରିନାହାନ୍ତି ।ଅନ୍ୟପଟେ ଲୋକମାନେ ଏହି ଘଟନାକୀ ଭୁଲି ପାରୁ ନାହାନ୍ତି ଆଉ ଡର ଭୟ ଭିତରେ ଛନ୍ଦି ହେଇ ରହିଛନ୍ତି ।ତେବେ ଅନ୍ୟ କିଛି ସୁରାଖରୁ ଜଣା ପଡୁଛି କି ଏହା ଏକ ବୈଜ୍ଞାନିକ ପରୀକ୍ଷା ଅଟେ ଆମ ଦେଶର ଶକ୍ତି କୁ ବଡାଇବା ପାଇଁ ଏକ ମିସାଇଲ ଟେଷ୍ଟ ହେଇଚି ଯାହା ବିଷୟରେ ସମସ୍ତଙ୍କୁ ଲୁଚାଯାଉଛି ।
ତେବେ ଏହି ସବୁ ଘଟଣାଭିତରେ କଣ ସତ କଣ ମିଛ ହୁଏତ ଆଗକୁ ଜଣାଯାଇ ପାରେ କିନ୍ତୁ ଏବେ ସବୁଠି ଏହି ଆକସ୍ମିକ ଆଲୋକ କୁ ନେଇ ଖୁବ ଆଲୋଚନା କରାଯାଉଛି ।ତେବେ ଆପଣ କଣ ଏହି ଦୃଶ୍ୟ ଆକାଶରେ ଦେଖିଛନ୍ତି କି ଯଦି ନାହିଁ ତେବେଏହି ଭିଡ଼ିଓରେ ଦେଖନ୍ତୁ କେମିତି ଥିଲା ଏହି ଦୃଶ୍ୟ ଯାହା ବର୍ତ୍ତମାନ ସମସ୍ତଙ୍କୁ ଭୟଭୀତ କରିଦେଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।