ବନ୍ଧୁମାନେ ଆମ ସମସ୍ତଙ୍କର ଶରୀର ପ୍ରାକୃତିକ ଉପାୟରେ ତିଆରି ହେଇଚି ଆଉ ଏହି ଶରୀର ରେ କେତେବେଳେ କଣ ପରିବର୍ତ୍ତନ ହେବ ତାହା ଅନେକ ସମୟରେ ଆମ ଉଅରେ ନିର୍ଭର କରିଥାଏ ।ତେବେ ଠିକ ସେମିତି ପୁରୁଷ ନାରୀ ମିଶିଲେ ଯାଇ ଗୋଟିଏ ନୂଆ ଜୀବନର ଉତ୍ପତ୍ତି ହେଇଥାଏ ।ଆଉ ଏହି ପ୍ରକ୍ରିୟା କୁ ପ୍ରେଗନେନ୍ସି ପିରିୟଡ଼ କୁହାଯାଏ, ତେବେ ଆଜିକାଲି ର ଆମର ଆଧୁନିକ ଜୀବନ ଚର୍ଯ୍ୟା ଓ ଖାଦ୍ୟପେୟ ପ୍ରଭାବରେ ପ୍ରେଗନେଣ୍ଟ ହେବ ବହୁତ କଷ୍ଟ ହେଇଗଲାଣି ।
ତେବେ ପୂର୍ବରୁ ପ୍ରେଗନେନ୍ସି କନସିଭ କରିବା ଖୁବ ସହଜ ଥିଲା କିନ୍ତୁ ବର୍ତ୍ତମାନ ତାହା ସମ୍ଭବ ନୁହେଁ, ତେବେ ପ୍ରେଗନେନ୍ସି କନସିଭ କରିବା ପୂର୍ବରୁ ଆପଣ କଣ ଭୁଲ କରୁଛନ୍ତି ତାହା ବିଷୟରେ ଆସନ୍ତୁ ଜାଣିବା ।
ତେବେ ବର୍ତ୍ତମାନ ଆମେ ଏବେ ବ୍ୟସ୍ତ ଜୀବନ ବିତାଉଛୁ କି ଶାନ୍ତିରେ ନିଶ୍ୱାସ ନେବାକୁ ବି ସମୟ ହେଉ ନାହିଁ ଆଉ ସେହି ପରି ସମୟ ଭିତରେ ପିଲା କଣସିଭ କରିବା କଣ ସହଜ ହେବ କି !ତେବେ ପ୍ରେଗନେନ୍ସି ପାଇଁ ଚେଷ୍ଟା କରିବା ପାଇଁ ସ୍ୱାମୀ ରିଲେଶନ ରେ ଆସିଥାନ୍ତି ହେଲେ ଏହି ସମୟରେ ସେମାନେ ମୁଖ୍ୟତଃ 5 ଟି ବଡ଼ ଭୁଲ କରିଥାନ୍ତି ।ଆଉ ଏମିତି ଭୁଲ କଲେ ପିଲା କନସିଭ ଆଦ୍ୟୁ ସହଜ ହୁଏ ନାହିଁ,ତେବେ ସେହି ଭୁଲ ଗୁଡିକ କଣ ଆସନ୍ତୁ ଜାଣିବା ।
1.ପ୍ରଥମ କଥା ହେଉଛି କି ମହିଳା ଓ ପୁରୁଷ ଯେତେବେଳେ ବି ରିଲେଶନ ରଖୁଛନ୍ତି ସେତେବେଳେ କୌଣସି ଚ8ନ୍ତା ଷ୍ଟ୍ରେସ ରହିବ ଉଚିତ ନୁହେଁ ।ଆଉ ମୁଣ୍ଡରେ ଏହି କଥା ଜମା ନରହିବା ଉଚିତ କି ଆପଣ ପିଲା ପାଇଁ ରିଲେଶନ ରଖୁଛନ୍ତି ।ସବୁବେଳେ ଖୁସି ଓ ରିଲାକ୍ସ ହେଇ ରିଲେଶନ ରଖିବା ଉଚିତ ।
2.ଅନେକ ସମୟରେ ମହିଳା ମାନେ ନିଜ ଯୌନାଙ୍ଗ କୁ ବାରମ୍ବାର ପରିଷ୍କାର କରିଥାନ୍ତି ଆଉ ଏମିତି କଲେ ଯୌନାଙ୍ଗ ରେ ଥିବା ଭଲ ବ୍ୟାକ୍ଟେରିଆ ବାହାରିଯାଏ ଓ ପିଲା କନସିଭ ସମ୍ଭବ ହୁଏ ନାହିଁ ।ତେବେ ଆପଣ ଜୁଆଣି ପାଣି ଓ ଫିଟିକିରୀ ପାଣି କୁ ବ୍ୟବହାର କରି ପାରିବେ ଯୌନାଙ୍ଗ କୁ ଧୋଇବା ପାଇଁ ଏଥିରେ କିଛି କ୍ଷତି ହୁଏ ନାହିଁ ।
3.ତୃତୀୟ କଥା ହେଉଛି କି ମହିଳା ମାନେ ରିଲେଶନ ରଖିବା ପରେ ସଙ୍ଗେ ସଙ୍ଗେ ବାର୍ଥ୍ରୂମ ବ୍ୟବହାର କରିବା ଉଚିତ ନୁହେଁ ।ରିଲେଶନ ରଖିବାର 30 ମିନିଟ ଯାଏ ଆପଣ ବେଡ଼ ଉପରେ ରହିଲେ ଯାଇ ସ୍ପର୍ମ ସର୍ଭିକ୍ସ ଭିତରକୁ ଯାଇ ପାରେ ।
4.ଏହା ବ୍ୟତୀତ ସବୁଠାରୁ ବଡ଼ କଥା ହରୁଛି କି ଆପଣ ନି ଡାଏଟ କୁ ଭଲ ଭାବେ ମେଣ୍ଟେନ କରିବା ଉଚିତ ।
5.ରେଗୁଲାର କିଛି ଏକ୍ସାସାଇଜ କରନ୍ତୁ, ଏମିତି କଲେ ଯାଇ ଆପଣଙ୍କ ଗର୍ଭଧାରଣ କରିବା ସହଜ ହେଇଥାଏ ।ତେବେ ରିଲେଶନ ରଖିବା ଆଗରୁ ଏହି କଥା ଗୁଡିକ ପ୍ରତି ନିହାତି ଧ୍ୟାନ ଦିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।