ବର୍ତ୍ତମାନ ର ଏହି ମିଛ ମାୟା ସଂସାର ରେ କେହି କାହାକୁ ଖାତର କରୁନାହାନ୍ତି କିମ୍ବା କେହି କାହାକୁ ସଂମାନ ମଧ୍ୟ ଦେଉ ନାହାନ୍ତି ଏଠାରେ କୌଣସି ସମ୍ପର୍କରେ ପଵିତ୍ରତା ନାହିଁ। ନା ବଡ଼ ମାନେ ସାନ ମାନ ଙ୍କୁ ସେନ୍ହ ମମତା ଓ ଭଲପାଇବା ଦେଉଛନ୍ତି ନା ସାନ ମାନେ ଗୁରୁଜନ ଙ୍କୁ ସଂମାନ।ବର୍ତ୍ତମାନ ର ଏହି ସମାଜ ରେ ସମସ୍ତେ କେବଳ ମିଛ , ଗର୍ଵ , ସ୍ୱାର୍ଥ ଏବଂ ଅଶୀଳତା ତଥା କାମନା ଓ ବାସନା ର ଭୋଗ ବିଳାସ ରେ ହଜି ଯାଉଛନ୍ତି।
ଏପରିକି ମାମୁଁ ଓ ଭାଣିଜୀ ଙ୍କର ପବିତ୍ର ସମ୍ପର୍କରେ ମଧ୍ୟ କଳଙ୍କ ର ଦାଗ ଲାଗିଗଲାଣି ଯାହା ଆପଣ ବର୍ତ୍ତମାନ ର ସମାଜ ରେ ଦେଖିବାକୁ ପାଇଥିବେ।
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହିପରି ଏକ ଘୃଣ୍ୟ ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ଯୁବତୀ ବିବାହିତ ହୋଇ ମଧ୍ୟ ତାଙ୍କ ମାମୁଁ ଙ୍କ ସହ ଖରାପ ସମ୍ପର୍କ ରେ ରହୁଛନ୍ତି। ଯେଉଁ ଘଟଣା ଟିକୁ ନେଇ ବର୍ତ୍ତମାନ ଗାଁ ଦାଣ୍ଡ ଉଠୁଛି ପଢୁଛି, ଯୁବତୀ ଜଣଙ୍କ ବିବାହ ପରେ ସ୍ବାମୀ ଙ୍କ ସହ ଥରେ ବି ଭଲ ରେ କଥା ବାର୍ତ୍ତା କରୁ ନାହାନ୍ତି କାରଣ ସେ ନିଜ ମାମୁଁ ସହ ଖରାପ ଯୌନ ସମ୍ପର୍କ ରେ ରହୁଛନ୍ତି।
ତେବେ ସୂଚନା ଅନୁସାରେ ଯୁବତୀ ଜଣଙ୍କ ମା ଛଉଣ୍ଡ ଅଟନ୍ତି ଆଉ ବିବାହ ପୂର୍ବରୁ ଯୁବତୀ ଜଣଙ୍କ ତାଙ୍କ ନିଜ ମାମୁଁ ଙ୍କ ସହ ଶାରୀରିକ ସମ୍ପର୍କ ରେ ରହୁଥିଲେ। ମାତ୍ର ଏହା ବିଷୟ ରେ କିଛି ନଜାଣି ଅନ୍ୟ ଏକ ପରିବାର ଲୋକେ ଝିଅ ଟିକୁ ନିଜ ପୁଅ ସହ ବାହାଘର କରିଥିଲେ। ମାତ୍ର ବିବାହ ପରେ ମଧ୍ୟ ଯୁବତୀ ଜଣଙ୍କ ସୁଧୀରି ନଥିଲେ ନିଜ ସ୍ୱାମୀ ସହ ଖୁସି ରେ ସଂସାର କରିବା ଦୂର ର କଥା ହେଉ ନିଜ ସ୍ୱାମୀ ସହ ଠିକ ସହ କଥା ହେଉ ନଥିଲେ। ବରଂ ସେ ମାମୁଁ ଙ୍କ ସହ ଗୋଟିଏ ଘର ଭିତରେ ଶୋଉଥିଲେ।
ତେବେ ତାର ମାମୁଁ ଜଣଙ୍କ ମଧ୍ୟ ନିଜ ଭାଣିଜୀ ସହ ଏହିପରି ଖରାପ ସମ୍ପର୍କ ରଖିବା କୁ ତିଳେ ହେଲେ ପଚୁ ନାହାନ୍ତି। ତେବେ ଝିଅ ଟିର ଶାଶୂ ଓ ଶଶୁର କହିଛନ୍ତି କି ତାକୁ ବିବାହ କରି ମୋ ଘରର ଲକ୍ଷ୍ମୀ କରି ଆଣିଥିଲି ମାତ୍ର ଜାଣି ନଥିଲି ସେ ନାଗୁଣି ବୋଲି। ମୋ ସୁନା ସଂସାର ଟିକୁ ଭାଙ୍ଗିକି ନଷ୍ଟ କରିଦେଲା। ଗୋଟିଏ ଘରେ ଭିତରେ ମାମୁଁ ଭାଣିଜୀ ପଶି ଯାଉଛନ୍ତି ରାତି କାଟୁଛନ୍ତି ,ବାହାର କୁ ଅଜବ ଅଜବ ଶବ୍ଦ ଶୁଣିବା କୁ ଲାଗିଛି।ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି।ତେବେ ଏହିପରି ଭୁଲ କରନ୍ତୁ ନାହିଁ ନିଜ ପରିବାର ସହ ଖୁସି ରେ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।