ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! Cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

ବନ୍ଧୁମାନେ ଆମ ସମାଜ ଭିତରେ ଅନେକ ପ୍ରକାରର ଘଟଣା ଘଟୁଛି, ଆଉ ସେହି ଭିତରେ ଏମିତି ଏମିତି ଆଶ୍ଚର୍ଯ୍ୟ କର ଘଟଣା ଗୁଡିକ ଦେଖିବାକୁ ମିଳିଥାଏ କି ଯାହାକୁ ଦେଖିଲେ ଦେହ ଭୟରେ ଶୀତେଇ ଯାଏ ।ତେବେ ଦର୍ଶକବନ୍ଧୁ ଆମେ ବହୁତ ପିଶାଚ ନାଁ ରେ ଖୁବ ଡରି ଯାଉ କିନ୍ତୁ କେହି କେବେ ଏମାନଙ୍କୁ ଦେଖି ନାହାନ୍ତି ।

ହେଲେ ଏହି ଦୁନିଆରେ କିଛି ବ୍ୟକ୍ତି ଙ୍କ ସହିତ ଏମିତି କିଛି ଘଟିଯାଏ ଓ ଅଚାନକ ସେହି ବ୍ୟକ୍ତି ଅଜବ ବ୍ୟବହାର କରିଥାଏ ।ଆଉ ସେତେବେଳେ କୁହାଯାଏ କି ଭୂତ ଲାଗିଛି ସେହି ବ୍ୟକ୍ତିଙ୍କୁ, ହେଲେ ଏହି କଥା ଗୁଡିକ ଆମେ ଶୁଣିଥାଉ ।କିନ୍ତୁ ଆଜିର ଏକ ଭିଡ଼ିଓରେ ଦେଖିବାକୁ ସ୍କୁଲ ଛାତ୍ରୀ ଙ୍କ ସହିତ ଏମିତି କିଛି ଘଟୁଛି ଯାହାକୁ ଦେଖି ଭୟରେ ସମସ୍ତେ ଥରହର ହେଇ ଉଠୁଛନ୍ତି ।

ତେବେ ବିଶେଷ କରି ଗାଁ ଗହଳି ଗୁଡିକରେ ଭୁତ କୁ ଏକ ଭୟ ରହିଥାଏ ହେଲେ ବହୁତ ଲୋକମାନେ ଏହାକୁ ମାନୁ ଥିବା ବେଳେ କିଛି ଏସବୁକୁ ମିଛ ବୋଲିଥାନ୍ତି ।ହେଲେ ଆଜିର ଏହି ଘଟଣା ଦେଖିଲେ ଆପଣଙ୍କ ହୋସ ଉଡିଯିବ, ତେବେ ଘଟଣା ଟି ଘଟୁଛି ଏକ ସ୍କୁଲ ଭିତରେ ।ସବୁ ଛାତ୍ରଛାତ୍ରୀ ଙ୍କ ଭିତରେ ଥିବା ଛାତ୍ରୀ ଜଣଙ୍କ ଏମିତି ଅଚାନକ ବ୍ୟବହାର କରୁଛନ୍ତି ଯାହା ସମସ୍ତଙ୍କ ପାଇଁ ଖୁବ ଆଶ୍ଚର୍ଯ୍ୟ କର ହେଇ ପଡୁଛି ।ଆଉ ତାପରେ ଛାତ୍ରୀ ଜଣକ ଯାହା କରୁଛନ୍ତି ତା ଦେଖି ତ ସମସ୍ତେ ଖୁବ ଡରି ଯାଉଛନ୍ତି ।

ଘଟଣା ହେଉଛି ଉତ୍ତରାଖଣ୍ଡ ର ବାଗେଶ୍ୱର ଜିଲ୍ଲାରେ, ଯେଉଁଠି ରାୟଖୋଲି ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲ ର ଜଣେ ଛାତ୍ରୀ ଅଚାନକ ଅଦ୍ଭୁତ ବ୍ୟବହାର କରିବାର ଲାଗିଛନ୍ତି ।ଛାତ୍ରୀ ଜଣକ ଅନ୍ୟ ସାଙ୍ଗସାଥି ମାନଙ୍କ ସହିତ ବେଶ ଖେଳୁଥିଲା ହସ ଖୁସିରେ କଥାବାର୍ତ୍ତା ବି କରୁଥିଲା କିନ୍ତୁ ଅଚନାକ ତାର ଏମିତି ବ୍ୟବହାର ଦେଖି ସବୁ ପିଲା ଡରି ଯାଉଛନ୍ତି ।ଆଉ ଏହାପରେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରୀ ଜଣଙ୍କ ପାଖକୁ ଆସି ତାକୁ ଠିକ କରିବାକୁ ଯେତେ ଚେଷ୍ଟା କଲେ ହି ସେ ଠିକ ହେଉ ନାହିଁ ।

ଅନ୍ୟପଟେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କହିବା ଅନୁଯାୟୀ ଛାତ୍ରୀ ଜଣକ ଏମିତି ପ୍ରଥମ ଥର ନୁହେଁ ଆଗରୁ ବି ଅଜବ ବ୍ୟବହାର କରିଛି ।ଆଉ ଏହି ଗୁରୁବାର ଦିନ ଅଚାନକ ଏମିତି ମୁଣ୍ଡ ପିଟିବା ସହିତ ଚିତ୍କାର କରିଥିଲା ।ତେବେ ଯେତେବେଳେ ଛାତ୍ରୀ ଜଣକ ଠିକ ହେଇ ନଥିଲେ ସେତେବେଳେ ତାଙ୍କ ବାପାମାଆ ଆସି ପିଲାକୁ ନେଇ ଯାଇଥିଲେ ।କୁହା ଯାଉଛି କି ବୋଧେ ପିଲାଟିର କୌଣସି ମାନସିକ ବେମାରି ରହିଛି ନହେଲେ ସେ ଅନ୍ୟ କୋଉ କାରଣ ପାଇଁ ଏମିତି ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।