BREAKING NEWS – ଏମିତି କଣ ହେଲା ଯେ , ପ୍ରଧାନମନ୍ତ୍ରୀଙ୍କ ଶାଶୁ ରାସ୍ତାକଡ଼ରେ ରୋଷେଇ କରୁଛନ୍ତି..ଦେଖନ୍ତୁ ଏହାର LIVE ଭିଡ଼ିଓ…

ବନ୍ଧୁଗଣ ବର୍ତ୍ତମାନ ଗୋଟିଏ ଘଟଣା କୁ ନେଇ ପୁରା ଦେଶ ରେ ଚର୍ଚ୍ଚା ଚାଲିଛି ଆଉ ତାହା ହେଉଛି କି, ଜଣେ ପ୍ରଧାନମନ୍ତ୍ରୀ ଙ୍କ ଶାଶୂ ରାସ୍ତା କୋଡ଼ରେ ବସି ରୋଷେଇ କରୁଥିବା ର। ତେବେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେଉଥିବେ କି ,

ପ୍ରଧାନମନ୍ତ୍ରୀ ଙ୍କ ଶାଶୁ କାହିଁକି ରାସ୍ତା ରେ ବସି ରୋଷେଇ କରୁଛନ୍ତି ଏଭଳି କଣ କାରଣ ରହିଛି ଯାହା ପ୍ରଧାନମନ୍ତ୍ରୀ ଙ୍କ ଶାଶୁ ଙ୍କୁ ରାସ୍ତା କୋଡ଼ ରେ ନେଇ ଆସିଲା ଏବଂ ସେହି ମହିଳା ଜଣଙ୍କ କିଏ ବୋଲି। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟ ରେ ଜଣେଇବୁ।

ସୂଚନାଯୋଗ୍ୟ ଯେ, ନିକଟ ରେ ବ୍ରିଟିଶ ର ପ୍ରଧାନମନ୍ତ୍ରୀ ଋଷି ସୁନକ ଙ୍କ ଶାଶୁ ଯିଏକି କୋଟି କୋଟି ଟଙ୍କା ର ମାଳିକାଣି ସୁଧା ମୂର୍ତ୍ତି ଙ୍କୁ ସାଧାରଣ ମହିଳା ମାନଙ୍କ ସହ ମିଶି ରାସ୍ତା କୋଡ଼ ରେ ମାଟି ହାଣ୍ଡି ରେ ରୋଷେଇ କରିବାର ଦେଖିବା କୁ ମିଳିଥିଲା ଯାହାକୁ ନେଇ ଖୁବ ଚର୍ଚ୍ଚା ଚାକିଛି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ସୁଧା ମୂର୍ତ୍ତି ଆମ ଭାରତ ର ଜଣେ ଲେଖିକା ଅଟନ୍ତି ଯିଏକି ପଦ୍ମଶ୍ରୀ ପୁରସ୍କାର ଦ୍ୱାରା ସଂମାନିତ ହୋଇ ସାରିଛନ୍ତି ମଧ୍ୟ ଏବଂ ସେ କୋଟି କୋଟି ଟଙ୍କା ର ମାଳିକାଣି ଅଟନ୍ତି।

ମାତ୍ର ଏତେ ସଂମାନ ସହ ଟଙ୍କା ପଇସା ଥିବା ସତେ ବି ସୁଧା ସବୁବେଳେ ଅତି ସରଳ ଏବଂ ସାଧାରଣ ଜୀବନ ଯାପନ କରିବା ପାଇଁ ପସନ୍ଦ କରନ୍ତି ଏବଂ ଅନ୍ୟ ଙ୍କୁ ସାହାଯ୍ୟ କରିବା କୁ ସବୁବେଳେ ହାତ ବଢ଼ାଇଥାନ୍ତି। ତେବେ ନିକଟ ରେ କେରଳ ର ଥିରଅନନ୍ତପୁରମ ରେ ପୋଙ୍ଗଲା ପର୍ବ ପାଳନ କରିଥିଲେ ସୁଧା। ତେବେ ଏହି ପର୍ବ କୁ ସେ ଜଣେ ସାଧାରଣ ମହିଳା ଙ୍କ ଭଳି ପାଳନ କରିଥିଲେ ଆଉ ଶାଢ଼ୀ ପିନ୍ଧି ଅନ୍ୟ ମହିଳା ମାନେ ରୋଷେଇ କରୁଥିବା ରାସ୍ତା କୋଡ଼ ରେ ଯାଇ ମାଟି ହାଣ୍ଡି ରେ ରୋଷେଇ କରିଥିଲେ। ତେବେ ପୋଙ୍ଗଲା ର ସବୁ ନୀତି ନିୟମ କୁ ମାନି ସେ ଏହି ବ୍ରତ ପାଳନ କରିଥିଲେ।

ତେବେ ବ୍ରତ ର ନିୟମ ଅନୁସାରେ ସେ ସାଧାରଣ ମହିଳା ଙ୍କ ଭଳି ରୋଷେଇ କରିଥିଲେ ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ସେଠାରେ ଥିବା ଲୋକ ମାନେ ମଧ୍ୟ ପ୍ରଥମେ ତାଙ୍କୁ ଚିନ୍ହି ପାରି ନଥିଲେ ମାତ୍ର ପରେ ତାଙ୍କୁ ଜାଣିବା ପରେ ସମସ୍ତେ ତାଙ୍କୁ ଖୁବ ପ୍ରଶଂସା କରିଥିଲେ। ତେବେ ସେ କହିଛନ୍ତି କି ତାଙ୍କୁ ସର୍ବଦା ସରଳ ଓ ସାଧାରଣ ଜୀବନ ଯାପନ କରିବା କୁ ବହୁତ ଭଲ ଲାଗେ ଆଉ ସବୁ ପର୍ବ କୁ ସେ ନିୟମ ଅନୁସାରେ ପାଳନ କରିଥାନ୍ତି। ତେବେ ତାଙ୍କର ଭିଡ଼ିଓ ଟି ବର୍ତ୍ତମାନ ଚାରିଆଡେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।