ବନ୍ଧୁମାନେ ନବ ଦାସ ଙ୍କ ମୃତ୍ୟୁ ପରେ ବି ତାଙ୍କ ଘଟଣା ଉପରେ ପୁରା ରାଜ୍ୟ ସାରା ଲୋକଙ୍କର ନଜର ରହିଛି ।କେବଳ ସେତିକି ନୁହେଁ ମନ୍ତ୍ରୀ ଙ୍କ ହତ୍ୟା ପାଇଁ ଗୋପାଳ ଗିରଫ ହେବା ପରେ ତୁହାକୁ ତୁହା ନୂଆ ନୂଆ ଷଡ଼ଯନ୍ତ୍ର ରସୁରାକ ମିଳିବାରେ ଲାଗିଛି କ୍ରାଇମବ୍ରାଞ୍ଚ କୁ ।
ତେବେ ବର୍ତ୍ତମାନ ଗୋପାଳ ଙ୍କୁ ବନ୍ଧୁକ ଧରିବାର ଦେଖିବାକୁ ମିଳିଛି ଆଉ ସେତିକି ନୁହେଁ ଗୋପାଳ ସେଦିନର ପୁରା ଘଟଣା କୁ ରିକ୍ରିଏଟ କରି ଦେଖାଇଛନ୍ତି ।ତେବେ ଗୋଟିଏ କେମିତି କଣ ଚେଷ୍ଟା କରିଥିଲେ ମନ୍ତ୍ରୀ ଙ୍କୁ ମାରିବା ପାଇଁ ଆସନ୍ତୁ ଏହି ଭିଡ଼ିଓ ଉପରେ ନଜର ଦେବା ।
ତେବେ ମନ୍ତ୍ରୀ ଙ୍କ ଉପରେ ଗୁଳିକାଣ୍ଡ ହେବା ପରେ ଏହି କେଶ ର ମୂଳ ଯାଏ ପହଁଚିବା କୁ ଜିମା ନେଇଥିଲେ କ୍ରାଇମବ୍ରାଞ୍ଚ ।ଦିନ ପରେ ଦିନ ବିତିବା ସହିତ କ୍ରାଇମବ୍ରାଞ୍ଚ ଟିମ ଗୋପାଳ ଓ ତାଙ୍କ ପରିବାର କୁ ନେଇ ବହୁତ କିଛି ଘଟଣା ସାମ୍ନା କୁ ଆଣିଥିଲା ।ତେବେ ଆଜି ଏତେ ଦିନ ପରେ ଗୋପାଳ ଙ୍କୁ ସେଦିନର ହତ୍ୟାକାଣ୍ଡ ଘଟଣା ସ୍ଥାନରେ ଦେଖିବାକୁ ମିଳିଛି । ଆଜି ବି ସେ ହାତରେ ବନ୍ଧୁକ ଧରିଛନ୍ତି କିନ୍ତୁ ଆଜି ସେ କ୍ରାଇମବ୍ରାଞ୍ଚ ର କଡା ନଜରରେ ରହିଛନ୍ତି ।କାରଣ ଗୋପାଳ ଙ୍କୁ ସେହି ଦିନର ତାଙ୍କର ପୁରା କାମକୁ ଦେଖିବାକୁ କୁହାଯାଇଛି, ଯେଉଁଥିରୁ କ୍ରାଇମବ୍ରାଞ୍ଚ ଟିମ ଆହୁରି ସୁରାକ ନେବାକୁ ଚେଷ୍ଟା କରୁଚି ।
ଆପଣ ମାନେ ବି ଦେଖି ପାରୁଥିବେ ଗୋପାଳ ମୁଣ୍ଡରେ ଗୋଟିଏ ଗାମୁଛା ପକେଇଛନ୍ତି ଆଉ ହାତରେ ବନ୍ଧୁକ ଧରିଛନ୍ତି ।ଆଉ ସେ ନିଜେ ସେଦିନ ର ଘଟଣା କୁ ରିକ୍ରିଏଟ କରି ଦେଖାଇବା ସହିତ ଗୋଟି ଗୋଟି କରି ସବୁ କଥା କହିଛନ୍ତି । ତେବେ ସେ ପୋଲିସ କୁ ଦେଖାଇଛନ୍ତି କି କିଭଳି ଭାବରେ ସେ ଆଗ ଚୁପ ଚାପ ଛିଡା ହୋଇ ସବୁକିଛି ନଜରରେ ରଖିଥିଲେ, ଆଉ ଯେତେବେଳେ ମନ୍ତ୍ରୀ ଆସି ସେଠାରେ ପହଁଚି ଥିଲେ ସେତେବେଳେ ସେ ସମସ୍ତ ଙ୍କୁ ଠେଲି ଦେଇ ଆଗକୁ ଆସିଥିଲେ ଆଉ ମନ୍ତ୍ରୀ ଙ୍କ ଛାତି କୁ ପଏଣ୍ଟ କରି ଗୁଳି ମାରିଥିଲେ ।ଯାହା ପରେ ମନ୍ତ୍ରୀ ଙ୍କ ଅବସ୍ଥା ଗୁରୁତର ହେଇଥିଲା ଆଉ ଶେଷରେ ମନ୍ତ୍ରୀ ମୃତ୍ୟୁ ବରଣ କରିଥିଲେ ।
ତେବେ ଏହି ସବୁ ଘଟଣା ଭିଡ଼ିଓ ଟି ଏବେ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଛି ।ତେବେ ଗୋପାଳ ସେଦିନର ଘଟଣା ରିକ୍ରିଏଟ କରି ଦେଖାଉଥିବା ବେଳେ ପାଖରେ ଥିବା କ୍ରାଇମବ୍ରାଞ୍ଚ ଅଫିସର ମାନେ ନିଜ ଭିତରେ ଖୁବ ତର୍ଜମା ବି କରୁଛନ୍ତି ।ଆଉ ଏହି ଭୀରୁ କଣ ସୁରାକ ମିଳୁଛି ଓ କଣ ଷଡ଼ଯନ୍ତ୍ର ଥିଲା ତାକୁ ଖୋଜି ବାହାର କରିବାକୁ ଚେଷ୍ଟା ଚଳେଇଛି ପୁରା କ୍ରାଇମବ୍ରାଞ୍ଚ ଟିମ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।