Viral ଭିଡ଼ିଓ – Omg ! ଭାଇରାଲ ହେଉଛି ଜଣେ ଆଦିବାସୀ ବୃଦ୍ଧ ମହିଳାଙ୍କ ଗାଳି କରୁଥିବାର ଭିଡିଓ ଦେଖିଲେ ହସି ହସି ପାଗଳ ହୋଇଯିବେ,ଦେଖନ୍ତୁ ସମ୍ପୂର୍ଣ Video!

ବନ୍ଧୁମାନେ ସୋସିଆଲ ମେଡିଆରେ ମାଇଣ୍ଡଫ୍ରେସ କରିବା ପାଇଁ ବହୁତ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ ।କେହି କେହି ଜାଣି ଶୁଣି ଏମିତି ଭିଡ଼ିଓ କରିଥାନ୍ତି ଯାହା ଦେଖିଲେ ସମସ୍ତଙ୍କୁ ମଜା ଲାଗିବ ।

ତେବେ ଆପଣ ଛୋଟ ପିଲାଙ୍କର ଭିଡ଼ିଓ ଦେଖିଲେ ଯେତିକି ଖୁସି ହେଇଥାନ୍ତି ଠିକ ସେମିତି ବୃଦ୍ଧ ଲୋକ ମାନଙ୍କ ର କିଛି ଏମିତି ଭିଡ଼ିଓ ରହିଛି ଯାହା ଦେଖିଲେ ସେତିକି ମଜା ଲାଗିଥାଏ ।ତେବେ ନିକଟରେ ଏମିତି ଏକ ଭିଡ଼ିଓ ଭାଇରଲ ହ୍ରବାରେ ଲାଗୁଚି ଯେଉଁ ଥିରେ ଜଣେ ବୁଡି ଜେଜେମା ଏମିତି ଓଡ଼ିଆରେ ଗାଳି କରୁଛନ୍ତି ଯାହା ଶୁଣିଲେ ସମସ୍ତଙ୍କ ହୋସ ଉଡ଼ିଯାଉଛି ।

ତେବେ ବର୍ତ୍ତମାନ ସମାଜରେ ବୁଡ଼ା ବୁଡି ଲୋକ ମାନଙ୍କୁ କେମିତି ଅନାଦର କରାଯାଉଛି ସେହି ଭିଡ଼ିଓ ଗୁଡିକ ବହୁତ ଦେଖିବାକୁ ମିଳିଥାଏ ।କିନ୍ତୁ ବେଳେବେଳେ ସେହି ବୟସ୍କ ଜେଜେ ଜେଜେମା ଙ୍କର କଥା ଗୁଡିକ ଏତେ ସୁନ୍ଦର ତହେ ଯାହା ଖରାପ ହେଲେ ଶୁଣିବାକୁ ଖୁସି ଲାଗେ ।ଯେମିତି ସାଧାରଣତଃ ଖରାପ ଭାଷା ଲହକୁ ପସନ୍ଦ ନୁହେଁ ଆଉ କେହି ସେହି କଥା କହି ଗାଳି କଲେ ବହୁତ ବାଧି ଥାଏ ।ତେବେ ବର୍ତ୍ତମାନ ଏହି ଜେଜେମା ଖୁବ ଖରାପ ଭାଷାରେ ଗାଳି କରୁଛନ୍ତି କିନ୍ତୁ କେହି ଏହାକୁ ଖରାପ ନଭାବି ଖୁବ ମଜା ନେଉଛନ୍ତି ଭିଡ଼ିଓଟିର ।

ତେବେ ଆପଣ ଭିଡି ଦେଖିଲେ ଜାଣି ପାରିବେ କେମିତି ବୁଡି ଜେଜେମା ଜଣକ ନିଜର କାମ ପାଇଁ ପାଣି ଯାଉଛନ୍ତି କିନ୍ତୁ ସେହି ସମୟରେ ପାଖରେ ଥିବାଜନେ ବ୍ୟକ୍ତି ତାଙ୍କୁ କହିଛନ୍ତି ‘ତୁ କଣ ସବୁ କୀର୍ତି କରୁଛୁ ତାହା ସମସ୍ତଙ୍କୁ ଜଣା’ ।
ଆଉ ଏତିକି କଥାରେ ଜେଜେମା ପୁରା ଚିଡି ଯାଉଛନ୍ତି ଆଉ ସେହି ବ୍ୟକ୍ତିଙ୍କୁ ଖରାପ ଭାଷାରେ ଲଗାତାର ଗାଳିବାରେ ଲାଗୁଛନ୍ତି ।ତେବେ ସେହି ଗାଳି ଶୁଣିବା ପରେ ବ୍ୟକ୍ତି ଚୁପ ନରହି ଜେଜେମା ଙ୍କୁ ଆହୁରି ଚିଡ଼େଇବାରେ ଲାଗିଛନ୍ତି ।ଆଉ ତାପରେ ଜେଜେମା ଯେଉଁ ଖରାପ ଶବ୍ଦର ବ୍ୟବହାର କରୁଛନ୍ତି ତାହା କାନରେ ଶୁଣି ପାରିବେ ନାହିଁ ।

ଏହାପରେ ବୁଡି ଜେଜେମା ବାଳ, ରାଣ୍ଡି ଆଦି ଅନେକ ଭାଷା କହି ବ୍ୟକ୍ତିଙ୍କୁ ସେଠାରୁ ଚାଲି ଯିବାକୁ କହୁଛି ।ହେଲେ କଣ ହେବ ଯେମିତି ଚିଡିଚିଡା ଜେଜେମା ଠିକ ସେମିତି ଜୀଦ୍ଖୋର ସେହି ଯୁବକ ।ତେବେ ଏମିତି ଖଟାମିଠା ଗାଳି ଭିତରେ କଥାବାର୍ତ୍ତା ଆଗକୁ ବି ଜାରି ରହୁଛି, କିନ୍ତୁ ଏହା ଭିତରେ କେହି ଜଣେ ଏହି ଘଟଣାର ଭିଡ଼ିଓ କରି ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ।ତାପରେ ଲୋକମାନେ ଏହି ଭିଡ଼ିଓ ଟିକୁ ଯେତେ ଦେଖୁଛନ୍ତି ସେତେ ହସି ହସି ବେହାଲ ହେଉଛନ୍ତି ।ତେବେ ଜେଜେ ଜେଜେମା ବୁଡ଼ା ବୟସରେ ଛୋଟ ପିଲା ପରି ହେଇଥାନ୍ତି ଆଇ ସେତେବେଳେ ତାଙ୍କୁ ଆପଣ ଯେତେ ଚିଡ଼େଇବାକୁ ଚେଷ୍ଟା କରିବେ ସେମାନେ ସେତେ ଚିଡିଯିବେ ।କିନ୍ତୁ ଏହି ଖଟାମିଠା କଥା ସମସ୍ତଙ୍କୁ ଖୁବ ପସନ୍ଦ ଆସିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।