ବନ୍ଧୁମାନେ ମୋଟାପା ବର୍ତ୍ତମାନ ସମୟରେ କୋଉ ଅଭିଶାପ ଠାରୁ କଁ ନୁହେଁ, ମୋଟା ବ୍ୟକ୍ତି ନିଜ ଓଜନ କୁ ଚିନ୍ତିତ ଥିବା ବେକେ ତାଙ୍କୁ ଅନେକ ସମୟରେ ବହୁତ କିଛି ଆପମାନ ସହିବାକୁ ପଡିଥାଏ ।ଏହା ବ୍ୟତୀତ ମୋଟା ଲୋକଙ୍କ ପାଇଁ ଦିନ କାଟିବା ବହୁତ କଷ୍ଟ ହେଇଥାଏ, ଅନେକ ସମୟରେ ଓଜନ କମାଇବାକୁ ଯାଇ ନିଜର ପ୍ରିୟ ଖାଦ୍ୟମୁ ଭୁଲିବାକୁ ପଡିଥାଏ ।
ତେବେ ଆପଣଙ୍କ ତ ଦେଖୁଥିବେ ଆଜିକାଲି ଓଜନ କମାଇବା ପାଇଁ କେତେ କଷ୍ଟ କଟିବକୁ ପଡୁଛି, ହେଲେ ଆମେ ଆଜି ଏମିତି ଏକ ଦିନ ଚର୍ଯ୍ୟା ବିଷୟରେ ବତାଇବୁ ।ସେହି ଉପାୟରେ ଆପଣ ସବୁକିଛି ପାଳନ କଲେ ଆପଣଂକୁ ନିଜ ପ୍ରିୟ ଖାଦ୍ୟପେୟ ଠାରୁ ଦୂରେଇ ଯିବାକୁ ପଡ଼ିବ ନାହିଁ ଓ ଓଜନ ବି ଖୁବ ଜଲଦି କମେଇ ପାରିବେ ।
ତେବେ ଆପଣ ଆଜିକାଲି ଯେମିତି ବିତାଉଛନ୍ତି ତାହାକୁ ବଦଳାଇବାକୁ ମୋଟାପା ରୁ ମୁକ୍ତି ପାଇବାକୁ ହେଲେ ।ଏଥିପାଇଁ ଆପଣଂକୁ ପ୍ରଥମେ ଜଲଦି ସକାଳୁ ଉଠି 2 ଗ୍ଲାସ ରୁ ଅଧିକ ପାଣି ପିଇବାର ଅଛି, ତାପରେ ଆପଣ ନିଜ ଜଳଖିଆ ରେ କିଛି ହାଲୁକା ଖାଦ୍ୟ ନେବାର ଅଛି ।ହେଲେ ଚେଷ୍ଟା କରିବେ ଯେତେ ସମ୍ଭବ ଅଧିକ ତେଲରେ ତିଆରି ଖାଦ୍ୟ ଓ ପ୍ରିସେସ ଖାଦ୍ୟରୁ ଦୁରେଇ ରହିବେ ।ତେବେ ସକାଳେ ଖାଇବା ପରେ ଆଉ ମଝିରେ ଯେତେ ଭୋକ ଲାଗୁଥିଲେ କିଛି ଖାଇବେ ନାହିଁ,ତେବେ ଭୋକ ଲାଗିବା ସମୟରେ ଆପଣ କିଛି ଯୁସ ବା ପାଣି ପିଇ ପାରିବେ ।ଏହାପରେ ଆପଣ ନିଜର ଲଂଚରେ ଭାତ ଖାଇବେ ନାହିଁ ତ ଜାଗାରେ ରୁଟି ଓ ଅଧିକ ସିଝା ପରିବା ବା ସନ୍ତୁଳା ପରିବା ଖାଇବେ ।
ଏହାପରେ ଉପରଅଳି ସମୟରେ ଆପଣ ଆପଣ ଯୁସ ନେବେ, ବା ଅଳ୍ପ ଚିନି ପକାଇ ଚା ନହେଲେ କଫି ପିଇ ପାରିବେ ।ଏହାପରେ ସନ୍ଧ୍ୟା ବେଳେ ଆପଣ ପନିପରିବା ରେ ନହେଲେ ଫଳରେ ସାଲଡ଼ ତିଆରି କରି ଖାଇବେ ।ତାପରେ ରାତିରେ ଆପଣ ରୁଟି ସହିତ ପରିବା ସନ୍ତୁଳା ନେଇ ପାରିବେ ।ଏହା ବ୍ୟତୀତ ଆପଣ ଅଳ୍ପ ତେଲରେ ମାଛ ଓ ମାଂଶ ବି ତିଆରି କରି ଖାଇପାରିବେ ।ଏମିତି ଆପଣଙ୍କର ପ୍ରତ୍ୟେକ ଦିନ ର ଖାଦ୍ୟପେୟ ରହିବା ସହିତ ରେଗୁଲାର କିଛି ଯୋଗ ଓ ଏକ୍ସାସାଇଜ କରିବେ ।
ଶେଷରେ ଆପଣ ଗୋଟିଏ ରିମେଡି ମନେ ରଖନ୍ତୁ ଯାହା ମୋଟାପା କମାଇବା ପାଇଁ ଖୁବ ସାହାଯ୍ୟ କରିଥାଏ ।ତେବେ ଏହି ରିମେଡି ରେ ଆପଣ ଗୋଟିଏ ପାଣିକୁ ଗରମ କରିବେ ଫାଳେ ଲେମ୍ବୁ ଚିପୁଡି ଦେବେ ତାପରେ ସେଥିରେ 2 ଟଙ୍କାର ଏକ କଫି ପ୍ୟାକେଟ କୁ ପକାଇବେ ।କିଛି ସମୟ ସେହି ପାଣି ଫୁଟିବା ପରେ ଆପଣ ତାହାକୁ ହାଲକା ଥଣ୍ଡା କରି ଚା ପରି ପିଇ ପାରିବେ ।ଏମିତି ଖିବା ମୁତାବକ ଖାଦ୍ୟପେୟ ନେବା ସହିତ ଏହି ରିମେଡି ର ବ୍ୟବହାର କଲେ ଦେଖିବେ ମାତ୍ର ସପ୍ତାହ ଭିତରେ ଓଜନ କମିବା ଆରମ୍ଭ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।