ବାହାଘର ବେଳେ ପିରିୟଡ଼ସ୍ କଣ ଜାଣି ନଥିଲି……ଗୋଟିଏ ଦିନ ରାତିରେ ମୋ ସ୍ତ୍ରୀ..

“ମୋର ବାହାଘର ୨୪ ବର୍ଷ ବୟସ ରେ ହୋଇଯାଇଥିଲା ଆଉ ସେତେବେଳେ କୁ ପିରିୟଡ଼ସ୍ କଣ ମୁଁ ଜାଣି ନଥିଲି। ମୁଁ ଜାଣି ନଥିଲି କି ଝିଅ ମାନଙ୍କ ର ମାସକୁ ଏହିପରି କିଛି ହୁଏ ଆଉ ଏହା ହେବା ପରେ ତାଙ୍କୁ ଅଲଗା ଘରେ ଅଛୁଆଁ କରି ରଖାଯାଏ ବୋଲି। ମାତ୍ର ପରେ ଯେତେବେଳେ ମୁଁ ଏ ସବୁ ଜାଣିଲି ,ସେତେବେଳେ ମୁଁ ଅନୁଭବ କଲି କି ନାହିଁ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ, ତେଣୁ ଏଥିରେ ଝିଅ ମାନ ଙ୍କୁ ଏହିପରି ଏକା କରି ରଖିବା ଉଚିତ ନୁହେଁ ବୋଲି। ତେବେ ବନ୍ଧୁଗଣ ଏହା କହିଛନ୍ତି ପ୍ରିୟ ୟୁ ଟ୍ୟୁବର ତଥା ରେଇକି ସାଧକ ରାଜୀବ ପଣ୍ଡା।

ତେବେ ବନ୍ଧୁଗଣ ଆପଣ ମାନେ ଏହି ରାଜୀବ ଓ ବନ୍ଦନା ଙ୍କ ଯୋଡ଼ି ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ,ଏହି ଯୋଡି ଏହିପରି ଏକ ଯୋଡ଼ି ଯାହାଙ୍କ ର କାହାଣୀ ହଜାର ହଜାର ଲୋକଙ୍କୁ ଭଲ ବୈବାହିକ ଜୀବନ ବିତେଇବା ରେ ସାହାଯ୍ୟ କରିବ। ତେବେ ତାଙ୍କର ବୈବାହିକ ଜୀବନ ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବା କୁ ଯାଉଛୁ। ତେବେ ଏହି ଯୋଡ଼ି ୨୦୧୦ ମସିହା ରେ ପରସ୍ପର କୁ ବୈଦିକ ରୀତି ରେ ବିବାହ କରିଥିଲେ।ମାତ୍ର ବିବାହ ପରେ ରାଜୀବ ବହୁତ ପାରମ୍ପରିକ ସ୍ୱାମୀ ହୋଇଯାଇ ଥିଲେ। ଆମ ମୋତେ ବହୁତ କିଛି ଜଣା ନଥିଲା।

ମାତ୍ର ମୁଁ ଯେତେବେଳେ ଦିଲ୍ଲୀ କୁ ଗଲି, ଆଉ ସେଠାରେ ଶଶୁର ବୋହୁ କୁ ଏକା ପାଖରେ ବସି ଚା ପିଇବା ର ଦେଖିଲି। ଶାଶୂ ବୋହୁ ସାଙ୍ଗରେ ମିଶି ସପିଙ୍ଗ କରିବା, ଶଶୁର ଓ ପରିବାର ଲୋକଙ୍କ ଆଗରେ ବୋହୁ ହାଫ ଡ୍ରେସ ପିନ୍ଧିବା ର ଦେଖିଲି ସେତେବେଳେ ମୁଁ ବୁଝି ପାରିଲି କି ନାହିଁ ଜଣେ ଝିଅ ବୋହୁ ହେବା ପରେ ମଧ୍ୟ ତାକୁ ସବୁ ପ୍ରକାରର ସ୍ଵାଧୀନତା ଦରକାର ଅଛି। ଆମେ ଏହିପରି ଭାବରେ ତାକୁ ବନ୍ଦୀ କରି ରଖିବା ଉଚିତ ନୁହେଁ। ଆଉ ପରେ ମୁଁ ମୋ ଘରକୁ ଆସି ସୁଧାରିବା କୁ ଚେଷ୍ଟା କରିଥିଲି।

ତେବେ ସେ କହିଛନ୍ତି କି , ମୋର ବାହାଘର ୨୪ ବର୍ଷ ବୟସ ରେ ହୋଇଯାଇଥିଲା ଆଉ ସେତେବେଳେ କୁ ପିରିୟଡ଼ସ୍ କଣ ମୁଁ ଜାଣି ନଥିଲି। ମୁଁ ଜାଣି ନଥିଲି କି ଝିଅ ମାନଙ୍କ ର ମାସକୁ ଏହିପରି କିଛି ହୁଏ ଆଉ ଏହା ହେବା ପରେ ତାଙ୍କୁ ଅଲଗା ଘରେ ଅଛୁଆଁ କରି ରଖାଯାଏ ବୋଲି। ମାତ୍ର ପରେ ଯେତେବେଳେ ମୁଁ ଏ ସବୁ ଜାଣିଲି ,ସେତେବେଳେ ମୁଁ ଅନୁଭବ କଲି କି ନାହିଁ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ, ତେଣୁ ଏଥିରେ ଝିଅ ମାନ ଙ୍କୁ ଏହିପରି ଏକା କରି ରଖିବା ଉଚିତ ନୁହେଁ ବୋଲି। ବନ୍ଦନା ମଧ୍ୟ କହିଛନ୍ତି କି ମୋତେ ଯେତେବେଳେ ଏହିସବୁ କରିବାକୁ କୁହାଗଲା ମୁଁ ବହୁତ ଡରି ଯାଇଥିଲି। ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।