ବନ୍ଧୁମାନେ ଆମ ଜୀବନରେ ଅନେକ ସମସ୍ୟା, ଅସୁବିଧା ଲାଗି ରହିଥାଏ,ଆଉ ଅନେକ ସମୟରେ ସେହି ସବୁ କଷ୍ଟ ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ଦେବାଦେବୀ ଙ୍କୁ ଆରାଧନା କରିଥାଉ ।ହେଲେ ଏମିତି ଦେବାଦେବୀ ଅଛନ୍ତି ଯେଉଁ ମାନଙ୍କୁ ପ୍ରସନ୍ନ କରିବା ବହୁତ କଷ୍ଟ, ଆଉ ସେମିତି ଦେବ ଅଟନ୍ତି ଦେବ ଦେବ ମହାଦେବ ।
ତେବେ ମହାଦେବ ଭୋଳା ଶଙ୍କର ଅଟନ୍ତି, ତାଙ୍କର ପ୍ରିୟ ବାର ସୋମବାର ହେଇଥିବା ବେକେ ତାଙ୍କୁ ଯଦି କେହି ନିଷ୍ଠା ର ସହିତ ପୂଜା କରିଥାଏ ତାହେଲେ ସେହି ବ୍ୟକ୍ତିର ସବୁ ସମସ୍ୟା ର ଅନ୍ତ ଘଟିଥାଏ ।ହେଲେ ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ଗୋଟିଏ ଅତି ପ୍ରିୟ ମନ୍ତ୍ର ରହିଛି ଯାହାକୁ ଯଦି କେହି ସୋମବାର ଦିନ ଜପ କରୁଛି ତାହେଲେ ମହାଦେବ ସେହି ବ୍ୟକ୍ତିର ସବୁ ଇଚ୍ଛା ପୂରଣ କରିଥାନ୍ତି ।
ମହାଦେବ ଙ୍କୁ ଯଦି କେହି ଭକ୍ତ ଶ୍ରଦ୍ଧାରେ ସହିତ ପୂଜାର୍ଚ୍ଚନା କରିଥାଏ ତହେଲେ ତାଙ୍କ ଜୀବନ ହସ ଖୁସିରେ ଭରି ଯାଏ ।ତେବେ ମହାଦେବ ଙ୍କୁ ଜଲଦି ସନ୍ତୁଷ୍ଟ କରିବା ପାଇଁ ଆପଣଙ୍କୁ କିଛି ବିଶେଷ ମନ୍ତ୍ର ଜପ କରିବାକୁ ପଡିଥାଏ ।ଆଉ ଏହି ମନ୍ତ୍ର କୁ ଯଦି ଆପଣ ସୋମବାର ଜପ କରୁଛନ୍ତି ତାହେଲେ ଶିବ ଖୁବ ଜଲଦି ସନ୍ତୁଷ୍ଟ ହେବା ସହିତ ଆପଣଙ୍କ ପରିବାର ଉପରେ ମହାଦେବ ଙ୍କର କୃପା ସବୁ ବେଳେ ରହିଥାଏ ।ତେବେ ମହାଦେବ ଙ୍କର ସେହି ମନ୍ତ୍ର ଟି ମହା ମୃତ୍ୟଞ୍ଜୟ ମନ୍ତ୍ର, ଏହି ମନ୍ତ୍ର ଖୁବ ଶକ୍ତିଶାଳୀ ଅଟେ ଯାହାକୁ ନେଇ ପୁରାଣ ରେଅନେକ କଥା ବର୍ଣ୍ଣନା କ୍ର ଯାଇଛି ।ତେବେ ତାହା କିପରି କାମ କରିଥାଏ ଆସନ୍ତୁ ଜାଣିବା ।
-ତେବେ ଯେତେବେଳେ ଆପଣଙ୍କ କିଛବି ଭୟଙ୍କର ରୋଗ ରେ ପୀଡିତ ଅଛନ୍ତି ତାହେଲେ ଦିନକୁ ଏହି ମହା ମୃତ୍ୟଞ୍ଜୟ ମନ୍ତ୍ର କୁ 11 ଶହ ଥର ଜପ କରନ୍ତୁ, ଦେଖିବେ ଧୀରେ ଧୀରେ ଆପଣଙ୍କ ର ସବୁ ରୋଗ ଭଲ ହେଇ ଯିବ ।
-ଏହା ବ୍ୟତୀତ ଆପଣଙ୍କୁ କୌଣସି ପ୍ରକାରର ଡର ଭୟ ଲାଗୁଥିଲେ ଭକ୍ତିର ର ସହିତ ସୋମବାର ଦିନ 11 ହଜାର ଥର ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଜପ କରିବା ଦ୍ଵାରା ସମସ୍ତ ପ୍ରକାର ଡର ଭୟ ରୁ ମୁକ୍ତି ପାଇଯିବେ ।
-ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଯଦି ଏକ ଲକ୍ଷ 25 ହଜାର ଥର ଜପ କରୁଛନ୍ତି ତାହେଲେ ଅକାଳ ମୃତ୍ୟୁ ରୁ ବର୍ତୀ ପାରିବେ ।ସନ୍ତାନ ସନ୍ତତି ସୁଖ ରୁ ବଞ୍ଚିତ ଅଛନ୍ତି ତହେକେ ସେହି ସୁଖ ପ୍ରାପ୍ତ ହେବ ଓ ବ୍ୟବସାୟ ରେ ଉନ୍ନତି ହେବ ।ଏହା ଛଡା ଏମିତି ମନ୍ତ୍ର ଜପ ପାଇଁ ବଡ଼ ଆୟୋଜନ କରିବାକୁ ପଡିଥାଏ, ତେବେ ଏମିତି ଏକ ଲକ୍ଷ 25 ହଜାର ଥର ମୃତ୍ୟୁଞ୍ଜୟ ମନ୍ତ୍ର କୁ ଜପ କଲେ ଆପଣଙ୍କ ଜୀବନର ସବୁ ଚିନ୍ତା ଦୂର ହେଇ ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।