ନୂଆବର୍ଷ ୨୦୨୩ ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି. କଣ ରହିଛି ରାଶି ପ୍ରତି ଶୁଭ ଓ ଅଶୁଭ ଜାଣନ୍ତୁ ?

ବନ୍ଧୁମାନେ ଏବେ ବର୍ଷର ଶେଷ ସମୟ ଚାଲୁଛି, ଆଉ ଏହି ସମୟରେ ସମସ୍ତେ ନୂଆ ବର୍ଷକୁ ଅପେକ୍ଷା କରିଛନ୍ତି ।ତେବେ ଏହି ବର୍ଷ କାହା ପାଇଁ କୋଉ ଶୁଭ ଓ ଅଶୁଭ ସମୟ ନେଇ ଆସିବ ତାହା କହିହେବ ନାହିଁ ।

ତେବେ ବର୍ତ୍ତମାନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି କି 5 ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି କାରଣ ଏହି ରାଶି ଗୁଡିକ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ଦୃଷ୍ଟି ରହିଛି ।ଏହା ଛଡା 4 ଟି ରାଶି ଉପରେ ଭଗବାନ ହନୁମାନ ଙ୍କ ଆଶୀର୍ବାଦ ରହିଛି ।ତେବେ ଏହି ରାଶି ଗୁଡିକ ଜୀବନରେ କିପରି ଆଉ କଣ ପରିବର୍ତ୍ତନ ହେବ ତାହା ବିଷୟରେ ଜନୀରଖନ୍ତୁ ।

ତେବେ ଶାସ୍ତ୍ର ଅନୁସାରେ ହନୁମାନ ଙ୍କ କୃପା ଯାହା ଉପରେ ବି ରହିଥାଏ ତା ପାଖରେ ଡର ଭୟ ସବୁକିଛି ଦୁରେଇ ଯାଏ ।ଆଉ ସେହି ବ୍ୟକ୍ତି ସଦ ମାର୍ଗର ଅଗ୍ରସର ହେଇଥାଏ, ତେବେ ଆସନ୍ତୁ ଜାଣିବା ସେହି 4ଟି ରାଶି କଣ କଣ ଯାହା ଉପରେ ହନୁମାନ ଙ୍କର କୃପା ଦୃଷ୍ଟି ପଡୁଅଛି ଏହି ବର୍ଷରେ ।

1.ମେଷ ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କର ଅନେକ କୃପା ରହିଛି, ଯେଉଁଥି ପାଇଁ ଏହି ବର୍ଷ ମେଷ ରାଶିର ବ୍ୟକ୍ତିମାନେ ଖୁବ ଉନ୍ନତି କରିବେ ।ବ୍ୟବସାୟ କରୁଥିଲେ ସେଥିରେ ଅନେକ ସଫଳତା ମିଳିବ, ଧନ ଜନିତ କିଛି ବି ସମସ୍ୟା ଥିଲେ ସେସବୁ ର ଅନ୍ତ ଘଟିବ ।

2.ମିଥୁନ ରାଶି:-


ଏହି ବର୍ଷ ବିଦ୍ୟର୍ଥୀ ମାନଙ୍କ ପାଇଁ ଖୁବ ଉତ୍ତର ଅଟେ, ବ୍ୟବସାୟ ବାଣିଜ୍ୟ କରୁଥିବା ଲୋକଙ୍କ ପାଇଁ ଏହି ବର୍ଷ ଲାଭଦାୟକ ଅଟେ ।ତେବେ ଆପଣ ପ୍ରଭୁ ହନୁମାନ ଙ୍କୁ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ପୂଜା କରିବା ସହିତ ହନୁମାନ ଚାଳିଶା ପାଠ କରିଲେ ଶୁଭ ଫଳ ମିଳିବ ।

3.ସିଂହ ରାଶି:-
ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ନୂଆ ବର୍ଷ ବହୁତ ବଡ଼ ପରିବର୍ତ୍ତନ ଆଣିଦେବ ।ଅନେକ ଦିଗରୁ ଆପଣଂକୁ ସମ୍ମାନିତ ହେବେ, ତେବେ କୌଣସି କାମ ଉଚିତ ପ୍ଲାନ ଅନୁସାରେ କରିଲେ ସେଥିରେ ସୁନିଶ୍ଚିତ ସଫଳତା ହାସଲ ହେବ ।ପାରିବାରିକ ଜୀବନ ଖୁବ ଭଲରେ ବିତିବ ପିଲାଙ୍କ ସହିତ ଉତ୍ତମ ସମୟ କଟିବ ।

4.ଧନୁ ରାଶି:-


ଏହି ରାଶିର ବ୍ୟକ୍ତି ମାନଙ୍କ ର ଦାମ୍ପତ୍ୟ ଜୀବନ ଖୁବ ଭଲରେ ବିତିବ ଏହି ବର୍ଷରେ ।ବିଦ୍ୟର୍ଥୀ ମାନେ କାର୍ଯ୍ୟରେ ସଫଳତା ପାଇବେ ଓ ନିଜର ଜୀବନରେ ଆଗକୁ ବଢିବେ ।ଚାକିରୀ ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ଚାକିରୀ ମିଳିବ ଓ ଅନେକଙ୍କୁ ଚାକିରୀରେ ପଦୋନ୍ନତି ହେବ ।ତେବେ ପ୍ରଭୁ ହନୁମାନ ଙ୍କୁ ସବୁବେଳେ ସୁମରଣା କଲେ ସବୁ ବିପଦ ଆହରି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।