ବନ୍ଧୁମାନେ ବର୍ତ୍ତମାନ ପୁରୁଷ ନାରୀ ସମସ୍ତଙ୍କ ପାଖରେ କେଶ ଜନିତ ସମସ୍ୟା ଦେଖିବାକୁ ମିଳୁଛି ।କେହି କେହି ଚୁଟି ଝଡ଼ିବା କାରଣ ରୁ ଚନ୍ଦା ହେଉ ଯାଉଛନ୍ତି ତ ପୁଣି କାହାର ଚୁଟି ବଡୁ ନାହିଁ ।ତେବେ ଆପଣ ବହୁତ ପ୍ରକାରର ବାହାରର ଜିନିଷ ବ୍ୟବହାର କରୁଥିବେ ଚୁଟି ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ କିନ୍ତୁ ଆପଣ ସେତେଟା ଲାଭବାନ ହେଇ ନଥିବେ ।ତେବେ ଆମେ ଆଜି ଆପଣଂକୁ ଏମିତି ଏକ ସହଜ ଓ ଉପାଦେଇ ଘରୋଇ ରିମେଡି ବିଷୟରେ ଖୀବୁ ଯାହାକୁ ଥରେ ବ୍ୟବହାର ଆପଣ ଚମତ୍କାରୀ ରେଜଲ୍ଟ ପାଇ ପାରିବେ ।ତେବେ ଏବେ ଆସନ୍ତୁ ନଜର ଦେବା ସେହି ଉପାୟ ଉପରେ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ଚାହା ପତି
-ପାଣି
ରିମେଡି ପ୍ରସ୍ତୁତ ପ୍ରଣାଳୀ:-
-ଆଜିର ଏହି ରିମେଡି ପାଇଁ ଆପଣଙ୍କୁ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ ଖାଲି ଘରେ ପିଉ ଥିବା ଚାହା ପତି ଓ କିଛି ପାଣି ହିଁ ଦରକାର ।ତେବେ ଆପଣ ଦୁଇ ଚାମଚ ଚାହା ପତି ଗୋଟିଏ ବାସନରେ ରଖନ୍ତୁ ଆଉ ସେଥିରେ ଦୁଇ ଗ୍ଲାସ ପାଣି ଦେଇ ଦିଅନ୍ତୁ ତାପରେ ଏମିତି ଚାହା ପତି କୁ 10 ରୁ 15 ଭିଜେଇ ରଖି ଦିଅନ୍ତୁ ।ସେହି ସମୟ ଭିତରେ ଚାହା ପତି ର ପୋଷକ ତତ୍ତ୍ୱ ପାଣିରେ ମିଶିଯିବ, ଏହାପରେ ସେହି ବାସନ କୁ ନେଇ ଗ୍ୟାସରେ ବସ୍ତାନ୍ତୁ ।
-ତେବେ ଦେଖିବେ ଯେତେବେଳେ ଚାହା ଫୁଟିବା ଆରମ୍ଭ ହେବ ସେତେବେଳେ ଗ୍ୟାସ ରଫେଲମ କୁ କମାଇ ଦେବେ ।ତେବେ ଏମିତି 6 ରୁ 7 ମିନିଟ ଯିବା ପରେ ଆପଣ ସେହି ପାଣି କୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ ।ଆଉ ଥଣ୍ଡା ହେଇଗଲା ପରେ ଆପଣ ଚାହା ପାଣି କୁ ଛାଣି ନିଅନ୍ତୁ ।ଏବେ ଆପଣଙ୍କ ରହି ରିମେଡି ତିଆରି ହେଇଯିବ ।
ରିମେଡି ର ବ୍ୟବହାର:-
-ତେବେ ଏହି ରିମେଡି ର ବ୍ୟବହାର ପାଇଁ ଆପଣ ପ୍ରଥମେ ନିଜ ମୁଣ୍ଡକୁ ସଫା କରି ନିଅନ୍ତୁ ତାପରେ ଆପଣ ସେହି ପାଣିକୁ ନିଜ ମୁଣ୍ଡରେ ଢାଳି ଭଲରେ ହାଲୁକା ହାଲୁକା ମସାଜ କରନ୍ତୁ ।ଆଉ ଯଦି କଁଡିସିନର ବ୍ୟବହାର କରିବେ ତାହେଲେ ଆପଣ ଗହ ପାଣି ଲଗାଇ ମୁଣ୍ଡ ଖାଲି ପାଣିରେ ଧୋଇ ଦେବେ ଓ କଁଡିସିନର ଲଗାଇ ପାରିବେ ।
-ତେବେ ଏମିତି କରିବାର ଗୋଟିଏ ଥର ପରେ ଆପଣ ଦେଖି ପାରିବେ ଆପଣଙ୍କ ର ଚୁଟି ଝଡ଼ିବା କମିବା ସହିତ ଚୁଟିର ସ୍କାଲ୍ଫ ବି କେତେ ଦୃଡ଼ ହେଇ ଯାଇଥିବ ।ସପ୍ତାହ ରେ 2 ଥର ଏମିତି ଚାହା ପାଣି ମୁଣ୍ଡରେ ଲଗାଇଲେ କେଶ ଜନିତ ସମସ୍ତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।