ବନ୍ଧୁମାନେ ପରକୀୟା ପ୍ରୀତି ଯେ କେତେ ଭୟଙ୍କର ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ ।ଆଜି ଯେଉଁ ନାରୀ ସ୍ୱାମୀ କୁ ଭୁଲି ଦିଅର କୁ ଆପଣେଇ ଥିଲା ସେ ପୁଣି ସ୍ୱାମୀ ପ୍ରେମ ମନେ ପକାଇ ଦିଅର ର ଏମିତି ହତ୍ୟା କଟିଛି ଶୁଣିଲେ ଦେହ ଶୀତେଇ ଯିବ ।
ସ୍ୱାମୀ ଥାଉ ଥାଉ ଆଉ କାହା ପ୍ରେମରେ ପଡ଼ି ସବୁ ଛାଡ଼ିଦେବା ଆଜି ପରି ସମୟରେ ନୂଆ ନୁହେଁ କିନ୍ତୁ ଏହି ପ୍ରେମ ଯେ କେତେ ଭୟଙ୍କର ପରିଣାମ ଆଣି ପାରେ ତାହା ଆଜିର ଘଟଣା ଅନୁମାନ କରିପାରିବେ ।ତେବେ ପରକୀୟା ପ୍ରୀତି ପାଇଁ ସ୍ୱାମୀ ସ୍ତ୍ରୀ ମିଶି ଏମିତି ଏକ ଭୟଙ୍କର ହତ୍ୟା ରଚିଛନ୍ତି ଆସନ୍ତୁ ତା ବିଷୟରେ ଜାଣିବା ।
ଆପଣ ଦେଖିଥିବେ ଆଜିର ମଣିଷ ନିଜର ଦବୁ ସୀମା ଲଙ୍ଘି ଯାଉଛି ଆଉ ବେଳେ ସେ ଏତେ ଅଣାୟତ ହେଇ କିଛି ଏମିତି କରିଯାଉଛି ଯାହାକୁ ଦେଖିଲେ ବି କେହି ବିଶ୍ୱାସ କରିବେ ନାହିଁ ।ଆଉ ସେହି ସୀମା ବହରକୁ ଯାଇ ପରକୀୟା ପ୍ରେମ ଆଜି ନୟାଗଡ଼ ଠାରୁ ବାଲେଶ୍ଵର ଭିତରେ ଏମିତି ହତ୍ୟାର ଖେଳ ଖୁଛି ଯାହା ଶୁଣି ସମସ୍ତେ ସ୍ତବଡ଼ ।ତେବେ ସ୍ୱାମୀ ର ଅସହାୟ ଅବସ୍ଥାରେ ଦିଅର ପ୍ରେମରେ ପଡିଲେ ସ୍ତ୍ରୀ ଆଉ ଯେତେବେଳେ ପୁଣି ସ୍ୱାମୀ ର ପ୍ରେମ ମନେ ପଡିଗଲା ଏହାଦେଖି ସେତେବେଳେ ଦିଅର ସହି ପରିଲାଣି ଆଉ ଅତ୍ୟାଚାର କରି ଚାଲିଲା ଭାଉଜ ଉପରେ ।ହେଲେ ଏହାପରେ ଭାଉଜ ଯାହା କରିକେ ଶୁଣନ୍ତୁ ।
ବନ୍ଧୁମାନେ ଘଟଣା ଅନୁସାରେ ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ଫକୀର ନାୟକ ଓ ସୁମିତ୍ରା ନାୟକ ଉଭୟଙ୍କ ର 3 ପିଲାକୁ ନେଇ ଖୁସିରେ ସଂସାର ଚାଲିଥିଲା ।ତେବେ ସେହି ଭିତରେ ଫକୀର ଙ୍କର ଏକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା ପରେ ମାମୁଁ ପୁଅ ଭାଇ ଆସି ଫକୀର ଙ୍କର ହସ୍ପିଟାଲ ନେବା ଆଣିବା କରୁଥିଲେ ।ଆଉ ସେହି ଭିତରେ ସୁମିତ୍ରା ଓ ସେହି ଦିଅର ଭିତରେ ଗଡି ଉଠିଥିଲା ପ୍ରେମ ସମ୍ପର୍କ ।ଆଉ ତାପରେ ନିଜ ସାନ ପୁଅକୁ ସାଙ୍ଗରେ ନେଉ ଦିଅର ସହ ବାଲେଶ୍ଵର ଚାଲି ଆସିଥିଲେ ସୁମିତ୍ରା ।
ତେବେ ସବୁ ଠିକଥିଲା କିନ୍ତୁ ସେହି ଭିତରେ ନିଜ ପିଲାଙ୍କ ସହିତ କଥା ହେଉ ହେଉ ସ୍ୱାମୀର ପ୍ରେମ କଥା ମନେ ପଡି ଯାଇଥିଲା ସୁମିତ୍ରାଙ୍କର ।ଯାହା ଦେଖି ଇର୍ଷାରେ ଜଳି ଉଠିଲେ ପ୍ରେମିକ ଦିଅର ଆଉ ସୁମିତ୍ରା ଆଉ ତାଙ୍କ ପୁଅକୁ ମାରଧର କରିବାରେ ଲାଗୁଥିଲେ ।ତେବେ ନଭେମ୍ବର 5 ତାରିଖ ଶନିବାର ରାତିରେ ସୁମିତ୍ରା ସବୁ ସୀମା ପାର କରି ଦିଅର ଶୋଇଥିବା ଆବସ୍ତାରେ ତାର ବେକକୁ ହାଣୀ ଦେଇଥିଲେ ।ଆଉ ଦୁଇ ଦିନ ଧରି ସେହି ଶବକୁ ଘର କୋଣରେ କୁଚାଇ ରଖିଥିଲେ ତେବେ ସୁମିତ୍ରା ଏହି କଥା ଫକୀର କୁ ଜଣାଇବା ପରେ ଫକୀର ଶବରୁ ମୁଣ୍ଡ ଅଲଗା କରି ଫିଙ୍ଗି ଦେଇଥିଲେ ।ଆଉ ମୁଣ୍ଡକୁ ନେଇ ଭଣ୍ଡାରୀପୋଖରୀ ନିକଟ ଛତାବର ଜାଗାରେ ଫିଙ୍ଗିଦେଲା ।ହେଲେ ଗୋଟିଏ ସପ୍ତାହ ପରେ ଠିକ ଶନିବାର ଦିନ ଏକ ଶବ ମିଳିବା ପରେ ସବୁ ଗୁମର ଖୋଲିଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।