ଆପଣ ମାନେ ଜାଣିଛନ୍ତି ବିଭିନ୍ନ ପ୍ରକାର ଚେଷ୍ଟା ଆମ ମାନଙ୍କ ଭୈତିକ ଶକ୍ତି କୁ ବଢେଇ ଥାଏ । ତେବେ ସେମିତି କ୍ଷେତ୍ରରେ ଆପଣ ମାନଙ୍କୁ କିଛି ନମ୍ବର ବିଷୟରେ ଜଣାନ୍ତୁ ଜାହା ଦ୍ୱାରା ଆପଣ ମାନଙ୍କୁ ଆପଣଙ୍କ ସେହି ନମ୍ବର ଅନୁଯାୟୀ ନିଜର ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିପାରିବେ ଏବଂ ଆପଣ ମାନେ ସେହିଥି ପାଇଁ ଫୋଟ ରେ ଦେଖା ଜାଇ ଥିବା ଗୋଟିଏ ନମ୍ବର କୁ ବାଛନ୍ତୁ । ୩,୫,୭ ଦିଆଜାଇଥିବା ତିନୋଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛନ୍ତୁ , ଏବଂ ଏହା ପରେ ଆପଣ ଜାଣି ପାରିବେ ଆପଣଙ୍କ ବିଷୟରେ କିଛି ଖାସ କଥା ।
ଯଦି ଆପଣ ମାନେ ୩ ନମ୍ବର କୁ ବାଛିନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ଉଲ୍ହାସିତ ମଣିଷ ମାନଙ୍କ ଗଣତୀ ରେ ଆସନ୍ତି । ଆପଣ ମାନଙ୍କ ଲାଇଫ୍ ବହୁତ ଇମ୍ପଟାନ୍ସ ଦେଇ ଥାଏ ଆପଣ ମାନେ ଭିଡ ରେ ଅଲଗା ଅଟନ୍ତି ।
ସେହି ପରି ଭାବେ ଆପଣ ମାନେ ଯଦି ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କୁ ସୂଚନା ପାଇବେ କି । ଆପଣ ମାନେ ବହୁତ ଶାନ୍ତ ସ୍ୱଭାବ ର ଅଟନ୍ତି । ଆପଣ ମାନେ ନିଜର ସ୍ୱଭାବ ଦ୍ୱାରା ସମସ୍ତ ଙ୍କୁ ନିଜ ଆଡକୁ ଆକର୍ଶିତ କରନ୍ତି । ଏହି ଆକର୍ଶଣ ଆପଣ ମାନଙ୍କ ଭଲ କୁଆଲିଟି ପାଇଁ ହିଁ ରହି ଅଛି । ଆପଣ ମାନେ ନିଜ ଜିବନ ରେ ସବୁ ବେଳେ ପରିଶ୍ରମ କରି ନିଜର ଲକ୍ଷ୍ୟ କୁ ହାସଲ କରି ଥାନ୍ତି । ଆପଣ ମାନେ ସମାଜ ରେ ମାନ ସମ୍ମାନ ପାଇବା ସହିତ ଆପଣ ମାନଙ୍କ ର ଗୋଟିଏ ସ୍ୱତନ୍ତ୍ର ପରିଚୟ ରହିଛି ।
ଦ୍ୱିତୀୟ ରେ ଯଦି ଆପଣ ମାନେ 5 ନମ୍ବରକୁ ବାଛିଛନ୍ତି ତେବେ ଆପଣ ମାନେ ଯଣେ କାଳ୍ପନୀକ ବ୍ୟକ୍ତି ଅଟନ୍ତି । ଆପଣ ମାନେ ବର୍ତମାନରେ ହିଁ ରହିଛନ୍ତି ହେଲେ ଆପଣ ମାନଙ୍କ ମନ କେଉଁ ନା କେଉଁ କଲ୍ପନା ରେ ବୁଡି ରହିଛି । ଆପଣ ମାନେ ନୂଆ ଭାବନା ଏବଂ ନୂଆ ବିଚାରକୁ ସବୁ ସମୟ ରେ ନିଜର କରନ୍ତି ।
ସେହି ପରି ଭାବେ ଆପଣ ମାନେ ଯଦି 7 ନମ୍ବର କୁ ବାଛିଛନ୍ତି ତେବେ ସ୍ୱତନ୍ତ୍ରତା ଆପଣ ମାନଙ୍କ ପାଇଁ ସବୁ କିଛି ଅଟେ । ଆପଣ ମାନେ ଜଣେ ପରିଶ୍ରମୀ ବ୍ୟକ୍ତି ଅଟନ୍ତି । ଆପଣ ମାନେ ନିଜ କାମ କୁ ସବୁ ବେଳ ଭରଷାରେ କରି ଥାନ୍ତି କିନ୍ତୁ ଏହାର ପ୍ରଭାବ ଭଲ ଲୋକ ମାନଙ୍କୁ ଭଲ ଲାଗେ ନାହିଁ । ଆପଣ ମାନେ ସବୁ ସମୟ ରେ ନିଶ୍ଚିତ ଭାବେ ସଫଳତା ପାଇବା ର ସଂମ୍ପର୍ଣ୍ଣ ରୂପେ ଆଶା ରଖି ଥାନ୍ତି । ନିଜ ପରିଶ୍ରମ ରେ ନିଜେ ନୀୟଜିତ ହେଇଥାନ୍ତି ନିଜେ ନିଜେ କାମ କରି ପେଟ ପୋଷୁଛନ୍ତି ଓ ମଧ୍ୟମ ପରିବାର ରେ ଚାଲିଥାନ୍ତି ସେମାନେ ବହୁତ ସ୍ନେହୀ ହେଇଥାନ୍ତି ଏ ମାନଙ୍କର ଜୀବନ ବହୁତ କଷ୍ଟ ରେ କାଟିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।