ଯଦି ଆମେ ଆମ ଭାରତ ସରକାର ଙ୍କର ତୁଳନା ଅନ୍ୟ ଦେଶର ସରକାର ଙ୍କ ସହ କରିବା ତେବେ ଆପଣ ନିଶ୍ଚିତ ଭାବରେ ଜାଣିପାରିବେ କି ଆମ ସରକାର ଲୋକଙ୍କ ପାଇଁ ସବୁବେଳେ ନୁଆ ନୁଆ ଯୋଜନା କାର୍ଯ୍ୟକାରୀ କରିଥାନ୍ତି ଆଉ ଏହା ଦ୍ବାରା ଦେଶର ଲକ୍ଷ ଲକ୍ଷ ଅଭାବୀ ଏବଂ ଗରିବ ସୀମା ରେଖା ତଳେ ରହୁଥିବା ଲୋକମାନେ ଉପକୃତ ହୋଇଥାନ୍ତି।ତେବେ ଆପଣ ଜାଣିଲେ ଖୁସି ହୋଇଯିବେ କି ପୋଷ୍ଟ ଅଫିସ ତରଫରୁ ଏକ ବହୁତ ବଡ଼ ଖୁସି ଖବର ଲୋକଙ୍କ ପାଇଁ ଆସିଅଛି ଖାସ କରି ୧୦ ବର୍ଷ ରୁ ଉର୍ଦ୍ଧ୍ବ ପିଲାଙ୍କ ପାଇଁ।
ତେବେ ବନ୍ଧୁଗଣ ଆପଣ ଜାଣିଲେ ଅତ୍ୟନ୍ତ ଆନନ୍ଦିତ ହୋଇଯିବେ କି, ପୋଷ୍ଟ ଅଫିସ ତରଫ ରୁ ଏହିପରି ଏକ ସୂଚନା ଆସିଛି ଯେଉଁ ଥିରେ ଆପଣ ଏକ ଆକାଉଣ୍ଟ ଖୋଲି ସେଥିରେ ଅଳ୍ପ ବିନିଯୋଗ କରି ତାର ବହୁତ ଭଲ ଫାଇଦା ନେଇ ପାରିବେ। ତେବେ ଆମେ ଆଜି ଆପଣ ଙ୍କୁ ଏହି ସୁବିଧା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟରେ।
ବନ୍ଧୁଗଣ ଏହି ନୂଆ ଯୋଜନା ଅନୁସାରେ, ୧୦ ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଇଁ ଉପଲବ୍ଧ ଅଟେ। ତେବେ ଏହି ସୁବିଧା ପାଇବା ପାଇଁ ଆପଣ ଙ୍କୁ ନିଜ ନିଜ ପୋଷ୍ଟ ଅଫିସ ରେ ଆକାଉଣ୍ଟ ଖୋଲି RD କରନ୍ତୁ। ତେବେ ଆପଣ ଙ୍କର ଆକାଉଣ୍ଟ ରେ ସର୍ବନିମ୍ନ ୧୦୦୦ ଟଙ୍କା ରହିବା ଆବଶ୍ୟକ।ତେବେ ଯଦି ଆପଣ ଙ୍କର ଆକାଉଣ୍ଟ ରହିଛି ସେଥିରେ ପ୍ରତି ମାସ କୁ ୧୦୦ ଟଙ୍କା ଲେଖାଏଁ ଆପଣ ଜମା କରିପାରିବେ। ପ୍ରତି ଜମାରେ ମାସିକ ଆପଣ ଙ୍କୁ ୫.୮ ପ୍ରତିଶତ ସୁଧହାର ରେ ସୁଧ ମିଳିବ।
ତେବେ ଯଦି ଜଣେ ବ୍ୟକ୍ତି ୧୦୦ ଟଙ୍କା ଲେଖା ଜମା କରେ ତେବେ ଏହିଭଳି ତାଙ୍କୁ ୫ ବର୍ଷ ତଥା ୬୦ ମାସ ପର୍ଯ୍ୟନ୍ତ ଜମା କରିବାକୁ ହେବ। ଆଉ ଛୋଟ ପିଲା ଅର୍ଥାତ ୧୦ ରୁ ଅଧିକ ବୟସ୍କ ପିଲା ମାନେ ୧୦୦୦ ଟଙ୍କା ଖାତାରେ ଥିଲେ ତାଙ୍କୁ ୫ ବର୍ଷ ପରେ ୧୬ଲକ୍ଷ ଟଙ୍କା ସମୁଦାୟ ମିଳିବ। ତେବେ ଏହା ପିଲାମାନ ଙ୍କର ପାଠ ପଢ଼ାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ସେହିପରି ଯଦି ଆପଣ ମାନେ ଚାହିଁଲେ ପ୍ରତି ୩ ମାସ କୁ ମଧ୍ୟ ନିଜର ସୁଧ ଟଙ୍କା ଉଠାଇ ପାରିବେ।
ତେବେ ଏହା କେବଳ ୧୦ ବର୍ଷ ରୁ ଉର୍ଦ୍ଧ୍ବ ପିଲାଙ୍କ ପାଇଁ ନୁହେଁ ବରଂ ଯଦି ୧୦ ବର୍ଷ ରୁ କମ ବୟସ ର ପିଲା ଆକାଉଣ୍ଟ ଖୋଲିବା କୁ ଚାହାଁନ୍ତି, ତେବେ ସେମାନେ ନିଜ ନିଜ ବାପା ମା ଙ୍କ ସହ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବା ର ସୁବିଧା ରହିଛି।ତେବେ ଆପଣ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲି ନାହାନ୍ତି, ତେବେ ଶୀଘ୍ର ଖାତା ଖୋଳନ୍ତୁ ଏବଂ ଏହାର ଫାଇଦା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।