Pregnancy Test – ରସୁଣ ମାଧ୍ୟମରେ 5 ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ- କେମିତି ଜାଣନ୍ତୁ

ଏକ ଝିଅ ଯେତେ ବେଳେ ବିବାହ କରି ଥାଏ ସେ ମା ହେବା ଏକ ସ୍ବପ୍ନ ହୋଇ ଥାଏ, ମା ହେବା ଏକ ମହିଳା ର ସୋଭାଗ୍ୟ ହୋଇ ଥାଏ | କିଛି ମହିଳା ଅଛନ୍ତି ଯେଉଁ ମାନେ ବିବାହ ପରେ ପରେ ମା ହୁଅନ୍ତି ପୁଣି କେତେକ ମହିଳା ଅଛନ୍ତି ଯିଏ କି ଡେରି ରେ ମା ହେବା ପାଇଁ ପସନ୍ଦ କରି ଥାଆନ୍ତି | କିନ୍ତୁ ଏପରି ଵି ମହିଳା ଅଛନ୍ତି ଯେଉଁ ମାନେ କୌଣସି କାରଣ ଯୋଗୁଁ ମା ହୋଇ ପାରନ୍ତି ନାହିଁ |

ତେବେ ଏକ ମହିଳା ଯେତେବେଳେ ମା ହୋଇ ପାରି ନଥାଏ ତେବେ ତାହା ଜୀବନ ର ଏକ ଅଭିଶାପ ଭଳି ହୋଇ ଯାଇଥାଏ, ମା ହେଲା ପରେ ଏକ ମହିଳା ତା ଜୀବନ ରେ ସବୁ ଖୁସି ଲାଭ କରିଥାଏ | ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ |

ତେବେ ଗର୍ଭ ରେ ପୁଅ ଅଛି କି ଝିଅ ଅଛି ତାହା କେହି ମଧ୍ୟ ଜାଣି ନଥାନ୍ତି କିନ୍ତୁ ଏହା ଜାଣିବାର କୌଣସି କାରଣ ନଥାଏ | କିନ୍ତୁ ଆମ ସମାଜ ରେ କିଛି ଏଭଳି ବି ଲୋକ ଅଛନ୍ତି ଯେଉଁ ମାନେ ବହୁତ ଭାବି ଥାଆନ୍ତି ଯେ ପୁଅ ହେବ ନା ଝିଅ ହେବ |

ପ୍ରାୟ ସମସ୍ତେ ଇଚ୍ଛା କରି ଥାଆନ୍ତି ଯେ ଏକ ପୁଅ ହେଉ ବୋଲି ଏଣୁ ଝିଅ ହେବା ସେମାନଙ୍କର ପସନ୍ଦ ହୋଇ ନଥାଏ, କିନ୍ତୁ ଏହା ଅନୁଚିତ, ଏହା ଏକ ଆଇନ ଗତ ଅପରାଧ ଅଟେ | ତେବେ ଆମେ ଆଜି ଜଣାଇବୁ କିଛି ଏମିତି ଘରୋଇ ଉପାୟ ବିଷୟ ରେ କହିବୁ ଯାହା ଦ୍ୱାରା ଆପଣ ଙ୍କ ଗର୍ଭ ରେ ହେଉ ଥିବା ଛୁଆ ଟି ପୁଅ କି ଝିଅ ଜାଣି ପାରିବେ, ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ |

ତେବେ ସେହି ଉପାୟ ଟି ହେଉଛି ଆପଣ ଏକ ରସୁଣ ପାଖୁଡା ନିଅନ୍ତୁ ଏବଂ ଏକ ଗର୍ଭବତୀ ମହିଳା ଙ୍କୁ ସେହି ରସୁଣ ଖୁଆଇ ଦିଅନ୍ତୁ | ଏହା କେବଳ ଆପଣ 6 ମାସ ରୁ ଅଧିକ ଥିବା ଗର୍ଭବତୀ ମହିଳା ଙ୍କୁ ଖୁଆଇବେ | ଏହା ପରେ ଆପଣ ଙ୍କ ପାଟିରୁ ଯଦି ରସୁଣ ର ଗନ୍ଧ ବାହାରିଲା ତେବେ ଜାଣି ନିଅନ୍ତୁ ଯେ ଆପଣ ଙ୍କର ପୁଅ ହେବ ଆଉ ଯଦି ପାଟିରୁ ଗନ୍ଧ ନ ବାହାରିଲା ତେବେ ଜାଣି ନିଅନ୍ତୁ ଯେ ଆପଣ ଙ୍କ ଗର୍ଭ ରେ ଝିଅ ଟିଏ ଅଛି | ତେବେ ଏହି ଘରୋଇ ଉପଚାର ଟି ଅନେକ କ୍ଷେତ୍ର ରେ ପ୍ରମାଣିତ ମଧ୍ୟ ହୋଇଛି ଆପଣ ମଧ୍ୟ ଠାରେ ପ୍ରୟୋଗ କରି ଦେଖନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment