ପ୍ରେମିକା_ନିଜ_ହାତରେ_ ପ୍ରେମିକ କୁ- ଦେଇଥିଲା_ବିଷ 10 ଦିନର ଯନ୍ତ୍ରଣା ଶେଷରେ ଆଖିବୁଜିଲା ପ୍ରେମିକ

ପ୍ରେମ କରିବା ଯୁବକ ଙ୍କର ପାଇଁ ଅଭିଶାପ ହୋଇଗଲା ,ଯେଉଁ ଯୁବତୀ ଙ୍କୁ ସେ ବର୍ଷ ବର୍ଷ ଧରି ସେ ପ୍ରେମ କରି ଆସୁଥିଲେ ଆଜି ସେହି ପ୍ରେମିକା ତାଙ୍କ ମୃତ୍ୟୁ ର କାରଣ ହେବାକୁ ବସିଥିଲେ।

ଯାହାକୁ ଦିନେ ନିଜ ଜୀବନ ବୋଲି ଭାବିଥିଲେ ଆଜି ସେହି ଯୁବତୀ ତାଙ୍କର ଜୀବନ ନେବାକୁ ପଛେଇ ନାହାନ୍ତି ଆଉ ଶେଷ ରେ ନିଜ ଜୀବନ ସହ ୧୦ ଦିନ ହେବ ଲଢେଇ କରିବା ପରେ ସେ ଜୀବନ ହାରିଛନ୍ତି। ତେବେ ବନ୍ଧୁଗଣ ଏହିପରି ଅତ୍ୟନ୍ତ ଦୁଃଖ ଘଟଣା ଟି ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଯାହା ବିଷୟ ରେ ଶୁଣିଲେ ଆପଣ ଭାବି ପାରିବେ ନାହିଁ ଏହି ଯୁବତୀ ଜଣଙ୍କ ଏତେ ତଳକୁ ଖସିଯାଇ ପାରନ୍ତି ବୋଲି।

ତେବେ ସମ୍ପୂର୍ଣ୍ଣ ଘଟଣା କିଛି ଏହିପରି ଥିଲା କି, ଶରଣ ନାମକ ଜଣେ ଯୁବକ କ୍ରିଷ୍ନା ନାମକ ଜଣେ ଯୁବତୀ ଙ୍କୁ ଦୀର୍ଘ ଦିନ ଧରି ଭଲ ପାଇ ଆସୁଥିଲେ। ତେବେ ଉଭୟ ଙ୍କ ମଧ୍ୟରେ ସବୁ କିଛି ଠିକ ଠାକ ଥିଲା , ମାତ୍ର ଏହା ମଧ୍ୟରେ ତ୍ରିଷ୍ଣା ଙ୍କ ର ବିବାହ ତାଙ୍କ ର ପରିବାର ଲୋକେ ଅନ୍ୟତ୍ର ଠିକ କରେଇ ଦେଇଥିଲେ। ତେବେ ନିଜ ର ବିବାହ ଅନ୍ୟ ସ୍ଥାନ ରେ ଠିକ ହେବା ପରେ ସେ ଶରଣ ଙ୍କ ସହ ପ୍ରେମ କୁ ପ୍ରତାରଣା କରିବା ପାଇଁ ଚାଁହୁ ଥିଲେ। ମାତ୍ର ଶରଣ ତାଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ ତେଣୁ ସେ ତାଙ୍କୁ ଛାଡିବା ପାଇଁ ରାଜି ହୋଇ ନଥିଲେ।

ମାତ୍ର ତ୍ରିଷ୍ଣା ,ଶରଣ ଙ୍କ ସହ ବ୍ରେକ ଅଫ କରେଇ ଦେଇଥିଲେ ମାତ୍ର ଶରଣ ନମାନିବା ରୁ ସେ ପ୍ରତିଦିନ ଭିନ୍ନ ଭିନ୍ନ ବାହାନା କରୁଥିଲେ ତାଙ୍କ ଠାରୁ ଦିରେଇ ଯିବା ପାଇଁ। କିନ୍ତୁ ସବୁଥିରେ ସେ ବିଫଳ ହେବା ପରେ ଶେଷ ରେ ଏହିପରି ଏକ କୋଠର ନିଷ୍ପତ୍ତି ନେଇଥିଲେ ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ଅଟେ। ତେବେ ସେ ଯୋଜନା କରିଥିଲେ ସବୁ ଦିନ ପାଇଁ ନିଜ ଜୀବନ ରୁ ତାଙ୍କୁ ହଟେଇ ଦେବା ପାଇଁ। ଆଉ ଶରଣ ଙ୍କୁ ଡାକିଥିଲେ ଘର କୁ , ଶରଣ ତାଙ୍କ ଘରେ ପହଁଚିବା ପରେ ସେ ତାଙ୍କ ଜୁସ ରେ ବିଷ ମିଶାଇ ଦେଇଥିଲେ ଯାହାକୁ ପିଇବା ପରେ ଶରଣ ସଂଗେ ସଂଗେ ଅସୁସ୍ଥ ହୋଇ ଯାଇଥିଲେ।

ତେବେ ପରେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ କୁ ନେଇଥିଲେ ଆଉ ତାଙ୍କ ପରିବାର ଲୋକେ ଏହା ହତ୍ୟା ବୋଲି ପୋଲିସ ରେ ଅଭିଯୋଗ କରିଥିଲେ। ତେବେ ଗତ ୧୦ ଦିନ ହେବ ସେ ନିଜ ଜୀବନ ସହ ଲଢେ଼ଇ କରି ଶେଷ ରେ ମୃତ୍ୟୁ ବରଣ କରିଛନ୍ତି। ମାତ୍ର ମୃତ୍ୟୁ ପୂର୍ବରୁ ଶେଷ କଥା ରେ ମଧ୍ୟ ସେ ନିଜ ପ୍ରେମିକା ର ନାମ ନେଇ ନଥିଲେ। ମାତ୍ର ପୋଲିସ ଏ ବିଷୟରେ ତ୍ରିଷ୍ଣା ଙ୍କୁ ପଚାରିବା ପରେ ସେ ସବୁ ସତ କଥା କହିଥିଲେ ଆଉ ଗିରଫ ହୋଇଥିଲେ। ମାତ୍ର ପରେ ବାହାନା କରି ଜେଲ ର ପାଇଖାନା ରେ ଥିବା ଫିନାଇନ କୁ ପିଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲେ ମାତ୍ର ବର୍ତ୍ତମାନ ସୁସ୍ଥ ଅଛନ୍ତି। ତେବେ ଘଟଣା ଟି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment