ବନ୍ଧୁମାନେ ଆମ ଜୀବନ ଭିତରେ ଅନେକ ଘଟଣା ଘଟିଥାଏ,ତେବେ ସେହି ଭିତରେ ବି ଅନେକ ନୀତି ନିୟମ ଆମକୁ ମାନି ଚଳିବାକୁ ପଡିଥାଏ ।ତେବେ ସେହି ନୀତି ନିୟମ ଗୁଡିକ ଆମ ଜୀବନରେ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ।ତେବେ ଆମେ ଆଜି ଆପଣଙ୍କୁ କିଛି ନିୟମ ଗୁଡିକ ବିଷୟରେ କହିବୁ ଯାହା ମାନି ଚଳିଲେ ଆପଣଙ୍କ ଜୀବନ ଆହୁରି ସୁରକ୍ଷିତ ଓ ସୁଚାରୁ ରୁପେ ପରିଚାଳିତ ହେବ ।ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ କଣ କଣ ।
1.ବନ୍ଧୁମାନେ ମନେ ରଖନ୍ତୁ ସକାଳ ସମୟ ସମସ୍ତଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ତେଣୁ ସକାଳ ସମୟ ଭଲରେ ଆରମ୍ଭ ହେବା ଦରକାର ।ତେବେ ମନେ ରଖନ୍ତୁ ସକାଳୁ ଉଠି ଏହି ପାଞ୍ଚ ଜଣକ ର ମୁହଁ କେବେ ଦେଖନ୍ତୁ ନାହିଁ,1.ଦୋଚାରୁଣୀ ସ୍ତ୍ରୀ,
2.ଲଂଗଳା ଛୁଆ,3.ଏକ ଆଖିଆ ଲୋକ,4.କୃପଣ ଲୋକ ଓ 5.ଭିକାରୀ ।
2.ଆମ ଜୀବନରେ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ତେବେ ମନେ ରଖନ୍ତୁ ଆପଣ ସବୁଦିନ 8 ଲିଟର ପାଣି ପିଇବା ଦରକାର ।ଆଉ ପାଣି ପିବାବେଳେ କେବେ ଛିଡା ହେଇ ପାଣି ପିଅନ୍ତୁ ନାହିଁ ସବୁବେଳେ ବଶି ପାଣି ପିଇବା ଦରକାର ।ଏହା ବ୍ୟତୀତ କେବେ ଭୁଲରେ ବି ପାଣିରେ ମଳ ମୂତ୍ର ତ୍ୟାଗ କରନ୍ତୁ ନାହିଁ ।ଆଉ ଏସବୁ ମାନିଲେ ଖୁବ ଭଲ ହେବ ।
3.ତେବେ ଯେତେବେଳେ ଗୋଡ଼ ଝିମଝିମ ହେଇଯାଏ ସେତେବେଳେ ଆପଣ ଯେଉଁ ଗୋଡ଼ ଝିମଝିମ ହେଉଥିବ ତାହାର ବିପରୀତ କାନ କୁ ଟାଣି 7 ଥର ଓଂ ର ଉଚ୍ଚାରଣ କରନ୍ତୁ ଦେଖିବେ ଝିମଝିମ ତୁରନ୍ତ କମିଯିବ ।
4.ଆଉ ମନେ ରଖନ୍ତୁ ପାଟିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ କେବେ ଗୁରେ ପକାନ୍ତୁ ନାହିଁ ଯଦି ଏମିତି କରନ୍ତି ତେବେ ଅର୍ଜନ କରିଥିବା ସବଉ ଯଶ କୁଆଡେ ଚାଲିଯିବ ।
5.ଯେତେବେଳେ କାହା ଉପରେ ରାହୁଙ୍କର ଦଶା ପଡିଥାଏ ସେତେବେଳେ ଆପଣ ଘରକୁ ଆସୁଥିବା ଅତିଥି ଙ୍କୁ ଥଣ୍ଡା ଶୁଦ୍ଧ ପାଣି ଦିଅନ୍ତୁ ଦେଖିବେ ରହୁ ଦଶାରେ ଶୁଭ ଫଳ ମିଳିବ ।
6.କ୍ରୋଧ ମଣିଷ ର ବଡ଼ ଶତ୍ରୁ ତେବେ ଯେତେବେଳେ ବି କ୍ରୋଧ ଆସୁଛି ସେତେବେଳେ ଆପଣ 1 ରୁ 20 ଯାଏ ଗଣନ୍ତୁ ତାପରେ 20 ରୁ ପୁଣି 1 ଯାଏ ଗଣନ୍ତୁ ।ଆଉ ନହେଲେ କ୍ରୋଧ ଆସୁଥିବା ସମୟରେ ଆଇନା ଆଗରେ ଛିଡା ହେଇ ପାନିଆଁରେ ମୁଣ୍ଡ କୁଣ୍ଡାନ୍ତୁ ଦେଖିବେ ରାଗ ଆପେ ଆପେ କମିଯିବ ।
7.ଆପଣ ଯେତେବେଳେ ବି ମନ୍ଦିର ଯାଉଛନ୍ତି ସେତେବେଳେ ମନେ କରି କିଛି ସମୟ ମନ୍ଦିରର ମୁଖଶାଳା ରେ ବସନ୍ତୁ ଯାହାଦ୍ୱାରା ମନ୍ଦିର ର ସଦ ଭାବନା ମନରେ ଜାଗ୍ରତ ହେଇଥାଏ ।
8- ଅଧିକାଂଶ ସମୟ ରେ ଦେଖିବାକୁ ମିଳେ କି , ଲୋକମାନେ ଗାଧେଇବା ସମୟ ରେ ଉଲଗ୍ନ ହୋଇ ଗାଧେଇ ଥାନ୍ତି ।ମାତ୍ର ଏହିଭଳି ଗାଧେଇବା ବହୁତ ଅଶୁଭ ହୋଇଥାଏ। କାରଣ ଆମେ ଗାଧେଇବା ସମୟ ରେ ଆପଣ ଆଖ ପାଖରେ ପୁର୍ବ ପୁରୁଷ ମାନେ ରହିଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।