Ramdev Health Tips-ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର , ଏବଂ 16 ଟି ରୋଗକୁ କରନ୍ତୁ ବାଏ ବାଏ….

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଜୁଳି ର ଗୋଟିଏ ପତ୍ର 15 ରୁ ଅଧିକ ରୋଗ ଠିକ୍ କରିଥାଏ । ଯେଉଁଥିରେ ଦାନ୍ତର କଷ୍ଟ , ମାଢିରେ କଷ୍ଟ. ଆଣ୍ଠୁରେ କଷ୍ଟ,ବ୍ରଣ ଏବଂ ଡାଇବେଟିସ୍ ଭଳି ଅନେକ ସବୁ ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇଥାଏ ।ତେବେ ଆସନ୍ତୁ ଜାଣିବା କିପରି ଭାବେ ପିଜୁଳି ସହ ତାର ପତ୍ର ବି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ପ୍ରଥମତଃ , ଯେଉଁ ଲୋକଙ୍କୁ ବହୁତ ଦିନରୁ ଗଣ୍ଠି ବିନ୍ଧା ହେଉଛି , ସେହି ଲୋକଙ୍କ ପାଇଁ ଏହାର ପତ୍ର ବହୁତ ଅଧିକ ଲାଭଦାୟକ ହୋଇଥାଏ ।ଏଥିପାଇଁ , ପିଜୁଳିର ପତ୍ରକୁ କୁଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ୱାରା ଆରାମ ମିଳିଥାଏ ।ଆପଣଙ୍କ କଷ୍ଟ ମଧ୍ୟ ଦୂର ହୋଇଥାଏ ।

ଦ୍ୱିତୀୟତଃ, ପିଜୁଳି ପତ୍ର ର ସେବନ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କରିପାରିବେ ।ଏହାଦ୍ୱାରା ପେଟ ରୋଗ ମଧ୍ୟ ଦୂର ହୋଇଥାଏ ।ଯେଉଁଲୋକମାନଙ୍କୁ ଡାଇରିଆ ସମସ୍ୟା ରହିଛି , ସେମାନଙ୍କୁ ପିଜୁଳିର ପତ୍ର ବହୁତ ଲାଭଦାୟକ ହୋଇଥାଏ ।ଏଥିପାଇଁ ପିଜୁଳିର ପତ୍ରକୁ ଏକ କପ୍ ପାଣିରେ ଫୁଟାଇ ସେହିପାଣିକୁ ଭଲଭାବରେ ଛାଣି ପିଅନ୍ତୁ ।

ତୃତୀୟ, ବହୁତ ଲୋକଙ୍କୁ ସ୍ୱପ୍ନ ଦୋଷ ହୋଇଥାଏ ।ସେମିତି ଲୋକଙ୍କୁ ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ ।ଏଥିପାଇଁ ପିଜୁଳି ପତ୍ରର ରସ ବାହାର କରି ସେଥିରେ ମହୁ ମିଶାଇ ପ୍ରତିଦିନ ନିୟମିତ ଭାବରେ ସେବନ କରନ୍ତୁ ।ଏହାଦ୍ୱାରା ଆପଣଙ୍କ ସ୍ୱପ୍ନ ଦୋଷ ବହୁତ ଶୀଘ୍ର ଭଲ ହୋଇଯିବ ।

ଚତୁର୍ଥ , ମୋଟାପଣ- ପିଜୁଳିର ଜଟିଳ ସ୍ଟାର୍ଚ୍ କୁ ସୁଗାର ରେ ପରିଣତ ହେବାକୁ ରୋକିଥାଏ ।ଏହାଦ୍ୱାରା ଶରୀରର ଓଜୋନ କମ୍ କରିବାରେ ସହାୟତା ମିଳିଥାଏ ।

ପଞ୍ଚମ- କୋଷ୍ଠକାଠିନ୍ୟ- ପିଜୁଳିର କଅଁଳିଆ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ସେବନ କରିବା ଦ୍ୱାରା ବହୁକ ପୁରୁଣା କୋଷ୍ଠକାଠିନ୍ୟ ରୁ ମୁକ୍ତି ମିଳିଥାଏ ।

ଷଷ୍ଠ- ଦୁର୍ବଳତା- ପିଦୁଳିର ପତ୍ରକୁ ପେଶି ସେଥିରୁ ରସ ବାହାର କରି ସେଥିରେ ସ୍ନାଦ ଅନୁସାରେ ଚିନି ମିଶାଇ ତାହାର ସେବାନ କରିବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୋଇଥାଏ ।

ସପ୍ତମ- କୋଲେଷ୍ଟେରଲ୍- ପିଜୁଳି ପତ୍ରର ଜୁସ୍ ଲିଭର ରୁ ଖରାପ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।ଏହା ଖରାପ କୋଲେଷ୍ଟେରଲ୍ କୁ ମଧ୍ୟ ଠିକ୍ କରିଥାଏ ।

ଅଷ୍ଟମ- ପାଚନ ତନ୍ତ୍ର- ପିଜୁଳିର ପତ୍ର ବା ଏଥିରୁ ପ୍ରସ୍ତୁତ ହୋଇଥିବା ଜୁସ୍ ଆପଣ ଆପଣଙ୍କର ପାଚନ ତନ୍ତ୍ରକୁ ଠିକ୍ କରି ପାରିବେ ।ଏହା ଦ୍ୱାରା ଫୁଡ୍ ପଏଜନ୍ ର ଡର ନ ଥାଏ ।

ନବମ- ଦାନ୍ତର ସମସ୍ୟା – ଦାନ୍ତ କଷ୍ଟ, ଗଳା ରେ କଷ୍ଟ,ଦାନ୍ତ ମାଢି ଆଦି ରେ କଷ୍ଟ ହେଉଥିଲେ ପିଜୁଳି ପତ୍ର ର ରସ ପିଇବା ବହୁତ ଲାଭଦାୟକ ହୋଇଥାଏ ।

ଦଶମ- ଡେଙ୍ଗୁ ଜ୍ୱର – ଡେଙ୍ଗୁ ଜ୍ୱର ରେ ପିଜୁଳି ପତ୍ରର ରସ ସେବନ କରିବା ଦ୍ୱାରା ଏହା ଡେଙ୍ଗୁ ଜ୍ୱର ସଂକ୍ରମଣ କମ୍ କରିବାରେ ବହୁତ ସହାୟକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment