Sadhubani Anuchinta – ଯଦି କନ୍ୟାର ନାକ ଭିତରେ କେଶ ରହେ ଉଠେ ତେବେ କଣ ସୂଚନା ମିଳେ ? ଜାଣନ୍ତୁ ଆଜିର କିଛି ଖାସ କଥା

ତେବେ ବର୍ତ୍ତମାନ ଆମେ ଏବେକାର ଆଧୁନିକ ଯୁଗ ରେ ବଞ୍ଚି ଆସୁଛୁ | ଆଜି କାଲି ର ସାମଜ ରେ ବିଭିନ୍ନ ଟେକ୍ନୋଲୋଜି ଜିନିଷ ଦ୍ୱାରା ଆମେ ବଞ୍ଚୁଛୁ | ଏହା ସହିତ ପୁରୁଣା ଶାସ୍ତ୍ର ଏବଂ ପୁରାଣ ରେ ବର୍ଣ୍ଣିତ କଥା ଗୁଡ଼ିକ ମଧ୍ୟ ପାଳନ କରିବା କଥା ଯାହା ଦ୍ୱାରା ଆମର ହିଁ ଉପକାର ହୋଇ ଥାଏ | ଆମ ନିଜ କର୍ମ କୁ ନେଇ ହିଁ ଆମେ ଫଳ ପାଇ ଥାଉ କିନ୍ତୁ ଆମର ଏହିଭଳି କିଛି ଅଭ୍ୟାସ ଥାଏ ଯାହାକୁ ଆମେ ଛାଡ଼ି ପାରି ନଥାଉ ଏବଂ ପରେ ପସ୍ତେଇ ହେଇଥାଉ | ତେବେ ଆମେ ଆଜି ଏହିଭଳି କିଛି କେତୋଟି କଥା ଜଣାଇବୁ ଯାହା ଆପଣଙ୍କ ପାଇଁ ଉପକାର, ତେବେ ଆସନ୍ତୁ ଜାଣିବା ଏହି ବିଷୟରେ |

୧. ସାଧାରଣତଃ ଲୋକ ମାନେ ଖାଇବା ବେଳେ ଗାଲ ରେ ଏବଂ ମୁଣ୍ଡ ରେ ହାତ ଦେଇ ବସି ଥାଆନ୍ତି, ଏଭଳି କରିବା ଉଚିତ ନୁହେଁ ନହେଲେ ଘର କୁ ଦରିଦ୍ର ପ୍ରବେଶ ହୋଇ ଥାଏ |

୨. ସକାଳେ ଉଠିବା ମାତ୍ରେ ଆଇନା ରେ ନିଜ ମୁଖ ଦେଖନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇ ଥାଏ | ସକାଳେ ଉଠି ନିଜ ମୁଖ ଧୁଅନ୍ତୁ ଏବଂ ଦେବା ଦେବୀ ଏବଂ ବାପା ମାଙ୍କର ମୁଖ ଦର୍ଶନ କରନ୍ତୁ ଏହା ବହୁତ ଶୁଭ ହୋଇଥାଏ |

୩. ଯଦି ଆପଣଙ୍କ ଘରେ କେବେ କଳା ପେଚା ଆସି ଥାଏ ତେବେ ଏହା ଅଶୁଭ ହୋଇଥାଏ ଏବଂ ଯଦି ଆପଣଙ୍କ ଘରେ ଧଳା ପେଚା ଆସିଥାଏ ତେବେ ଏହା ଶୁଭ ଅଟେ |

୪. ସନ୍ଧ୍ୟା ସମୟ ରେ କେବେ ଖାଇବା ଶୋଇବା ଭଳି କାର୍ଯ୍ୟ କରନ୍ତୁ ନାହିଁ ଏହା ବ୍ୟକ୍ତି ପାଇଁ ଅମଙ୍ଗଳ ହୋଇଥାଏ |

୫. ବିବାହିତା ସ୍ତ୍ରୀ ମାନେ କେବେ ଭୁଲ ରେ ବି ଆଙ୍ଗୁଠି ରେ ସିନ୍ଦୁର ପିନ୍ଧନ୍ତୁ ନାହିଁ ଏହା ଦ୍ୱାରା ସ୍ୱାମୀ ମାନଙ୍କର ଅଶୁଭ ହୋଇ ଥାଏ, ରୁପା କଣ୍ଟା ବା କାଠିରେ ସିନ୍ଦୁର ଲଗାନ୍ତୁ ଏହା ମଙ୍ଗଳ ହୋଇଥାଏ |

୬. ଗାଧୋଇବା ସମୟରେ ସମ୍ପୂର୍ଣ ଉଲଗ୍ନ ହୋଇ ଗାଧୋଇବା କଥା ନୁହେଁ କାରଣ ଏହି ସମୟରେ ପିତୃ ପୁରୁଷ ମାନେ ପାଖେ ପାଖେ ରହିଥାନ୍ତି ଯାହା ଦ୍ୱାରା ସେମାନେ ଗାଧେଇବା ଓଦା ଲୁଗା ପାଣିରେ ସନ୍ତୁଷ୍ଟ ଲାଭ କରନ୍ତି |

୭. ପ୍ରତିଦିନ ସକାଳେ ଉଠିବା ପରେ ଏକ ଗ୍ଲାସ ଜଳ ସେବନ କରନ୍ତୁ ଏହା ଦ୍ୱାରା ପେଟ ଅନେକ ରୋଗ ରୁ ରକ୍ଷା ପାଇଥାଏ ଏବଂ ଶରୀର ର ଅନେକ ଉପକାର ହୋଇ ଥାଏ |
୮.ପ୍ରତିଦିନ ସକାଳେ ଦୁଇଟି ନିମ୍ବପତ୍ର କୁ ମୁଣ୍ଡ ରେ ଲଗାଇ ତାହାକୁ ସେବନ କରନ୍ତୁ ଏହା ଦ୍ଵାରା ମୁହଁରେ ଚମକ ଆସିବା ସହ ମୁହଁରେ ଥିବା ଦାଗ ଗୁଡ଼ିକ ଭଲ ହୋଇଯାଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment