ଶୁଣନ୍ତୁ ଭାଇରାଲ Audio Call : ମୃତ୍ୟୁ ପୂର୍ବରୁ ଆଜେକ୍ସ ଙ୍କର ଶେଷ କଥା….ନିଜ ପ୍ରେମିକା ଙ୍କୁ ଶେଷ ଥର କଣ ଓଡ଼ିଓ ରେକର୍ଡ ରେ ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ..

ବନ୍ଧୁମାନେ ଡିଜେ ଆଜେକ୍ସ ଙ୍କ ମୃତ୍ୟୁ ଘଟିବା ପରେ ଗୋଟିଏ ପରେ ଗୋଟିଏ ନୂଆ ଘଟଣା ସମ୍ନାକୁ ଆସିବାରେ ଲାଗିଛି ।କେମିତି ପ୍ରେମିକା ଠାରୁ ଧୋକା ମିଳିବା ପରେ ଭାଙ୍ଗି ପଡ଼ିଥିଲେ ପ୍ରେମିକ ଆଜେକ୍ସ ତାହା ବିଷୟରେ ସାଙ୍ଗସାଥି ଯେତେ କହୁଥିଲେ ବି ବର୍ତ୍ତମାନ ଆଜେକ୍ସ ମନର କଥା ଶୁଣିବାକୁ ମିଳିଛି ।ତେବେ ହଁ ଦର୍ଶକ ବନ୍ଧୁ ଡିଜେ ଆଜେକ୍ସ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମନର ସବୁ କଥାକୁ ଓଡ଼ିଓ ରେକର୍ଡ କରିଥିଲେ ।ଆଉ ବର୍ତ୍ତମାନ ଆଜେକ୍ସ ଙ୍କ ସେହି ଶେଷ କଥା ଶୁଣିବାକୁ ମିଳୁଛି, ତେବେ କଣ କହିଥିଲେ ଆଜେକ୍ସ ଆସନ୍ତୁ ଜାଣିବା ।

 

ପ୍ରେମ ଓ ପ୍ରତାରଣା ର ଶିକାର ହେଇ ଆଜି ଅନେକ ଯୁବପିଢ଼ି ଅକାଳରେ ଜୀବନ ହାରି ଦେଉଛନ୍ତି ।ଆଉ ସେମିତି ଏକ ପ୍ରେମିକାର ଧିକାର ଶିକାର ହେଇ ଆଜି ଆଉ ଗୋଟିଏ ପ୍ରେମିକ ର ଜୀବନ ବଳି ପଡ଼ି ଯାଇଛି ।ଭୁବନେଶ୍ୱର ର ଡିଜେ ଆଜେସ୍କ ଯିଏ ଲୋକଙ୍କୁ ନିଜ ଗୀତ ତାଳରେ ନଚାଉ ଥିଲେ ସେ ଆତ୍ମହତ୍ୟା କରିଛନ୍ତି ।ଆଉ ଆତ୍ମହତ୍ୟା ପଛର କାରଣ ହେଉଛି ପ୍ରେମ, ତେବେ ସୂଚନା ଅନୁଯାୟୀ ଆଜେକ୍ସ ଆଜେକ୍ସ ହାଇଟେକ ମେଡ଼ିକାଲ କଲେଜ ର ଡେଣ୍ଟାଲ ଡିପାର୍ଟ ମେଣ୍ଟ ର ଜିଜ୍ଞାସା ଙ୍କୁ ଭଲ ପାଉଥିଲେ ।ଆଉ ସେହି ପ୍ରେମିକା ଆଜେକ୍ସ ସବୁକିଛି କରୁଥିଲେ କିନ୍ତୁ ଶେଷରେ ତାଙ୍କୁ ପ୍ରେମିକା ଠାରୁ ଧୋକା ମିଳିଥିଲା ।ତେବେ ଆଜେକ୍ସ ଶେଷ ଥର ପ୍ରେମିକା କୁ କିଛି କହି ଯାଇଛନ୍ତି, ତାହା ଶୁଣିଲେ ଆପଣ ଜାଣି ପାରିବେ ସେ ତାଙ୍କ ପ୍ରେମିକା କୁ କେତେ ଭଲ ପାଉଥିଲେ ।

ତେବେ ଆଜେକ୍ସ ମରିବ ପୂର୍ବରୁ ଏକ ଓଡ଼ିଓ ରେକର୍ଡ କରିଥିଲେ ଯେଉଁଥିରେ ସେ କହିଛନ୍ତି କି,ମୋତେ ଓଡ଼ିଓ ରେକର୍ଡ କରି ଶୁଣିବାକୁ ଭଲ ଲାଗେ ଆଉ ଆଜି ତମ ପାଇଁ ବି ଏହି ଓଡ଼ିଓ ରେକର୍ଡ କରୁଛି ।ବାବୁ କାଲି ଆଉ ମୋତେ ଯେତେ ଡାକିଲେ ବି ମୁଁ ଉଠିବି ନାହିଁ,ତମକୁ ମୁଁ କଳା ରଙ୍ଗରେ ଡ୍ରେସରେ ଭଲ ଲାଗେ ।ଆଜି ମୁଁ ଏହି ଡ୍ରେସ ପିନ୍ଧି ବେକରେ ଫାଶୀ ଦେଉଛି,ମୋ ପରିବାର କୁ ଭୁଲି ତମକୁ ଜୀବନ କରିଥିଲି କିନ୍ତୁ ତମେ ମୋତେ ଏତେ ବଡ଼ ଧୋକା ଦେବ ଭାବି ନଥିଲେ ।ଶେଷ ଥର ପାଇଁ ବାବୁ ଆଇ ଲଭ ୟୁ ,ମୁଁ ତମକୁ ବହୁତ ଭଲ ପାଏ ” ।

ତେବେ ଏମିତି ବହୁତ କିଛି କଥା ଆଜେକ୍ସ ନିଜ ମନ ଭିତରେ ରଖିଥିଲେ ଆଉ ସେ ପ୍ରେମିକା କୁ କହିବାକୁ ଚାହିଁଥିଲେ କିନ୍ତୁ ପ୍ରେମିକା ଦେଖା କରିବା ଦୂରର କଥା କଲ ବି ଋଷିଭ କରିନଥିଲା ।ଆଉ ଶେଷରେ ଏମିତି ବହୁତ କଥା କହି ଆଜେକ୍ସ ଏହି ରେକର୍ଡ କରିଥିବା ଓଡ଼ିଓ ପ୍ରେମିକା ଜିଜ୍ଞାସା ଙ୍କୁ ପଠେଇ ଥିଲେ ।ତେବେ ବର୍ତ୍ତମାନ ଏହି ଓଡ଼ିଓ ର କଥା ଗୁଡିକ ଜଣାପଡିବା ପରେ ଜାଣି ହେଉଛି କି ଆଜେକ୍ସ ମନରେ କେତେ ଦୁଃଖ ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।