ବହୁ ଚର୍ଚ୍ଚିତ ଲୋକପ୍ରିୟ ଓଡ଼ିଆ DJ ଆଜେକ୍ସଙ୍କ ମୃତ୍ୟୁ ଏତେ Femous ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

ବନ୍ଧୁମାନେ ଆମର ଏହି ଦୁନିଆରେ ପ୍ରତ୍ୟେକ ଦିନ ଏମିତି ସବୁ ଘଟଣା ଗୁଡିକ ଘଟୁଛି ଯେ ଯାହାକୁ ସହଜରେ ବିଶ୍ୱାସ କରିବା ବି ମୁସ୍କିଲ ହେଇପଡ଼ୁଛି ।ପ୍ରତିଦିନ କୋଉଠି କିଏ ହତ୍ୟା କଲାଣି ତ କିଏ ଆତ୍ମହତ୍ୟା କଲାଣି ଏମିତି ଘଟଣା ଆଜି ଏକ ସାଧାରଣ କଥା ପାଲଟି ଗଲାଣି ।

ଆଉ ରାଜଧାନୀ ଭୁବନେଶ୍ବର ତ ମୃତ୍ୟୁ ର ଗନ୍ତିବ୍ୟ ସ୍ଥଳ ପାଲଟି ଗଲାଣି, ସେଥିପାଇଁ ତ ସେଠି ପ୍ରତିମାସରେ ଗୋଟିଏ ଗୋଟିଏ ହତ୍ୟା ଓ ଆତ୍ମହତ୍ୟା ଘଟୁଛି ।ଆଉ ଆଜି ଦେଖୁନାହାନ୍ତି ପୁଣି ଏକ ମୃତ୍ୟୁ ର ଖବର ପୁରା ରାଜଧାନୀ ରେ ଛାଞ୍ଚଲ୍ୟ ସୃଷ୍ଟି କରିଛି ।ତେବେ ଏହି ମୃତ୍ୟୁ କୋଉ ସାଧାରଣ ଲୋକ ନୁହେ ବରଂ ଖୁବ ନାମିଦାମୀ ଡିଜେ ଆଜେକ୍ସ ଙ୍କ ମୃତ୍ୟୁ ଘଟିଛି ।

ତେବେ ଆମେ ଯେତେ ପପ କି ବାର ଯାଉ ସେତେବେଳେ ମ୍ୟୁଜିକ ର ତଡକା ଦେଇଥାନ୍ତି ଡିଜେ ମାନେ ।ଆଉ ଡିଜେ ଆଜେସ୍କ ଅରଫ ଅକ୍ଷୟ କୁମାର ଓଡ଼ିଶାର ଜଣେ ଖୁବ ଜଣାଶୁଣା ଦୁଜେ ଥିଲେ, ବହୁତ ଅଳ୍ପ ଦିନ ଭିତରେ ସେ ବହୁତ ନାଆ କମେଇ ପାରିଥିଲେ ।ହେଲେ ଆଜି ସକାଳୁ ସକାଳୁ ଖବର ଆସିଛି କି ଆଶ୍ଚର୍ଯ୍ୟ ଜନକ ଭାବେ ତାଙ୍କର ମୃତ୍ୟୁ ଘଟିଛି ।ତେବେ ଭୁବନେଶ୍ୱର ଖାରବେଳ ନଗର ର ତାଙ୍କ ଘରୁ ହିଁ ତାଙ୍କର ଝୁଲନ୍ତା ଶରୀର ଉଦ୍ଧାର ହେଇଥିଲା ।ଯାହା ଦେଖି ସମସ୍ତଙ୍କୁ ବହୁତ ବଡ଼ ଝଟକା ଲାଗିଥିଲା ।

ତେବେ ସୂଚନା ଅନୁଯାୟୀ ଡିଜେ ଆଜେକ୍ସ ଓଡିଶା ରେ ଜଣେ ଲୋକପ୍ରିୟ ଡିଜେ ଥିଲେ, ତାଙ୍କ ଗୀତରେ ସବୁବେଳେ ସମସ୍ତେ ଝୁମି ଆସୁଥିଲେ ।ହେଲେ ଆଜି ଖାରବେଳ ନଗର ସ୍ଥିତ ତାଙ୍କ ଘରୁ ତାଙ୍କର ଝୁଲନ୍ତା ଶରୀର ଉଦ୍ଧାର ହେଇଥିଲା ।ତେବେ କୁହା ଯାଉଛି କି ଆଜେକ୍ସ ସନ୍ଧ୍ୟା 6.60 ରେ ଶେଷ ଥର ନିଜ ପରିବାର ସହିତ କଥା ହେଇଥିଲେ ।ଆଉ ତାପରେ କଣ ହେଲା କେଜାଣି ଆଜି ତାଙ୍କର ମୃତ ଶ୍ରୀ ମିଳିଲା,ତେବେ ପୁଅ ର ଏମିତି ଆଶ୍ଚର୍ଯ୍ୟ ଜନକ ମୃତ୍ୟୁ ଦେଖି ବାପା କିଛି କାରଣ ଖୀ ପାରୁ ନଥିବା ବେଳେ ପୁଅ କୁ କେହି ହତ୍ୟା କରିଛି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ।ଅନ୍ୟପଟେ ଆଜେକ୍ସ ଙ୍କ ସହିତ ଜଡିତ ଜଣେ ଯୁବତୀ ଙ୍କର କିଛି ସୁରାକ ମିଳିଛି ଯାହା ସମସ୍ତଙ୍କୁ ସନ୍ଦେହ ରେ ପକେଇ ଦେଇଛି ।


ଜଣା ପଡ଼ିଛି କି ଆଜେକ୍ସ ଜଣେ ଯୁବତୀ ଙ୍କ ସହିତ କଣ୍ଟାଣ୍ଟ ରେ ଥିଲେ ତାହାର ପ୍ରମାଣ ସ୍ୱରୂପ ସେହି ଯୁବତୀ ଙ୍କ ସହିତ ଆଜେକ୍ସ ଙ୍କର କିଛି ଚାର୍ଟ ଓ ଯୁବତୀ ଙ୍କ ଜନ୍ମଦିନ ଫୋଟ ରହିଛି ।ହେଲେ ଏହି ଯୁବତୀ ଜଣକ କିଏ ଓ ଆଜେକ୍ସ ଙ୍କ ସହିତ ତାଙ୍କର କଣ ସମ୍ପର୍କ ଥିଲା ତାହା ଏବେ ଯାଏ ଜଣା ପଡ଼ିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।