ରସିକିଆ ସାରଙ୍କ ରାସଲୀଳା – ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ଅନ୍ତରଙ୍ଗ ମୁହୂତ୍ତର ଭିଡ଼ିଓ

ବନ୍ଧୁଗଣ ବର୍ତ୍ତମାନ ଶିକ୍ଷା ଗୋଟିଏ ବ୍ୟାପାର ହୋଇଗଲାଣି ଆଉ କୌଣସି ବିଦ୍ୟାଳୟ କିମ୍ବା କଲେଜ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଗ ଭଳି ପାଠ ପଢ଼ାଉ ଥିବାର ଦେଖିବାକୁ ମଧ୍ୟ ମିଳୁ ନାହାନ୍ତି।

ଓଲଟା ଏମାନେ ବିଦ୍ୟାଳୟ କୁ ଯାଉଛନ୍ତି କେବଳ ନିଜର ଏଞ୍ଜେୟମେଣ୍ଟ ପାଇଁ ଆଉ ବର୍ତ୍ତମାନ ତ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି ଯେଉଁ ଠାରେ ଏକ ବିଦ୍ୟାଳୟ ର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ପିଲା ଙ୍କୁ ପାଠ ପଢ଼ାଇବା ବଦଳ ରେ ରୁମ ରେ ବସି ପ୍ରେମଲୀଳା ଲେଗେଇଛନ୍ତି। ତେବେ ଘଟଣା ଟି ସାମ୍ନା କୁ ଆସିବା ପରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚହଳ ସୃଷ୍ଟି କରିଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଆଉ ଏହିଭଳି ଶିକ୍ଷକ ଙ୍କ ପାଖରେ ପାଠ ପଢିଲେ ଆପଣ ଙ୍କ ପିଲାଙ୍କ ର ଜୀବନ କଣ ହେବ ତାହା ଆପଣ ଅନୁମାନ କରିପାରିବେ। ତେବେ ଘଟଣା ଟି କିଛି ଏହିପରି କି ଜଣେ ଶିକ୍ଷକ ଙ୍କ ର ଅନ୍ୟ ଜଣେ ମହିଳା ଙ୍କ ସହ ଅଶୀଳ ସମ୍ପର୍କ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ।

ତେବେ ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର , ତେବେ ଭଦ୍ରକ ର ଜଣେ ବିଦ୍ୟାଳୟ ର ଶିକ୍ଷକ ଅନ୍ୟ ଜଣେ ମହିଳା ଙ୍କ ସହ ଅଶୀଳ ସମ୍ପର୍କ ରେ ରହୁଥିଲେ ଆଉ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି। ତେବେ ଏହାକୁ ନେଇ ଉତେଜନା ସୃଷ୍ଟି ହୋଇଛି ଗ୍ରାମବାସୀ ଙ୍କ ମଧ୍ୟରେ। ତେବେ ସୂଚନା ଅନୁସାରେ ଏହି ଶିକ୍ଷକ ଜଣଙ୍କ ପୂର୍ବ ରୁ ଜଣେ ଛାତ୍ରୀ ଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ଆଉ ଲୋକଙ୍କ ହାତ ରେ ଧରାପଡି ମାଡ଼ ଖାଇ କ୍ଷମା ମାଗିଥିଲେ। ତେଣୁ ଲୋକ ମାନେ ତାଙ୍କୁ କ୍ଷମା କରି ଦେଇଥିଲେ।

ମାତ୍ର ଏହା ପରେ ମଧ୍ୟ ସୁଧୁରୀ ନଥିଲେ ରସିକିଆ ମାଷ୍ଟର , ପୁଣି ଥରେ ସେ ବିବାହିତ ହୋଇ ମଧ୍ୟ ନିଜ ସ୍ତ୍ରୀ ଙ୍କୁ ଧକ୍କା ଦେଇ ଅନ୍ୟ ମହିଳା ଙ୍କ ସହ ଅବୈଧ ଶାରୀରିକ ସମ୍ପର୍କ ରେ ରହୁଥିଲେ। ତେବେ ଶିକ୍ଷକ ଙ୍କ ର ଏହି ସମୟ ର କିଛି ଅସଂଯତ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦେଖିବା କୁ ମିଳିଛି ଯାହାକି ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ତେବେ ଏହା ବିଷୟ ରେ ଜାଣିବା ପରେ , ଗ୍ରାମବାସୀ ଏହି ଶିକ୍ଷକ ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବି କରିଛନ୍ତି। ତେବେ ଏହି ଘଟଣା ଟି କୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।