“Vaseline ” ଭେସଲିନ ମାଧ୍ୟମ ରେ କରନ୍ତୁ ଏହି ଘୋରଇ ଉପାୟ…..ମାତ୍ର ଗୋଟିଏ ସପ୍ତାହ ରେ କେଶ ଝଡ଼ିବା ବନ୍ଦ ହୋଇଯିବ 100% ଗ୍ୟାରେଣ୍ଟି

ତେବେ ବର୍ତ୍ତମାନ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି ଲୋକଙ୍କ ପାଇଁ ।ଏବଂ ଏହି କେଶ ଝଡ଼ିବା କୁ ରୋକିବା ପାଇଁ ବହୁତ ପ୍ରକାରର କସମେଟିକ ଜିନିଷ ବ୍ୟବହାର କରିଥାଉ ଏବଂ ଫେସନ ପଲର ର ସାହାଯ୍ୟ ମଧ୍ୟ ନେଇଥାଉ ।କିନ୍ତୁ ଏହିପରି ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ ।କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା କରିବା ଦ୍ବାରା ଆପଣ ନିଜର ଝଡିଯାଇଥିବା କେଶ କୁ ଫେରିପାଇବେ ସହ କେଶ ସୁନ୍ଦର ଘନ ଓ ମଜବୁତ ହୋଇଥାଏ ।ତେବେ ଆସନ୍ତୁ ଜଣିବା ଉପୟା ଟି ବିଷୟରେ ।

ବନ୍ଧୁଗଣ ଆପଣ ଅନେକ ସମୟରେ ପିଆଜ କୁ କେଶ ସମସ୍ୟା କୁ ରୋକିବା ପାଇଁ ବ୍ୟବହାର କରାଯାଉ ଥିବାର ଦେଖିବାକୁ ପାଉଥିବେ। ତେବେ ପିଆଜ ରେ ଥିବା ପୋଷକ ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ସରଳ ଉପାୟ ବିଷୟ ରେ ଜଣେଇବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ। ତେବେ କେବଳ ପିଆଜ ସହ ଆପଣ ଏହି ଗୋଟିଏ ଜିନିଷ କୁ ମିଶାଇ ରିମେଡି ପ୍ରସ୍ତୁତ କରନ୍ତୁ,ଦେଖିବେ ସବୁ ପ୍ରକାର ର କେଶ ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟ ରେ।

ଆବଶ୍ୟକ ସାମଗ୍ରୀ :-

ବନ୍ଧୁଗଣ ଏହି ଉପାୟ ଟିକୁ କରିବାକୁ ହେଲେ ଆପଣଂକୁ ଏହି ଜିନିଷ ଗୁଡ଼ିକ ଆବଶ୍ୟକ ଅଟେ ।ଯଥା:-
୧.ପିଆଜ
୨.ଭେସଲିନ

ରିମେଡି ପ୍ରସ୍ତୁତ କିପରି କରିବେ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ପିଆଜ କୁ ଛୋଟ ଛୋଟ କରି କାଟି ନିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ ଜଳ ମିଶାନ୍ତୁ।ଏବଂ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରିନିଅନ୍ତୁ।ଗ୍ରାଇଣ୍ଡିଂ କରିବା ପରେ ଗୋଟିଏ ପାତ୍ର କୁ ବାହାର କରି ଛଣା ସାହାଯ୍ୟ ରେ ପିଆଜ ରସ କୁ ଅଲଗା କରିନିଅନ୍ତୁ। ବର୍ତ୍ତମାନ ଏହି ପିଆଜ ରସ ରେ ଆପଣ ଦୁଇ ଚାମଚ ଭେସଲିନ ମିଶାଇ ତାହାକୁ ମିକ୍ସ କରି ନିଅନ୍ତୁ।ବର୍ତ୍ତମାନ ରିମେଡି ରେଡି ହୋଇଗଲା।

ବ୍ୟବହାର କରିବେ କିପରି:-

ଏହି ରିମେଡି ଟିକୁ ଆପଣ କେଶ ମୂଳ ରେ ଲଗାଇ ଏହାକୁ ୫-୧୦ ମିନିଟ ପର୍ଯ୍ୟନ୍ତ ମାସାଜ କରିନିଅନ୍ତୁ ଏବଂ କିଛି ସମୟ ପରେ କେଶ କୁ ଧୋଇନିଅନ୍ତୁ।ଏହି ରିମେଡି ଟିକୁ ସପ୍ତାହ ରେ ଦୁଇ ଥର ବ୍ୟବହାର କରିପାରିବେ।ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡ଼ିବା, ଦୁର୍ବଳ ହେବା ଭଳି ସମସ୍ତ ସମସ୍ୟା ଦୂର ହୋଇଯିବ।ଏହା ସହ କେଶ ସୁନ୍ଦର, ଘନ ଏବଂ କଳା ହୋଇଯିବ ମାତ୍ର କିଛି ଦିନ ମଧ୍ୟରେ। ତେବେ ଏହି ରିମେଡି ଟିକୁ ଥରେ ବ୍ୟବହାର କରନ୍ତୁ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।